Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ହରିଶଙ୍କରର ବିଭିନ୍ନ ସମସ୍ୟା ପଚାରି ବୁଝିଲେ ପାଟଣାଗଡ ଉପଜିଲ୍ଲାପାଳ

83 0

ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଜିଲ୍ଲାପାଳ ଡ଼ା ବିଜୟା ନନ୍ଦ ସେଠୀ ଖପ୍ରାଖୋଲ ବ୍ଲକ୍ ପବିତ୍ର ଧର୍ମ କ୍ଷେତ୍ର ତଥା ପର୍ଯ୍ୟଟନ କ୍ଷେତ୍ର ହରିଶଙ୍କର ବୁଧବାର ଗସ୍ତ କରିଥିଲେ। ଏହି ଅବସରରେ ଅନ୍ନ ଭୋଗ ର ମାନ ପରଖିଥିଲେ। ସେହିପରି ଶ୍ରାବଣ ମାସରେ ରେ ସୋମବାର ସମେତ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହେଉଥିବାରୁ ତାର ନିୟନ୍ତ୍ରଣ ଉପରେ ମନ୍ଦିର ମ୍ୟାନେଜର କୁ କହିଥିଲେ। ମନ୍ଦିର ପରିସରରେ ଥିବା ଛୋଟ ଖାଲ ଖମା ମରାମତି ସହ ଝରଣା କୂଳରେ ବର୍ଷାରେ ଭାଙ୍ଗିଥିବା ଗଛ କାଟି ସଫା କରିବା କୁ କହିଥିଲେ। ଗସ୍ତ ଅବସରରେ ଉପଖଣ୍ଡ ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ଦିଲିପ ବଗର୍ତ୍ତି, ମନ୍ଦିର ମ୍ୟାନେଜର ଗୁପ୍ତେଶ୍ୱର କୁଅଁର, ଭାଗ୍ୟ ବନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related Post

ରାଜଗୋପାଳ ନଗର ବସ୍ତି ବାସିନ୍ଦା ଙ୍କୁ ଛତା ଓ ପିଲାମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ

Posted by - July 3, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ରାଜଗୋପାଳ ନଗର ବସ୍ତି ବାସିନ୍ଦା ମାନଙ୍କୁ ଷ୍ଟ୍ରଙ୍ଗର ଟୁ ଗେଦେର ଗ୍ରୁପ ପକ୍ଷରୁ…

ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ

Posted by - July 8, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେକ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ଙ୍କ ପ୍ରତ୍ଯେକ୍ଷ…

ରମାଦେବୀ ଙ୍କ ୧୨୧ତମ ଜୟନ୍ତୀ ପାଳିତ

Posted by - December 5, 2019 26
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ସେଵା, ସଂଗ୍ରାମ ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ମାଆ ରମା ଦେବୀଙ୍କ ୧୨୧ତମ ଜନ୍ମ ଜୟନ୍ତୀ ବରୀ ବ୍ଲକ ଅନ୍ତର୍ଗତ ମେଦୁଆକୁଳ ସ୍ଥିତ ଅଜାଣବନ…

ମିଶନଶକ୍ତି ମାଧ୍ୟମରେ ଗ୍ରାମାଞ୍ଚଳ ରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବାପାଇଁ ୩୮ ଜଣ ମହିଳାଙ୍କୁ ତାଲିମ୍ ପ୍ରଦାନ

Posted by - November 11, 2021 0
ବୌଦ୍ଧ:( 10-11-2021.ମିଶନ ଶକ୍ତି ବୌଦ୍ଧ ମାଧ୍ୟମ ରେ 38 ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ସଦସ୍ୟା ଙ୍କୁ ଚୟନ କରା ଯାଇ, ବିଜନେସ କରେଶପଣ୍ଡେନ୍ସ…