ଡିଲର ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଆଜି ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ

116 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯୋଗାଣ ବିଭାଗ ଅଧିନରେ କାର‌୍ୟ୍ୟରତ ଡିଲର ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ଡ଼ିଲର ସଙ୍ଘ। ଜିଲା ପିଡିଏସ ଡିଲର ସଂଘ ପକ୍ଷରୁ ୯ ଦଫା ଦାବୀ ପୂରଣ ପାଇଁ ଦାବି କରିଥିଲେ। ଡିଲର ମାନଙ୍କୁ ମିଳୁଥିବା କମିଶନ ବୃଦ୍ଧି କରିବା,ଯୋଗାଣ ସାମଗ୍ରୀ ପରିବହନ ସମୟରେ କୁଇଂଟାଲ ପ୍ରତି ୧ କେଜି ଭରଣା କରିବା,ସମସ୍ତ ଡିଲର ପଏଣ୍ଟରେ ଗ୍ୟାସ ବଂଟନ କରିବା ପାଇଁ ଅନୁମତି ସମେତ ୯ ଦପାଂ ଦାବୀକୁ ଉପସ୍ଥାପନ କରିଥିଲେ । ତୁରନ୍ତ ଏହି ସବୁ ଦାବୀ ପୁରଣ ନ ହେଲେ ଆଗାମୀ ଦିନରେ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି।।

Related Post

ପୁରାତନ ଛାତ୍ର ମାନଙ୍କ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - October 20, 2021 0
ଯାଜପୁର ବ୍ଲକ ମଳିକାପୁର ମୁଖ୍ୟରାସ୍ତା ପାର୍ଶ୍ୱରେ ବିଭିନ୍ନ ବିଦ୍ୟାଳୟ ର ପୁରାତନ ଛାତ୍ର ମାନଙ୍କ ପକ୍ଷରୁ ବୃକ୍ଷ ରୋପଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଅଶ୍ୱନୀ କୁମାର ଦାସଙ୍କ ନେତୃତ୍ୱରେ ମଲିକାପୁର ଠାରୁ ବୁଢା ବନ୍ଧ ପର‌୍ୟ୍ୟନ୍ତ ରାସ୍ତା ପାର୍ଶ୍ୱରେ ପାଖା ପାଖି ୧୦୦ ରୁ ଉର୍ଦ୍ଧ ଲିମ୍ବ, ବଉଳ, ଆକାସି ,କୃଷ୍ଣ ଚୁଡା ଆଦି ବୃକ୍ଷ ଲଗାଇଥିଲେ ।  ଏହି କାର‌୍ୟ୍ୟକ୍ରମରେ ଯାଜପୁର ସହରର ୧୯୯୬ବ୍ୟାଚର ବିଭିନ୍ନ ସ୍କୁଲର ଛାତ୍ର ମାନେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ।ବୃକ୍ଷରୋପଣ ପରେ ଏକ୍ସ – ମେଟସ  ୯୬ ପକ୍ଷରୁ ଗୋଖନାସ୍ଥିତ ଦୃଷ୍ଟିହୀନ ଆଶ୍ରମ ଯାଇ ଭିନ୍ନକ୍ଷମ ଛାତ୍ରମାନଙ୍କୁ ସାଉଣ୍ଡ ସିଷ୍ଟମ ସମେତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ କଲ୍ୟାଣ ଟ୍ରଷ୍ଟ ଗଠନ

Posted by - December 4, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମାଜସେବା କରିବା ପାଇଁ ଅଭିନବ ପଦକ୍ଷେପ ନେଲେ ସମ୍ବଲପୁର ର ପୁର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ । ନିଜେ ବିଧାୟିକା ହେବା ପରଠାରୁ ବର୍ତ୍ତମାନ…

ଜାତୀୟ କ୍ରୀଡା ହକିକୁ ବିଶ୍ୱ ସ୍ତରରେ ୧ ନମ୍ବର କରବା ପାଇଁ ପ୍ରୟାସ ଆରମ୍ଭ ,ଜିଲ୍ଲାର ବିଭିନ୍ନ ବ୍ଲକରେ ହକିର ଶୁଭାରମ୍ଭ

Posted by - May 28, 2022 0
ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲା ରେ କ୍ରୀଡା ପ୍ରତି ଆଗ୍ରହ ରହିଛି l ବିଭିନ୍ନ ସମୟ ରେ ଜ଼ିଲ୍ଲା ର କ୍ରୀଡାବିତ ମାନେ…

କୋଇଲିସୂତାରେ ୩୧ତମ ଦୁର୍ଗା ପୂଜା ପାଳିତ

Posted by - October 13, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଇଲିସୂତା ଗ୍ରାମର “ତ୍ରିବେଣୀ ଛକ “ବସଷ୍ଟାଣ୍ଡ ମା ଦୁର୍ଗତିନାଶିନୀ ଦୁର୍ଗାଙ୍କ ପୂଜା ପାଳିତ ହୋଇଛି!ଦୀର୍ଘ ୩୧…