Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ରାଜ୍ୟ ସମାଜସେବୀ ମହାସଂଘ ଓଡିଶା ର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

80 0

ଭୁବନେଶ୍ବର:(ସନ୍ତୋଷ ରାଉତ )ରଜ୍ୟ ସମାଜସେବୀ ମହାସଂଘ ଓଡ଼ିଶା ର ସମସ୍ତ ଜିଲ୍ଲା ଓ ବ୍ଲକରୁ ମନୋନୀତ ହୋଇଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କୁ ନେଇ ଭୁବନେଶ୍ବର ସ୍ଥିତ CYSD ମହାନଦୀ ହଲରେ ଏକ ଗୁରୁତ୍ୟପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଇଥିଲା । ଏହି ବୈଠକରେ ଉପଦେଷ୍ଟା ଦେବଦାସ ମହାନ୍ତି ସଭାପତିତ୍ତ୍ୟ କରିଥିଲେ। ଏହି ବୈଠକର ଉଦ୍ଦେଶ୍ୟ ଥିଲା ରାଜ୍ୟର ସମସ୍ତ ସାମାଜିକ କର୍ମୀ ମାନଙ୍କର ସମ୍ମାନ ଓ ସମୃଦ୍ଧି କିପରି ବଳବତ ହେଇପାରିବ ସେହି ବିଷୟରେ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା ।

ରାଜ୍ୟ ସମାଜସେବୀ ମହାସଂଘର ସଭାପତି ନରୋତ୍ତମ ଦାସ କିପରି ରଜ୍ୟରେ ସବୁ ସ୍ତରରେ ଆମେ ଲୋକମାନଙ୍କୁ ସବୁପ୍ରକାର ସାହାଯ୍ୟ ସହଯୋଗ କରିପାରିବା ତା ସହ ସାମାଜିକ କର୍ମୀ ମାନଙ୍କର ସମ୍ମାନ ଓ ସମୃଦ୍ଧି କିପରି ବଳବତ୍ତର ରହିବା ତାହା ମଧ୍ୟ ଆଲୋଚନା ହୋଇଥିଲା ।ମହାସଂଘର ମହା ସଚିବ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ ମହାସଂଘର ଗଠନର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଗୁଡ଼ିକୁ ଆଲୋକପାତ କରିଥିଲେ ।

ସମ୍ପାଦକ ନାରାୟଣ ସାହୁ ସମସ୍ତ ଜିଲ୍ଲାର ସାମାଜିକ ସଂଗଠନ ଗୁଡ଼ିକୁ କିପରି ପଞ୍ଜୀକୃତ କରାଯିବ ଓ ତା ସହିତ ସାମାଜିକ କର୍ମୀ ମାନଙ୍କ ବିଭିନ୍ୟ ସମସ୍ୟାକୁ ସରକାରଙ୍କର ଦୃଷ୍ଟି ଗୋଚରକୁ ଆଣିବାକୁ ପ୍ରତିଶୃତି ଦେଇଥିଲେ । ଏହି ବୈଠକରେ ରାଜ୍ଯ ସମାଜସେବୀ ମହାସଂଘର କାର୍ଯ୍ୟକାରୀ ବୃନ୍ଦ ମଧ୍ୟ ଏଵଂ ଉପଦେଷ୍ଟା ରହି କାର୍ଯ୍ୟକ୍ରମ ସମାସ୍ତ କରୁଥିଲେ ।

Related Post

୧୦୦ ବର୍ଷ ପୂର୍ତ୍ତି ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

Posted by - November 12, 2019 0
ଅନୁଗୋଳ : ୧୧/୧୧/୨୦୧୯(ମହେଶ ଭୋମରାଜ).ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଅନୁଗୋଳ ବ୍ରାଞ୍ଚ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।…

ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ରେ ରାସ୍ତା ତଳକୁ ଖସିଲା କlର , ଡ୍ରାଇଭର ସମେତ ପରିବାର ର ସ୍ୱାମୀ, ସ୍ତ୍ରୀ ଓ ଝିଅ ଗୁରୁତର

Posted by - May 1, 2022 0
ବୌଦ୍ଧ :(ଚିତ୍ତ ରଞ୍ଜନ ସିଂହ) ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଦୁର୍ଘଟଣାରେ ଡ୍ରାଇଭର ସମେତ ପରିବାରର ତିନିଜଣ ଗୁରୁତର…

ଶିଳ୍ପାନୁଷ୍ଠାନମାନେ କୋଭିଡ କେୟାର ସେଣ୍ଟର ବ୍ୟବସ୍ଥା କରନ୍ତୁ : ଜିଲ୍ଲାପାଳ

Posted by - July 16, 2020 14
ଯାଜପୁର ଅଫିସ: ତା ୧୫ା୭ : କରୋନା ମହାମାରୀ ବ୍ୟାପକ ପ୍ରଭାବ ବିସ୍ତାର କରିଥିବା ବେଳେ ଯାଜପୁର ଜିଲ୍ଲାରେ ପ୍ରାୟ ଏକ ହଜାର ଭଳି ପଜିଟିଭ୍ କେଶ…

ରାଜ୍ୟ ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Posted by - September 7, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରସ୍ଥିତ ରୋଟାରୀ ଭବନ ଠାରେ ରାଜ୍ୟ ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । …

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବୈଶାଖୀ ସୃଜନୀ ସାହିତ୍ୟ ସମାରୋହ ଅନୁଷ୍ଠିତ

Posted by - May 16, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳା ସାହିତ୍ୟ ଓ ସଂସ୍କୃତି ରେ ସମୃଦ୍ଧ କଳାହାଣ୍ଡି କଳା ମଞ୍ଜୁଳ କଳାହାଣ୍ଡି କଳା ଓ ସାହିତ୍ୟର ଏକ ପ୍ରମୁଖ…