ବିଜେପି ଯୁବ ଜନତା ପକ୍ଷରୁ ଗାନ୍ଧୀ ଛକରେ ପ୍ରତିବାଦ

123 0

ଯାଜପୁର :ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦି ମୁର୍ମୁଙ୍କ ପ୍ରତି କଂଗ୍ରେସ ମୁଖପାତ୍ର ଅଜୟ କୁମାର ଦେଇଥିବା ମନ୍ତବ୍ୟ ପ୍ରତିବାଦରେ ବିଜେପି ଯୁବ ଜନତା ପକ୍ଷରୁ ଗାନ୍ଧୀ ଛକରେ ପ୍ରତିବାଦ କରାଯାଇଛି ଅଜୟ କୁମାର ଯେଉଁଭଳି ଦୌପଦି ମୁର୍ମୁଙ୍କ ପ୍ରତି ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ କଂଗ୍ରେସ ନେତା ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବୀ କରିଥିଲେ Iଏହାର ପ୍ରତିବାଦ କରି ଯୁବ ମୋର୍ଚ୍ଚାର ନେତା ମାନେ ଏକତ୍ରିତ ହୋଇ କଂଗ୍ରେସ ନେତାଙ୍କ କୁଶ ପୁତଳିକା ଦାହ କରିଥିଲେ 

 

 

Related Post

ବିଜେପି କର୍ମି ପିଣ୍ଟୁ ଓରାମ ଙ୍କୁ ମରଣାନ୍ତକ ଆକ୍ରମଣ

Posted by - May 24, 2022 0
ସମ୍ବଲପୁର:(ରମାକାନ୍ତ ବିଶାଳ)ସମ୍ବଲପୁର ଧନକଉଡା ବ୍ଳକ ଅଫିସ ଛକ ନିକଟରେ ବିଜେପି କର୍ମି ପିଣ୍ଟୁ ଓରାମ ଙ୍କୁ ମରଣାନ୍ତକ ଆକ୍ରମଣ । ଆଜି ସ୍ୱଷ୍ଠ ଦିବାଳୋକରେ ପିଣ୍ଟୁ ଙ୍କୁ…

ବୌଦ୍ଧ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ପାଇଁ କନ୍ଧମାଳ ସାଂସଦ ଅଚ୍ୟୁତସାମନ୍ତଙ୍କ କୃତଜ୍ଞତା…

Posted by - June 12, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)କନ୍ଧମାଳ ସାଂସଦ ଡଃ ଆଚ୍ୟୁତସାମନ୍ତ ପଶ୍ଚିମଓଡ଼ିଶା ବିକାଶ ପରିଷଦ ବୈଠକରେ ଯୋଗ ଦେଇଥିଲେ।ପଶ୍ଚିମଓଡ଼ିଶା ତଥା ବିଶେଷତଃ କନ୍ଧମାଳ ସାଂସଦିୟ କ୍ଷେତ୍ରରେ ବୌଦ୍ଧ ଜିଲ୍ଲାର ସାମଗ୍ରିକ ବିକାଶ…

ଜଳେଶ୍ୱରରେ ଜନ ଜାଗରଣ ଅଭିଯାନ

Posted by - November 21, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ) ଜଳେଶ୍ୱର କଂଗ୍ରେସ ପକ୍ଷରୁ ଶତାଧିକ କର୍ମୀକୁ  ନେଇ ଜଳେଶ୍ବରରେ ଜନଜାଗରଣ ଅଭିଯାନ ଆରମ୍ଭ ହୋଇଛି।ଏହା ଜଳେଶ୍ୱର ଗ୍ୟାରେଜ ବଜାର ଠୁ ଆରମ୍ଭ କରି ଜଳେଶ୍ୱର…

କୋରାପୁଟ ଆରକ୍ଷୀ କାର୍ଯ୍ୟଳୟରେ ଦସେଇ ପଶିଲେ ବିଜେପି, କର୍ମୀ

Posted by - October 30, 2021 0
କୋରାପୁଟ:(ସୁନାମ ହନ୍ତାଳ)କୋରାପୁଟଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ଶିକ୍ଷୟିତ୍ରୀ ମମିତା ମେହରଙ୍କ ସମ୍ପୃକ୍ତ ହତ୍ୟା ନ୍ୟାୟ ପ୍ରଦାନ ଦାବି ରେ ଓ ଗୃହରାଜ୍ୟମନ୍ତ୍ରୀ ଦିବ୍ୟ ଶଙ୍କର…