Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

କେସିଙ୍ଗାର ଟ୍ରାଫିକ ସମସ୍ଯାର ସମାଧାନ ପାଇଁ କେସିଙ୍ଗା ଏନ ଏ ସି କନଫରେନ୍ସ ଗୃହ ଠାରେ ବୈଠକ

65 0

ସମସ୍ତ ସହରରେ ଟ୍ରାଫିକ ସମସ୍ଯା ଦେଖିବାକୁ ମିଳିଥାଏ। କେସିଙ୍ଗା ସହରରେ ମଧ୍ଯ ଟ୍ରାଫିକ ସମସ୍ଯା ଦିନ କୁ ଦିନ ବଢିବାର ଲାଗିଛି। ଟ୍ରାଫିକ ସମସ୍ଯାର ସମାଧାନ କରିବା ପାଇଁ କେସିଙ୍ଗା ଏନ ଏ ସି କନଫରେନ୍ସ ଗୃହରେ ଏକ ବୈଠକ ଅନୁଷ୍ଠିତ କରାଗଲା। କେସିଙ୍ଗାର ଟ୍ରାଫିକ ନିୟନ୍ତ୍ରଣ କରିବାକୁ ହେଲେ ଏନଚ 26 ର ଦୁଇ ପାର୍ଶ୍ଵରେ ଥିବା ଉଠା ଦୋକାନୀ, ପସରା ବ୍ଯବସାୟୀ, ଫଲ ଦୋକାନୀ,ପନିପରିବା ବ୍ଯବସାୟୀ, ଉଟୋରିକ୍ସା, ଟ୍ରକ ଓ କାର ପାର୍କକୀନ ଏହି ସମସ୍ତଙ୍କ ପାଇଁ ସ୍ଥାୟୀ ବ୍ଯବସ୍ଥା କରାଯିବ ବୋଲି ସ୍ଥିର କରାଗଲା। ଏନ ଏଚ ପ୍ରଶାସନ କୁ କୁହାଗଲା କେସିଙ୍ଗା ସହରରେ ରାସ୍ତା କଡରେ ବୋର୍ଡ, ଯେବ୍ରାକୋସିନ ଓ ସିପ୍ଡ ବ୍ରେକର ର ବ୍ଯବସ୍ଥା କରିବା ପାଇଁ।

ଏକ ବର୍ଷ ଭିତରରେ କେସିଙ୍ଗାର ଓଭରବ୍ରିଜ ନିର୍ମାଣ କାର୍ଯ୍ଯ ମଧ୍ୟ ଆରମ୍ଭ କରାଯିବ ବୋଲି କହିଲେ କେସିଙ୍ଗାର ତହସିଲଦାର ଜୌତୀମଯ କର ସାର। 6 ମାସ ସମୟ ସୀମା ଭିତରରେ ଟ୍ରାଫିକ ସମସ୍ଯାର ସମାଧାନ ହେବ ବୋଲି କେସିଙ୍ଗା ନଗରପାଳ ନୃପରାଜ ଯାଦବ କହିଲେ। ଏହି ବୈଠକ ରେ ଉପସ୍ଥିତ ଥିଲେ କେସିଙ୍ଗାର ତହସିଲଦାର ଜୌତୀମୟ କର,ଏନ ଏ ସି ଈଇ ଠ କିରଣ ବେହେରା ,ନଗରପାଳ ନୃପରାଜ ଯାଦବ, ଉପ ନଗରପାଳ ଓ ସମସ୍ତ କାଉନସିଲର, ବୁଦ୍ଧିଜୀବୀ ରାମ କୁମାର ଜୈନ, ସୂର୍ଯ୍ୟକାନ୍ତ ଦାସ,ଓ ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲ, ଚନ୍ଦ୍ରମଣୀ ସ୍ବାଇଁ, ଯଯାତିକେଶରୀ ଦେଓ ,ଆଗାଜାନ୍, ପ୍ରିତେସ ପଟେଲ ଓ ସଂଗ୍ରାମ କେଶରୀ ଦେଓ ,କେସିଙ୍ଗା ଏନ ଏଚ ଏସଡିଓ , ଓ ଶିକ୍ଷା ବିଭାଗର ବିଈଓ।

Related Post

ସଂକୀର୍ତ୍ତନ ମଣ୍ଡଳୀ ଅଧିକାରୀଙ୍କ ପରଲୋକ

Posted by - June 30, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁର ପଞ୍ଚାୟତ ଅନ୍ତର୍ଗତ ସିଂହମର୍ଦ୍ଦନ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଅଧିକାରୀ ସୁରେନ୍ଦ୍ର ଭୂୟାଁ (୬୨) ଙ୍କ ମଙ୍ଗଳବାର ସକାଳ ୧୦ ଘଣ୍ଟା…

ପୌରପାଳିକାର ଅଲିବାଗ ପଡ଼ିଆରେ ଆଦିଶକ୍ତି ଆଞ୍ଚଳିକ ମହାସଂଘ ତରଫରୁ ରଜ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - June 17, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପୌରପାଳିକାର ଅଲିବାଗ ପଡ଼ିଆରେ ଆଦିଶକ୍ତି ଆଞ୍ଚଳିକ ମହାସଂଘ ତରଫରୁ ରଜ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଯାଜପୁର ବିଧାୟକଙ୍କ…

ନବରଙ୍ଗପୁର ୟୁନିକ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

Posted by - January 2, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ୟନିକ ପବ୍ଲିକ ସ୍କୂଲରେ ବିଜ୍ଞାନ ମେଳା ଅନୁଷ୍ଠିତ ହେଇଥିଲା l ଏହ ବିଜ୍ଞାନ ମେଳା ରେ ନବରଙ୍ଗପୁର BEO ସୁପ୍ରିୟା ନାଇକ…

ଧର୍ମଶାଳା ଥାନା ହରିଦାସପୁର ରାମକୋ ସିମେଣ୍ଟ କାରଖାନାରେ ୪ଶହ ଶ୍ରମିକ ଅଟକ

Posted by - March 29, 2020 99
ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ଅଞ୍ଚଳରେ ଥିବା ରାମକୋ ସିମେଣ୍ଟ କାରଖାନା ପରିସରରେ ୪ଶହ ଶ୍ରମିକ ଅଟକ ଥିବା ସୂଚନା ମିଳିଛି। ସେଠାରେ କାମ…

କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 28, 2022 0
ବରଗଡ଼ :(ରମାକାନ୍ତ ବିଶ୍ଵାଳ) ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ…