ଇଂରାଜୀ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଉତ୍ସବ

98 0

ବୌଦ୍ଧ: ୧୬/୭(ଚିତରଞ୍ଜନ ସିଂ) ହରଭଙ୍ଗା ବ୍ଲକ ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଇଂରାଜୀ ବିଭାଗ ପକ୍ଷରୁ  ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳନ  ହୋଇଯାଇଛି । ଏହି ଉତ୍ସବ ରେ ଯୁକ୍ତ ତିନି ଶେଷ ବର୍ଷ  ଇଂରାଜୀ ସଂମାନ ଛାତ୍ରଛାତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା କରିବା ସହ  ଅବସର ପ୍ରାପ୍ତ ଅଧକ୍ଷ ପୂର୍ନେନ୍ଦୁ ତ୍ରିପାଠୀ ଙ୍କୁ  ମଧ୍ୟ ଇଂରାଜୀ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ଜଣା ଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧକ୍ଷ ରମେଶ ଚନ୍ଦ୍ର ତାରେଣିଆ ସଭାପତିତ୍ୱ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧକ୍ଷ ପୂର୍ନେ ନ୍ଦୁ  ତ୍ରିପାଠୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ଇଂରାଜୀ ବିଭାଗ ର ମୁଖ୍ୟ ଅଧ୍ୟାପକ ଡ଼, ପ୍ରମୋଦ ମହାପାତ୍ର ପରିଚାଳନା କରିଥିଲେ । ଛାତ୍ର, ସଙ୍କର୍ଷଣ ପ୍ରଧାନ, ଓ ଛାତ୍ରୀ  ପ୍ରଦୀପ୍ତି ପ୍ରଧାନ  ସଂଯୋ8 କରିଥିବାବେଳେ  ସ୍ଵର୍ଣ ପ୍ରଭା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବ ରେ ମହାବିଦ୍ୟାଳୟ ର  ଅଧ୍ୟାପକ ଲଳିତ ମେହେର, ରଞ୍ଜିତ ସାମଲ, ସୁରେଶ୍ଵର ଯୋଶୀ, ଅଧ୍ୟାପିକ ସୁଷମା ରାଣୀ ବାହୀଦାର ପ୍ରମୁଖ ଉପସ୍ଥିତ ଥିଲେ ।

Related Post

୩୭ତମ ଜିଲାସ୍ତରୀୟ ବିଜ୍ଞାନ,ପରିବେଶ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ ଉଦଯାପିତ

Posted by - December 18, 2019 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବିରଜା ବିଦ୍ୟାଳୟ ପରିସରରେ ୩୭ତମ ଜିଲାସ୍ତରୀୟ ବିଜ୍ଞାନ,ପରିବେଶ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି…

ସୁବର୍ଣ୍ଣପୁର ଜିଲ୍ଲାର ୬ ବ୍ଲକ ରେ ବିଜେଡ଼ି ଅଧ୍ୟକ୍ଷ

Posted by - March 13, 2022 0
ସୋନପୁର:(ଅଜିତ କୁମାର ପୂଝlରୀ) ସୁବର୍ଣ୍ଣପୁର ଜିଲ୍ଲାରେ ନିକଟରେ ଅନୁଷ୍ଠିତ ହୋଇଯାଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଆଜି ୬ଟି ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ…

ବିଜୁ ପକ୍କାଘର ଯୋଜନାରେ ଘର ମରାମତି ପାଈଁ ସହାୟତା ପ୍ରଦାନ

Posted by - January 8, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗତ କାଲି ଓଡିଶା ର ୩୧ ଲକ୍ଷ୍ୟ ହିତାଧିକାରୀଙ୍କୁ ବିଜୁ ପକ୍କାଘର ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ…

ବୌଦ୍ଧ ଜିଲ୍ଲାପାଳଙ୍କୁ କାନ୍ତି ସଂମ୍ମାନ ପ୍ରଦାନ

Posted by - May 6, 2022 0
ବୌଦ୍ଧ(ଚିତ୍ତରଞ୍ଜନ ସିଂହ)ଓଡ଼ିଆ ଟ୍ରେଣ୍ଡ ନିଉଜର ପଞ୍ଚମ ସ୍ଵନକ୍ଷେତ୍ର ଅବସରରେ ବୌଦ୍ଧ ଜିଲ୍ଲାପାଳ ଲଲଟେନ୍ଦୁ ମିଶ୍ରଙ୍କୁ କାନ୍ତି ସନମାନ ରେ ସନମାନିତ କରା ଯାଇଛି। ଶ୍ରୀ ମିଶ୍ରଙ୍କୁ 2022…