ବୁସ୍ଟର ଡୋଜ ଟୀକାକରଣ

126 0

ନବରଙ୍ଗପୁର:(ବେଣୁଗୋପାଳ ରାଓ )ସରକାର ଙ୍କ ନିର୍ଧେଶ କ୍ରମେ ସାରା ଦେଶରେ ୧୮ ରୁ ୫୯ ବର୍ଷ ବୟସ୍କ ସମସ୍ତ ନାଗରିକ ଙ୍କୁ ଆଜି ଠାରୁ କରନା ଟୀକା ର ବୁଷ୍ଟର ଡୋଜ ଟୀକାକରଣ କରାଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଆଜି ଠାରୁ ଆରମ୍ଭ ହୋଇଛି ମାଗଣା ଟୀକାକରଣ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି କାର୍ଯ୍ୟକ୍ରମ ର ଉଦଘାଟନ କରିଛନ୍ତି ଜିଲ୍ଲାପାଳ କମଳ ଲୋଚନ ମିଶ୍ର । ଆଜି ଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ୭୫ ଦିନ ଅର୍ଥାତ ୨୭ ସେପ୍ଟେମ୍ବର ଯାଏଁ ଚାଲିବ ।

ଏଥିପାଇଁ ଜିଲ୍ଲାରେ ୪୩ ଟି ଟୀକାକରଣ କେନ୍ଦ୍ର କରାଯାଇଛି । ଜିଲ୍ଲାରେ ୧୮ ରୁ ୫୯ ବର୍ଷୀୟ ୭ ଲକ୍ଷ ୪୨ ହଜାର ୮୬ ଜଣ ବ୍ୟକ୍ତି ରହିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣ ର ଟୀକା ମହଜୁଦ ଥିବା ବେଳେ ସରକାର ଖୁବ ଶୀଘ୍ର ୨୦ ହଜାର ଟୀକା ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ବର୍ତ୍ତମାନ ଜିଲ୍ଲାରେ ୯ ଟି କରନା ଆକ୍ଟିଭ କେଶ ରହିଥିବା ବେଳେ ଦୈନିକ ୩୦୦ ରୁ ୪୦୦ ଟେଷ୍ଟ କରାଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

Related Post

ବିଶ୍ୱ ପରିବେଶ ଦିବସରେ କାଟିଦେଲେ ଶତାଧିକ ବାଉଁଶ ଗଛ

Posted by - June 6, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ଜଗନ୍ନାଥପ୍ରସାଦ ରେଞ୍ଜ କ୍ଷେତମୁଣ୍ଡଳୀ ଅଂଚଳରେ ଆଜି ଏକ ଟ୍ରାକ୍ତର ରେ ଶତାଧିକ କଞ୍ଚା ବାଉଁଶ କାଟି ଚାଲାଣ କରାଯାଉଥିବା ବେଳେ ଖବର…

ଆସନ୍ତା ପୌରନିର୍ବାଚନ ପୂର୍ବରୁ ପୁରୁଣା କଟକ କୁ NAC ମାନ୍ୟତା ଦାବି

Posted by - September 5, 2021 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂହ), ହରଭଙ୍ଗା ବ୍ଲକ ର ପୁରୁଣା କଟକ ହେଉଛି ମୁଖ୍ୟ ବାଣିଜ୍ୟ ସ୍ଥଳ!ହରଭଙ୍ଗା ବ୍ଲକ ର ସଦର ମହକୁମା ବାଣିଭୂଷଣପୁର ଓ ପୁରୁଣାକଟକ କୁ…

ଟ୍ୟୁମର ରୋଗରେ କବଳିତ ୧୦ ବର୍ଷୀୟ କୃଷ୍ଣର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

Posted by - June 15, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ସାଙ୍ଗସାଥି ମାନଙ୍କ ସହିତ ଖେଳଖୁଦ ଓ ପାଠ ପଡିବା ବୟସରେ ରୋଗ ଗ୍ରସ୍ତ ହୋଇ ବିଛଣାରେ ପଡ଼ିରହିଛି ୧୦ ବର୍ଷର ବାଳକ l…

ଅରୁପା ହସ୍ତଶିଳ୍ପ ପ୍ରଦର୍ଶନୀ ରେ ଅଘଟଣ , ଯୁବ ବ୍ୟବସାୟୀ ମୃତ୍ୟୁ

Posted by - May 30, 2022 0
ବେଲଗୁଣ୍ଠା :(ସୁଶାନ୍ତ କୁମାର ବେହେରା)  ଭଞ୍ଜନଗର ବଳଭଦ୍ର କୃଷକ ବଜାରରେ ଦୀର୍ଘଦିନ ଧରି ଚାଲିଥିବା ଅରୁପା ଅନ୍ତର୍ଜାତୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀ…

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ରେ ଶିକ୍ଷକ ଗିରଫ, ଠକିଛନ୍ତି ଲକ୍ଷାଧିକ ଟଙ୍କା

Posted by - March 19, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ନିଯୁକ୍ତି ଅଭାବରୁ ଦେଶରେ ଶିକ୍ଷିତ ବେକାରୀ ଙ୍କ ସଂଖ୍ୟା ବଢିବାରେ ଲାଗିଛି। ସରକାର ଯୁବକ ଯୁବତୀଙ୍କୁ ଚାକିରି ଯୋଗାଇବାରେ ବିଫଲ…