ଜିଲ୍ଲା ପ୍ରଶାସନ ର ହସ୍ତକ୍ଷେପ ପରେ ଅମରନାଥ ଯାଇଥିବା ସମସ୍ତ ଯାତ୍ରୀ ଙ୍କୁ ସୁବିଧା ମିଳିଲା

60 0

ମୁନିଗୁଡା:(ରମାକାନ୍ତ ପଡାଲ) ଗତ ଶୁକ୍ରବାର ଦିନ ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ଯୋଗୁଁ ପାହାଡ଼ ରୁ ଦ୍ରୁତ ଗତିରେ ପାଣି ମାଡ଼ି ଆସିବାରୁ ତିନି ଜଣ ମହିଳା ଙ୍କ ସମେତ 16 ଜଣ ଲୋକଙ୍କ ମୃତ୍ୟ ହେଇଚି ।ଏହି ଘଟଣା ରେ ରାୟଗଡା ଜିଲ୍ଲା ରୁ ପାଞ୍ଚ ଜଣ ଅମରନାଥ ଦର୍ଶନ ପାଇଁ ଯାଇଥିବା ସମସ୍ତେ ଅଲ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଛନ୍ତି ,ସମସ୍ତ ଙ୍କ ଜିନିଷ ପତ୍ର ଓ ଟଙ୍କା ଭାସୀଯାଇଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି ।

ସମସ୍ତେ ରାୟଗଡା ସହର ର ବାସିନ୍ଦା , ସେମାନେ ହେଲେ ବସନ୍ତ କୁମାର ସେନାପତି, ସୌମ୍ୟ ରଞ୍ଜନ ପାତ୍ର , କେ ,ରବି କୁମାର , ଟୁକୁନା ପ୍ରଧାନ ଓ ନିହାର ରଞ୍ଜନ ପାତ୍ର ବୋଲି ଜଣା ପଡ଼ିଛି ,ଅପରପକ୍ଷେ ରାୟଗଡା ଜିଲ୍ଲା ପାଳ ସମସ୍ତ ଯାତ୍ରୀ ଯେପରି ସୁରକ୍ଷିତ ଭାବେ ରାୟଗଡା ଫେରିବେ ସେ ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ।

ରାୟଗଡା ରୁ ଯାଇଥିବା ସମସ୍ତ ପାଞ୍ଚ ଜଣ ଯାତ୍ରୀ ଆଜି ଜାମୁ ଫେରୁଛନ୍ତି ,ଜାମୁ ରୁ ଦିଲ୍ଲୀ ଆସିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ସମସ୍ତ ଙ୍କ ସ୍ୱାସ୍ତ୍ୟ ଅବସ୍ଥା ଠିକ ଥିବା ପ୍ରକାଶ କରିଛନ୍ତି ଅମରନାଥ ଯାଇଥିବା ଯାତ୍ରୀ ଟୁକୁନା ପ୍ରଧାନ ।

Related Post

ଭୁଲ ଇଂଜେକସନ ନେଇ ରୋଗୀ ମୃତ

Posted by - January 31, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି )ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସନ୍ଥନ ମଠ ନିକଟରେ ଥିବା ରବୀନ୍ଦ୍ରନାଥ ଔଷଧ ଦୋକାନରେ ଏକ ଲୋକର ମୃତ୍ୟୁ ଅଭିଯୋଗ ହୋଇଛି । ସୂଚନା…

ନେସ୍କୋ କର୍ମଚାରୀ ସହିତ ଏସଡିଓ ଜେଇ ଙ୍କୁ ମାଡ 

Posted by - February 19, 2020 0
ମୟୁରଭଞ୍ଜ :(ସୀତାରାମ ଦୀକ୍ଷିତ) ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନସ୍ଥ ନୂଆପଦା ଗାଁକୁ ଉଦଳା ସବଡିଭିଜନର ଏସଡିଓ  ପ୍ରଶାନ୍ତ କୁମାର ମାନା ଏବଂ ଦୀପକ କୁମାର ଦାସ ଭିଜିଲାନ୍ସ…

ବ୍ୟାସନଗର ପୋୖର ନିର୍ବାଚନ,ପ୍ରମୁଖ ଦଳ ର ପ୍ରାର୍ଥୀପତ୍ର ଦାଖଲ

Posted by - March 8, 2022 0
ଯାଜପୁର : ବ୍ୟାସନଗର ପୌରପରିସଦ ନିର୍ବାଚନ ପାର୍ଥିପତ୍ର ଦାଖଲର ୬ଷ୍ଠ ଦିନଥିଲା। ପାର୍ଥିପତ୍ର ଦାଖଲ ପାଇଁ ବିଜେଡି ଓ କଂଗ୍ରେସ ଉଭୟ ଦଳର ପାର୍ଥି ପାର୍ଥିନି ମାନେ…

ଦୟନିୟ ଅବସ୍ଥାରେ ଆଡେଣିଗଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର

Posted by - June 14, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ସରକାର ପ୍ରଥମେ ସ୍ବାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଇଆସୁଥିବାବେଳେ ଏଥିପାଇଁ ମଧ୍ୟ୍ୟ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକର ଉନ୍ନତି ପାଇଁଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି। କିନ୍ତୁ…

ରଘୁନାଥପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ

Posted by - January 6, 2022 0
ଉତ୍ତର ଭୁବନେଶ୍ୱର:(ସନ୍ତୋଷ ରାଉତ )ଭୁବନେଶ୍ୱର ବ୍ଲକ ଅଧିନସ୍ଥ ରଘୁନାଥପୁର ପଞ୍ଚାୟତ ରେ କୋଭିଡ୍ କଟକଣା ରେ ବିଭିନ୍ନ କାର୍ଯ୍ୟର ଶୁଭ ଉଦଘାଟନ କରାଯାଇଛି ।ପଞ୍ଚାୟତର ନୂତନ କାର୍ଯ୍ୟାଳୟ…