ପଶ୍ଚିମ ଓଡ଼ିଶା ୟୁବ ମଞ୍ଚ ପକ୍ଷରୁ ବୈଠକ ଅନୁଷ୍ଠିତ

74 0

ସୋନପୁର:(ଅଜିତ କୁମାର ପୂଜାହାରୀ) ଆଜି ସୁବର୍ଣ୍ଣପୁର ଜିଲ୍ଲାର ରାମେଶ୍ଵମ ସଙ୍ଗମ ସ୍ଥଳରେ ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପ୍ରତି ବର୍ଷ ପରି ଆଗମୀ ଅଗଷ୍ଟ ମାସର ୧ ତାରିଖ କୁ ଗୁରୁ ସତ୍ୟ ନାରାୟଣ ବହିଦାର (କୋଶଳୀ ସାହିତ୍ୟକ ) ଙ୍କ ଜୟନ୍ତୀ କୁ ଧୁମ୍ ଧାମରେ ପାଳନ କରିବା ସକାଶେ ଏକ ପ୍ରସ୍ତୁତି ବୈଠକ ତଥା ଜିଲ୍ଲା ରେ ପଡ଼ି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କୁ ଆଗାମୀ ଦିନରେ ସମାଧାନ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି ।

ଏହୀ ସମ୍ବଲପୁରୀ ଦିନ ରେ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ ସହିତ ସମ୍ବଲପୁରୀ କବିତା ଆଶର ଓ ନାଚ ଗୀତ , ବାଇକ୍ ରେଳି ଓ ସମ୍ବଲପୁରୀ ଦିନ ବିଷୟ ରେ ଏକ ସଭା ଆୟୋଜନ କରିବାର ଯୋଜନା କରାଯାଇ ଥିଲା । ଗୁରୁ ସତ୍ୟ ନାରାୟଣ ବହିଦାର ଙ୍କ ନାତି ତରୁଣ ବହିଦାର ଙ୍କ ସହିତ ବରିଷ୍ଟ ସଦସ୍ୟ ଅରବିନ୍ଦ ତ୍ରିପାଠୀ, ଜିଲ୍ଲା ସଂଯୋଜକ ଶୋନ୍ତୋଷ ମେହେର ପ୍ରମୁଖ ଏ ସଭାରେ ଉପସ୍ଥିତ ଥିଲେ ।

 

Related Post

ମନମୁଣ୍ଡା ରେ ବୁଦ୍ଧ ପାର୍କ ପାଇଁ ଚିହ୍ନଟ ଜାଗା ପରିଦର୍ଶନ କଲେ ଜିଲ୍ଲାପାଳ ଏବଂ ବିଧାୟକ

Posted by - August 7, 2021 0
ବୌଦ୍ଧ(ଚିତ୍ତରଂଜନସିଂ)- ମନମୁଣ୍ଡା ରେ ବୁଦ୍ଧ ପାର୍କ ପାଇଁ ଆଜି ଜାଗା ଚିହ୍ନଟ କରାଯାଇଛି। ଭଗବାନ ବୁଦ୍ଧ ଙ୍କ ନାମରେ ନାମିତ ବୌଦ୍ଧ ଜିଲ୍ଲା ରେ ତାଙ୍କ ସ୍ମୃତି…

ଅଗଷ୍ଟ ୧ ସମ୍ବଲପୁରୀ ଦିନ ଧୁମଧାମରେ ପାଲନ ପାଇଁ ଅତାବିରାରେ ପ୍ରସ୍ତୁତି ପର୍ବ ଆରମ୍ଭ

Posted by - July 30, 2022 0
ବରଗଡ:(ରାମାକାନ୍ତ ବିଶ୍ଵାଳ ) ଛତ୍ରଛାୟା ତଲେ ନିଜ ପୁଅକୁ ସଦାସର୍ବଦା ଘୋଡାଇ ରଖି ସମସ୍ତଙ୍କୁ କରୁଣା ପ୍ରଦାନ କରି ଆସୁଥିବା ମହାଦେବୀ ମାଁ ସମଲେଇ ହେଉଛନ୍ତି ଆମ…

ସୁବର୍ଣ୍ଣପୁର ଜିଲ୍ଲାରେ ଅଧ୍ୟକ୍ଷା ଭାବରେ ବିଜେଡି ଦଳର ସୁପାରା ଠେଲା ନିଦ୍ୱନ୍ଦରେ ନିର୍ବାଚିତ

Posted by - March 13, 2022 0
ସୋନପୁର:( ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ସରିଛି ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ । ଅଧ୍ୟକ୍ଷା ଭାବରେ ବିଜେଡି ଦଳର ସୁପାରା  ଠେଲା ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି…

ଟିଟିଲାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କ ଜୋନ ନମ୍ବର ୮ ର କର୍ମକର୍ତ୍ତାଙ୍କୁ ନେଇ ସ୍ୱତନ୍ତ୍ର ବୈଠକ

Posted by - June 29, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ବୁଧୁବାର ଦିନ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଟିଟିଲାଗଡ ବ୍ଳକର ଜିଲ୍ଲା ପରିଷଦ ଜୋନ ନଂ…

ବାବଲପୁରରେ ୩୬ତମ ବର୍ଷରେ ପଦାର୍ପଣ କଲା ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା

Posted by - October 27, 2020 0
ଯାଜପୁର:ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ନନ୍ଦୀପୁର ପଞ୍ଚାୟତସ୍ଥିତ ବାବଲପୁରସ୍ଥ ସାର୍ବଜନୀନ ଶାରଦୀୟ ଦୂର୍ଗାପୂଜା ୩୬ତମ ବର୍ଷରେ ପଦାର୍ପଣ କରିଛି।କୋଭିଡ ନିୟମାନୁଯାୟୀ ସାଧାରଣରେ ସାମାଜିକ ଦୂରତା ରକ୍ଷା…