Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ନବମ ଶ୍ରେଣୀ ଛାତ୍ରୀର ଅକସ୍ମାତ ମୃତ୍ୟୁ

159 0

ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବମ ଶ୍ରେଣୀର ଛାତ୍ରୀ ଅଲିଜାବେଥ ମେଲେକାଙ୍କ ଅକସ୍ମାତ ବିୟୋଗ, ସ୍ତବ୍ଧ କରିଦେଇଛି ତାଙ୍କ ପରିବାର ସହପାଠୀ ଏବଂ ଅଂଚଳବାସୀଙ୍କୁ, ବାପା ବୁଝି ପାରୁନାହାନ୍ତି, ମାଆ ବିଶ୍ୱାସ କରିପାରୁନାହାନ୍ତି, କିଏ ଜାଣିଥିଲା ସ୍କୁଲ କୁ ଯାଇଥିବା ଝିଅ ଘରେ ପହଂଚି ଘର ଆଗରେ ପଡିଯିବ ଆଉ ସବୁଦିନ ପାଇଁ ଆଖିବୁଜିଦେବ, କେମିତି ସହିବେ ବାପା ମାଆ, । ଝରୀଗାଁ ଆଦର୍ଶ ବିଦ୍ୟାଳୟର ଅଧ୍ୟୟନରତ ନବମ ଶ୍ରେଣୀ ଛାତ୍ରୀ ଅଲିଜା ବେଥ ମେଲେକା, ସବୁଦିନ ଭଳି ଆଜି ବିଦ୍ୟାଳୟକୁ ଯାଇ ପାଠ ପଢି ସନ୍ଧ୍ୟାରେ ଘରକୁ ଫେରିଥିଲା, ଘର ସାମ୍ନା ରେ ପହଂଚି ହଟାତ ମୁହଁ ବୁଲେଇ ତଳେ ପଡିଯାଇଥିଲା, ଏବଂ ଅଚେତ ହୋଇଯାଇଥିଲା ।

ପିତା ମୋହନ ମେଲକା ଏବଂ ସମ୍ପର୍କୀୟ ତାକୁ ଉଠେଇ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ, ହେଲେ ଡାକ୍ତର ପ୍ରକାଶ ନାୟକ ତାକୁ ମୃତ ଘୋଷଣା କରିଥିଲେ lଝିଅ ଅଲିଜା ର ମୃତ୍ୟୁ କୁ ନେଇ ବାପା ମାଆ ମୁଣ୍ଡ ବାଡେଇ କାନ୍ଦୁଥିବା ବେଳେ ଗ୍ରାମବାସୀ ଏବଂ ସମର୍କୀୟ ଙ୍କ ମଧ୍ୟରେ ଶୋକର ଛାୟା ସୃଷ୍ଟି ହୋଇଛି ଆଉ ଶୋକାକୁଳ ପରିବେଶ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅଲିଜାକୁ ନିଜ ଗୃହକୁ ନେଇଥିଲେ ସମ୍ପର୍କୀୟ ଏବଂ ପରିବାର ଲୋକେ l

 

Related Post

ପ୍ରଦ୍ୟୁଷଣ ଆଳରେ କମ୍ପାନୀକୁ ବ୍ଲାକମେଲିଂ କରାଯାଉଥିବା ଆଭିଯୋଗ

Posted by - June 19, 2020 13
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ )ପ୍ରଦ୍ୟୁଷଣ ଆଳରେ କମ୍ପାନୀକୁ ବ୍ଲାକମେଲିଂ କରାଯାଉଥିବା ଆଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ଭିଶା ଷ୍ଟିଲ କାରଖାନାରେ କାମ କରୁଥିବା କର୍ମଚାରୀମାନେ…

ନବରଙ୍ଗପୁର ସହର ର ବିଭିନ୍ନ ସ୍କୁଲ ମାନଙ୍କରେ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 9, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବରଙ୍ଗପୁର ର ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସୁରକ୍ଷା ସପ୍ତାହ ଦିବସ ପାଳନ କରାଯାଇଛି !…

ବିଶ୍ୱ ରକ୍ତ ଦାତା ଦିବସ ପାଳିତ

Posted by - June 14, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପ୍ରଶିକ୍ଷଣ ପ୍ରକୋଷ୍ଟ ଠାରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ…

ପୋଖରୀରେ ବୁଡି ବାଳକ ମୃତ

Posted by - May 5, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ଥାନା ଚଢ଼େୟାପଲ୍ଲୀ ଗ୍ରାମରେ ଅଭାବନୀୟ ଘଟଣା।ଗାଧୋଇଥିବା ବେଳେ ଗାଁ ପୋଖରୀରେ ବୁଡିଯାଇ ବାଳକର ମୃତ୍ୟୁ ଘଟିଛି।ମୃତ ବାଳକ ହେଲେ କୈଳାଶ ସାମନ୍ତରାଙ୍କ ପୁଅ…

ଟିଟିଲାଗଡ କୃଷକ ସଂଘର୍ଷ ଅଭିଜାନ ଏବଂ ଜୟ କିସାନ ଆନ୍ଦୋଳନ,ରାଜ୍ୟପାଳଙ୍କ ନିକଟକୁ ଦାବିପତ୍ର

Posted by - November 11, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ବ୍ଲକକୁ ମରୁଡ଼ି ଅଞ୍ଚଳ ଘୋଷଣା, ଅହେତୁକ ଦରଦାମ ବୃଦ୍ଧି ରୋକିବା, ତିନି କୃଷି ଆଇନ ପ୍ରତ୍ୟାହାର ଓ ଏମ ଏସ ପି କୁ…