Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ସୋନିଆ ଗାନ୍ଧୀ ଙ୍କୁ ସମନ ଜାରି କୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟିର ବିକ୍ଷୋବ ଓ ପ୍ରତିବାଦ

60 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ତା ୨୨.୦୭.୨୨ ରିଖ,ଶୁକ୍ରବାର।ବାରମ୍ବାର ଗାନ୍ଧୀ ପରିବାର ପ୍ରତି କେନ୍ଦ୍ର ସରକାରଙ୍କ ଆକ୍ରସ ମୁଳକ ରାଜନୀତି ସହ ନିଜ ସରକାର ଦ୍ବାରା ପରିଚାଳିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ସଂସ୍ଥା ଦ୍ବାରା ଜେରା କରିବା। ଭାରତୀୟ ଜାତୀୟ କଂଗ୍ରେସ ଦଳ ର ସଭାନେତ୍ରୀ ଶ୍ରୀ ମତୀ ସୋନିଆ ଗାନ୍ଧୀ ଙ୍କୁ ସମନ ଜାରି କୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ମୁନା ତ୍ରିପାଠୀ ଙ୍କ ଅଧ୍ୟକ୍ଷ ତା ରେ ସକାଳ ଠିକ ୧୧.୦୦ ଘଣ୍ଟା ଠାରୁ ଦିନ ୨.୦୦ଘଣ୍ଟା ପର୍ଯ୍ୟନ୍ତ ସ୍ଥାନୀୟ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବିକ୍ଷବ ଓ ପ୍ରତିବାଦ ସଭା ଅନୁଷ୍ଠିତ ହେଇଥିଲା!

ଏହି ସଭାରେ ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ, ପୂର୍ବତନ କୋଷଗୁମୁଡା ବିଧାୟକ ସଦନ ନାୟକ, ଅଗ୍ନିପୁର ସରପଞ୍ଚ ଦିବାକର ପୂଜାରୀ, ମହିଳା ସୋଭାନେତ୍ରୀ ନାଗରତ୍ନାମ ଆମ, ସୋନରାଜ ଗଣ୍ଡ, ସମେତ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ ର ସମସ୍ତ କଂଗ୍ରେସ କର୍ମୀ ଉପସ୍ଥିତ ରହି ପ୍ରତିବାଦ କରିଥିଲେ ! ଶେଷରେ ଦିଲ୍ଲୀପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ !ପ୍ରଦୀପ ସାହୁ,ସାଧାରଣ ସମ୍ପାଦକ ଏହି ସଭା ପରିଚାଳନା କରିଥିଲେ!

 

Related Post

ଖପ୍ରାଖୋଲ ପଂଚାୟତ ସରପଂଚ ଭାବେ ବେଟିଖାଇ ସେନ୍ଦ୍ରିଆ ନିର୍ଦ୍ବନ୍ଦରେ ନିର୍ବାଚିତ

Posted by - January 25, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଂଚାୟତ ର ସରପଂଚ ରୁପେ ବେଟିଖାଇ ସେନ୍ଦ୍ରିଆ (୬୩)ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ସେ ପୁର୍ବରୁ ସ୍ବାସ୍ଥ୍ଯ…

ବରୀ କଂଗ୍ରେସ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

Posted by - July 8, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ଓଡିଶା ପ୍ରଦେଶ କମିଟି ଆହ୍ୱାନ କ୍ରମେ ଦେଶରେ ପେଟ୍ରୋଳ,ଡିଜେଲ,ରନ୍ଧନ ଗ୍ୟାସ ଓ ଖାଇବାତେଲ ଅହେତୁକ ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ଓ ରାଜ୍ୟ…

ଯାଜପୁର ଜିଲା କଂଗ୍ରେସ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା

Posted by - December 5, 2019 23
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସାରା ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନାରି ନିର୍ଯ୍ୟତନା ଘଟଣା ପ୍ରତିବାଦରେ ଆଜି ଯାଜପୁର ଜିଲା କଂଗ୍ରେସ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି…

ଜାଳେଣି ଗ୍ୟାସ ଦର ବୃଦ୍ଧି କୁ ନେଇ ବିଜେଡି ର ବିକ୍ଷୋଭ

Posted by - November 25, 2021 0
ହରଭଙ୍ଗା :24/11(ଚିତ୍ତରଂଜନସିଂ)ଜାଳେଣି ଗ୍ୟାସ ଦର ବୃଦ୍ଧି କୁ ରୋକିବା ପାଇଁ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଫିସ ସାମ୍ନାରେ ହରଭଙ୍ଗା ବ୍ଲକ ବିଜେଡି କର୍ମ କର୍ତ୍ତା…

ବୌଦ୍ଧ ଜିଲ୍ଲା କଂଗ୍ରେସ ଦ୍ୱାରା ନବ ସଂକଳ୍ପ ଶିବିର ଉଦଯାପିତ

Posted by - June 13, 2022 0
ବୌଦ୍ଧ : ବୌଦ୍ଧ ଜିଲ୍ଲା କଂଗ୍ରେସ ର ସଭାପତି ଶ୍ରୀଯୁକ୍ତ ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ହରଭଙ୍ଗା ବ୍ଲକ ବିରନରସିଂହ ପୁର ଫରେଷ୍ଟ ନରସେରୀ ସଭାଗୃହ ଠାରେ…