Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ମୁଷ୍ଟିମେୟ ଲୋକେ ଗରିବ ଲୋକଙ୍କୁ କଲେ ଉଛେଦ

97 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପ୍ରଶାସନ ଜବର ଦଖଲ ଉଛେଦ କରିବା ପୂର୍ବରୁ ମୁଷ୍ଟିମେୟ ଲୋକେ ଗରିବ ଲୋକଙ୍କୁ କଲେ ଉଛେଦ। ଯାଜପୁର ବିଂଝାରପୁର ଜରୀ ପଂଚାୟତ ମାଳିଦଣ୍ଡା ସାହିରେ ଘଟିଛି ଏଭଳି ଘଟଣା। ଗାଁ ରାସ୍ତା ଓସାରିଆ ହେବା ନେଇ ନିଷ୍ପତ୍ତି ହେବା ପରେ ତହସିଲ ପ୍ରଶାସନ ପକ୍ଷରୁ ମାପ ଚୁପ ହୋଇଥିଲା।

ଏଥିରେ ରାସ୍ତା ର ଉଭୟ ପଟେ ଥିବା ଜବର ଦଖଲ ଉଛେଦ ହେବା କଥା। କିନ୍ତୁ ରାତି ଅଧିଆ କେତେକ ପ୍ରଭାବଶାଳୀ ବ୍ୟକ୍ତି ଗରିବ ବ୍ୟକ୍ତି ଙ୍କୁ ଭୟଭୀତ କରି ବେଆଇନ ଭାବେ ଉଛେଦ କରିଛନ୍ତି। ଏହାର ପ୍ରତିବାଦ କରି କ୍ଷତିଗ୍ରସ୍ତ ପରିବାର ମାନେ ବ୍ଲକ ପ୍ରଶାସନ କୁ ଅବଗତ କରିଥିଲେ ହେଁ କୌଣସି ସୁଫଳ ନ ମିଳିବାରୁ ଆଜି ଜିଲା ପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି। କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଦୋଷୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Related Post

ଔଷଧ ଦୋକାନୀ ଙ୍କ ଚିକତ୍ସା ରେ ନାବାଳିକାର ମୃତ୍ୟୁ

Posted by - July 20, 2021 0
ମାଲକାନଗିରି:( ଅବଦୁଲ ଗନି) ଔଷଧ ଦୋକାନୀ ଙ୍କ ଚିକତ୍ସା ରେ ନାବାଳିକାର ମୃତ୍ୟୁ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଆମ୍ବଗୁଡ଼ା ଗ୍ରାମପଂଚାୟତ ମାଡକାମିଗୁଡା ଗ୍ରାମର ରାମଚନ୍ଦ୍ର…

ଧର୍ମଗଡ଼ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା,ନୀତିକାନ୍ତି ପରେ ଅଣସର ଗୃହକୁ ଗଲେ ଶ୍ରୀଜୀଉ

Posted by - June 14, 2022 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ମହା ସମାରୋହରେ ପାଳିତ ହୋଇଯାଇଛି।ପଣ୍ଡିତ ପ୍ରଭାକର ନନ୍ଦ ଓ ମନ୍ଦିର ପୂଜକ ଭଣ୍ଡେଶ୍ୱର ଆଚାର୍ଯ୍ୟ ଙ୍କ…

ବିଜେଡ଼ିର ସାଂଗଠନିକ ସମ୍ପାଦକ ହେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

Posted by - March 5, 2020 74
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କୁ ମିଳିଲା ନୂଆ ଦାୟିତ୍ୱ । ଏଣିକି ବିଜେଡିର ସବୁ ସଙ୍ଗଠନର ଇନଚାର୍ଜ ରହିବେ ପ୍ରଣବ ।…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି,ଜନପ୍ରତିନିଧି ଓ ଶୀର୍ଷ ଅଧିକାରୀଙ୍କ ଦରମା କଟିବ

Posted by - March 31, 2020 73
ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ପାଇଁ ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଜନପ୍ରତିନିଧି ଓ ଶୀର୍ଷ ଅଧିକାରୀଙ୍କ ଦରମାକୁ ନେଇ ଏହି ନିଷ୍ପତ୍ତି…

ବିଶ୍ଵ ଜନସଂଖ୍ୟା ପକ୍ଷ ପାଳନ

Posted by - July 13, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ବିଶ୍ଵ ଜନସଂଖ୍ୟା ପକ୍ଷ ପାଳନ ଅବସରରେ ଆଜି ଏକ ସଚେତନତା ରଥର ଶୁଭାରମ୍ଭ…