Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ସଙ୍କୁଲୋଇ ସେବା ସମବାୟ ସମିତିର ନୂତନ ସଭାପତି ଭାବେ ରଶ୍ମିତା ମହାକୁଡ଼ଙ୍କ ଦାୟିତ୍ୱ ଗ୍ରହଣ

99 0

ବୌଦ୍ଧ: (ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ଅନ୍ତର୍ଗତ ସଙ୍କୁଲୋଇ ସେବା ସମବାୟ ସମିତିର ନୂତନ ସଭାପତି ଭାବେ ରଶ୍ମିତା ମହାକୁଡ଼ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରକାଶ ଥାଉକି ଚଳିତ ମାସ ଜୁଲାଇ ୧୦ତାରିଖ ଦିନ ଏହି ସେବା ସମବାୟ ସମିତିର ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ଏହି ନିର୍ବାଚନରେ ରଶ୍ମିତା ମହାକୁଡ଼ ସଭାପତି ଭାବେ ନିର୍ବାଚିତ ହୋଇଥିଲେ।ଆଜି ସେ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଏହି ଦାୟିତ୍ୱ ଗ୍ରହଣ ଉତ୍ସବରେ ସେବା ସମବାୟ ସମିତିର ସମ୍ପାଦକ ସଞ୍ଜୟ ଗାଈଗୋଉରିଆଙ୍କ ସମେତ ସମସ୍ତ ନିର୍ଦେଶକ, ସଭ୍ୟ ସତ୍ୟବାଦୀ ଚାଉଳିଆଙ୍କ ସମେତ ବହୁସଭ୍ୟ ସଭ୍ୟା ଯୋଗ ଦେଇଥିଲେ।ସୂଚନା ଥାଉ କି ଶ୍ରୀମତୀ ମହାକୁଡ଼ ପୂର୍ବରୁ ବ୍ଲକ ଉପାଧ୍ୟକ୍ଷ, ଏବେ ସଂକୁଲୋଇ ପଂଚାୟତ ର ସମିତି ସଭ୍ୟ ଅଛନ୍ତି। ଶ୍ରୀମତୀ ମହାକୁଡ଼ କହିଛନ୍ତି ଯେ ସମିତିରେ ଦଲାଲଗିରି ହଟି ସବୁ ଚାଷୀ ଭାଇ ମାନେ ଉଚିତ ନ୍ୟାୟ ପାଇବେ ବୋଲି ପ୍ରକାଶ କରିଛନ୍ତି।

Related Post

ଦୁର୍ଘଟଣାରୁ ଅଳ୍ପକେ ବର୍ତୀଲା ଯାତ୍ରୀବାହୀ ବସ

Posted by - October 24, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ କନକଦୁର୍ଗା !ସୂଚନାରୁ ପ୍ରକାଶ ବାଲେଶ୍ବରରୁ ଡଗରା ଅଭିମୁଖେ ଆସୁଥିବା ଯାତ୍ରୀବାହୀ ବସ କନକଦୁର୍ଗା ବାଲିଆପାଳ ର ଗଞ୍ଜାଛକରେ…

ବଜରଙ୍ଗୀ ଖଲାସି ସଂଘ ତରଫରୁ ବଜରଙ୍ଗୀ ମୃତ୍ତି ପ୍ରତିଷ୍ଠା

Posted by - December 13, 2021 0
ଚିତ୍ରକୋଣ୍ଡା:(ଅବଦୁଲ ଗନି)ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ର ବଜରଙ୍ଗି ଖଲାସି ସଂଘ ଦୀର୍ଘ ଦିନ ହେବ ପଞ୍ଜିକରଣ ହୋଇ କାର୍ଯ୍ୟ କରିଆସୁଅଛି l…

ଏନ ସି କଲେଜରେ ଓ.ଏସ.ଓ.ୟୁ ନୂତନ ବିଦ୍ୟାର୍ଥି ପ୍ରବେଶ କୁ ସ୍ୱାଗତ

Posted by - September 11, 2019 0
ଯାଜପୁର ନରସିଂୟ ଚଉଧୁରୀ ମହାବିଦ୍ୟାଳୟ ପରିସରରେ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ର ନୂତନ ବିଦ୍ୟାର୍ôଥ ପ୍ରବେଶ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ମହାବିଦ୍ୟାଳୟର…

ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ

Posted by - December 20, 2021 0
ନୂଆପଡ଼ା:(ମେଘନାଦ ନାୟକ )ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଯୋଗାଣ ବିଭାଗର ଜୁନିଅର ଏକାଉଣ୍ଟ ଟେଣ୍ଡ ତାରା ଚରଣ ପଣ୍ଡା । ଆଜି ସନ୍ଧ୍ୟା ସମୟରେ ନୂଆପଡା ଜିଲ୍ଲା…

ଭାରତ ବନ୍ଦ କୁ ସମର୍ଥନ ଜଣାଇ ରାସ୍ତା ଅବରୋଧ

Posted by - May 25, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) କେନ୍ଦ୍ର ସରକାର ଦ୍ବାରା ଓବିସି ର ଜାତି ଆଧାରିତ ଜନଗଣନା ନକରିବା ବିରୋଧ ,ଇଭିଏମ ଘୋଟଲା ,ପଚାଂୟତ ନିର୍ବାଚନ ରେ ଓବିସି ସଂରକ୍ଷଣ ନିମନ୍ତେ…