ବୌଦ୍ଧ ଜିଲ୍ଲା ର ୩ ଜଣ ସମାଜସେବୀ ଙ୍କୁ ମିଳିଲା ରାଜ୍ୟ କାର୍ଯ୍ୟକାରିଣୀ ପଦବୀ

97 0

ବୌଦ୍ଧ :(ଚିତ୍ତରଂଜନସିଂ)ରାଜ୍ୟ ସମାଜସେବୀ ମହାସଂଘ ଓଡିଶାର ପ୍ରଥମ ପର୍ଯ୍ୟାୟରେ ବୌଦ୍ଧରୁ 3 ଜଣଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟର ବିଭିନ୍ନ ଦାୟିତ୍ୱ ରେ ପଦବୀ ଦିଆଯାଇଛି!ହରଭଙ୍ଗା ବ୍ଲକ ରୁ ସମାଜସେବୀ ପ୍ରଶାନ୍ତ ବିଶି, ବୌଦ୍ଧ ବ୍ଲକ ରୁ ମହେନ୍ଦ୍ର ମହାକୁଳ ଓ କଣ୍ଟାମlଳ ବ୍ଲକ ପାଇଁ ବିଷ୍ଣୁ ଚରଣ ଭୋଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି!

ଆଗାମୀ ଦିନରେ ଏହି କମିଟିର ସଦସ୍ୟମାନଙ୍କୁ ନେଇ ସମସ୍ତ ଜିଲ୍ଲା ଏବଂ ବ୍ଲକ ସ୍ତରରେ ବିଭିନ୍ନ ଦାୟିତ୍ୱ ଦିଆଯିବ ଯାହା ଫଳରେ ଆଗାମୀ ଦିନରେ ସମସ୍ତ ସାମାଜିକ କର୍ମୀ ଓ ସାମାଜିକ ସଂଗଠନ ମାନଙ୍କ ସୁରକ୍ଷା ଓ ସମ୍ମାନକୁ ଧ୍ୟାନ ଦେବା ସହିତ କେମିତି ଓଡ଼ିଶାର ସମସ୍ତ ସାମାଜିକ କର୍ମୀ ଏବଂ ଅନୁଷ୍ଟାନ ଙ୍କୁ ନେଇ ଓଡିଶାରେ ଅନେକ ସମାଜ ମଙ୍ଗଳ କାର୍ଯ୍ୟ କରାଯିବା ସହ କାର୍ଯ୍ୟ ଦାବୀ ଗୁଡିକ ଓଡିଶା ସରକାରଙ୍କ ପାଖରେ ଉପସ୍ଥାପିତ କରାଯିବ ତା ଉପରେ ଗୁରୁତ୍ୱ ଦିଆଯିବ l

Related Post

୧୮୨ତମ ଦିବସରେ ପହଁଚିଲା କରୋନା ସଚେତନତା କାର୍ଯ୍ୟକ୍ରମ।

Posted by - September 19, 2020 0
ଯାଜପୁର ଅଫିସ: ଜିଲ୍ଲାର ଦଶରଥପୁର ବ୍ଳକ ଅନ୍ତର୍ଗତ ବାବଲପୁରସ୍ଥିତ ଜାତୀୟ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ଫାଉଣ୍ଡେସନର ଓ ଫାଉଣ୍ଡେସନଦ୍ଵାରା ପରିଚାଳିତ ମଙ୍ଗଳପୁରସ୍ଥିତ ଡଲଫିନ୍ ଡ୍ୟାନ୍ସ ସ୍କୁଲ…

କରୋନାରେ ସାମ୍ବାଦିକ ମାନସ ରଞ୍ଜନ ଜୟପୁରିଆଙ୍କ ଦେହାନ୍ତ

Posted by - April 29, 2021 0
ସମ୍ବଲପୁର; କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। ଏକ ଘରୋଇ ଚ୍ୟାନେଲରେ କାର୍ଯ୍ୟରତ ସାମ୍ବାଦିକ ମାନସ ରଞ୍ଜନ ଜୟପୁରିଆଙ୍କ ସମ୍ବଲପୁରରେ ପରଲୋକ ହୋଇଯାଇଛି । କରୋନାରେ…

କଳିଙ୍ଗନଗରରେ ତୃତୀୟ ରାଜ୍ୟସ୍ତରୀୟ କଳିଙ୍ଗନଗର ମହୋତ୍ସବ ଉଦଘାଟିତ

Posted by - December 9, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କଳିଙ୍ଗନଗରରେ ତୃତୀୟ ରାଜ୍ୟସ୍ତରୀୟ କଳିଙ୍ଗନଗର ମହୋତ୍ସବ ଉଦଘାଟିତ ହୋଇ ଯାଇଛି।ରାଜ୍ୟ ପଂଚାୟତିରାଜ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ…

ଠେଲକୋଲେଇ ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

Posted by - December 20, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ ) ସମ୍ବଲପୁର ଜିଲ୍ଲା ଠେଲକୋଲେଇ ଥାନା ପରିସରରେ ଆଜି ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ବିଧୁଭୁଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ…

ପରିବା ବୋଝେଇ ଗାଡି ଡ୍ରାଇଭର ଉପରେ ପୋଲିସର ପ୍ରହାର .

Posted by - January 14, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଗାଡି ଚେକିଙ୍ଗ ସମୟରେ ଗାଡି ଡ୍ରାଇଭର କୁ ଗାଡ଼ିରୁ ଟାଣି ବାଡେଇ ଲହୁଲୁହାଣ କରିଛି ପୋଲିସ!ସୂଚନା ଅନୁଯାଇ ଏକ ମାକ୍ସପିକଅପ ପରିବାର ଗାଡି ବିଳାସ…