ରାସ୍ତା କଡରେ ଛିଡା ହେଇଥିବା କାର୍ କୁ ପଛରୁ ପିଟିଲା ପିକପ୍, ଅଳ୍ପକେ ବର୍ତିଲେ ଚାଳକ

55 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ନମ୍ବର ଜାତୀୟ ରାଜପଥର ବୌଦ୍ଧ ଥାନା ଗାନ୍ଧୀ ଗ୍ରାମ ନିକଟରେ ଆଜି ସକାଳେ ଗୋଟିଏ କାର୍ ସହ ପିକପ୍ ର ଧକ୍କା ହେବା ଫଳରେ ଉଭୟ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ପଟରୁ ବ୍ରହ୍ମପୁର ଯାଉଥିବା ଏକ କାର୍ ରାସ୍ତା କଡରେ ଅଟକି ରହିଥିବା ବେଳେ ସମାନ ଦିଗରୁ ଆସୁଥିବା ଏକ ଔଷଧ ବୋଝେଇ ପିକପ୍ କାର କୁ ପଛ ପଟରୁ ଧକ୍କା ଦେଇଥିଲା। ଫଳରେ କାର୍ ଟି ରାସ୍ତା ତଳକୁ ଖସି ପଡିଥିଲା ଓ ପିକପ୍ ମଧ୍ୟ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣାରେ ଉଭୟ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି। ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Related Post

ସ୍ୱାଧୀନତାର ୭୫ବର୍ଷ ପୁର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ ବୌଦ୍ଧ ଜିଲାରେ ଭବ୍ୟ ସମ୍ବର୍ଦ୍ଧନା

Posted by - August 25, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ ବୌଦ୍ଧଜିଲାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କନ୍ଧମାଳ ଓ…

ମୋଟର ସାଇକଲ ରୁ ପଡି ମହିଳା ମୃତ୍ୟୁ

Posted by - August 7, 2022 0
ଖପ୍ରାଖୋଲ: ୫/୮ (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ବେନକେରା ଗ୍ରାମରେ ଜଣେ ମହିଳା ଙ୍କ ମୋଟର ସାଇକେଲ ରୁ ଖସିପଡ଼ି ଶୁକ୍ରବାର ମୃତ୍ୟୁ ହୋଇଥିବା ଜଣାଯାଇଛି…

କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କୁ ଭାବବିହ୍ଵଳ ବିଦାୟ ଦେଲେ କଳାହାଣ୍ଡି ବାସୀ

Posted by - May 6, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡିଶା ସରକାର ଙ୍କ ଆଇ ପି ଏସ୍ ସ୍ତରରେ ବଦଳି ଘୋଷଣା ପରିପ୍ରେକ୍ଷୀରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଡ…

ଭୈରବୀ ଡିଗ୍ରୀ କଲେଜରେ ବିଦାୟୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Posted by - July 7, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ ) ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ଆନୁକୂଲ୍ୟରେ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆଙ୍କ…

ଅନଲାଇନରେ ଆଇନ ସଚେତନତା

Posted by - October 5, 2021 0
ସୋନପୁର:(ଅଜିତ୍ କୁମ।ର୍ ପୁଝ।ରି)ସୁବର୍ଣ୍ଣପୁର ଜିଲ୍ଳା ଜଜ ତଥା ଅଧ୍ୟଖ୍ୟ , ଜିଲ୍ଳା ଆଇନସେବା ପ୍ରାଧିକରନ ଙ୍କ ନିର୍ଦେଶ କ୍ରମେ ଆଇନସେବା ପ୍ରାଧିକରନ ର ସମ୍ପାଦିକା ଶ୍ରୀମତୀ ସସ୍ମିତା…