ଶ୍ରୀ ଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ

196 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବାଙ୍ଗରା ପଂଚାୟତ ଛନ୍ଦାମୁଣ୍ଡ ଗ୍ରାମର ତାରିଣୀ ପଡିଆରେ ସାଂସ୍କୃତିକ ଅନୁଷ୍ଠାନ ‘ଆହ୍ୱାନ’ ଓ ତାରିଣୀ ପୀଠ କମିଟି ତରଫରୁ ଶ୍ରୀ ଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଗୁରୁ ଚରଣ ଥାଟୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗ ଦେଇଥିଲେ l ସମ୍ମାନୀୟ ଅତିଥିଭାବେ ବିଂଝାରପୁର ବ୍ଲକ ଅଧ୍ୟକ୍ଷା ରଂଜିତା କୁମାରୀ ଦାସ ପ୍ରମୁଖ ଯୋଗ ଦେଇ ଓଡ଼ିଆ ଙ୍କ ପରିଚୟ ଜଗନ୍ନାଥ ସଂସ୍କୃତି ର ଅଧିକ ପ୍ରଚାର ପ୍ରସାର ହେବା ଆବଶ୍ୟକ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ଆୟୋଜକ ଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ।

Related Post

ଅମର୍ଦ୍ଦାରୋଡର ବିଭିନ୍ନ ସ୍ଥାନରେ ମହାକାର୍ତ୍ତିକ ପୂର୍ଣ୍ଣିମା ପର୍ବ ଉଦଯାପିତ

Posted by - November 19, 2021 0
ବସ୍ତା:(ପ୍ରଭାକର ମଲ୍ଲିକ) ପବିତ୍ର ମହାକର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପ୍ରତ୍ୟୁଷ ଭକ୍ତ,ଶ୍ରଦ୍ଧାଳୁ, ହବିସିଆଳୀ ମାନେ ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟର ପ୍ରତୀକ ପରମ୍ପରା ଅନୁଯାୟୀ କଦଳୀ ପତୁଆ,କାଗଜ ଓ ସୋଲ…

ଲକ୍ଷ୍ମୀ ଡୁଙ୍ଗୁରିରୁ ଧସିଲା ପଥର, ଜାତୀୟ ରାଜପଥ ରେ ଯାତାୟାତ ଠପ

Posted by - August 10, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀଡୁଙ୍ଗୁରିରୁ ପୁଣି ଧସିଲା ପଥର ।ସମ୍ବଲପୁର ସହରରେ ଲଗାଣ ବର୍ଷା ଯୋଗୁଁ…

କୃଷି ସେବା ସମବାୟ ସମିତି ରେ ଧାନ ସଂଗ୍ରହ କୁ ନେଇ ଅସନ୍ତୋଷ

Posted by - February 22, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଦର ଥାନା ବରୁହାଁ କୃଷି ସେବା ସମବାୟ ସମିତି ରେ ଧାନ ସଂଗ୍ରହ କୁ ନେଇ ଅସନ୍ତୋଷ ଦେଖାଦେଇଛି । ଏହି ସମିତିରେ…

ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ତମ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ

Posted by - January 6, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ତମ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦର ସଭାପତି ଡା…