ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

89 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)  ଯାଜପୁର ବ୍ଲକ ଶ୍ୟାମଦାସପୁର ରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଯାଜପୁର ବିଧାୟକଙ୍କ ପ୍ରତିନିଧି ଭଵ ପ୍ରସାଦ ଦାସ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ସ୍ବେଛାସେବୀ ଓ ଫାଉଣ୍ଡେସନ ର ସଦସ୍ୟ ମାନେ ଯୋଗ ଦେଇ ରକ୍ତ ଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଫାଉଣ୍ଡେସନ ର ସଚିବ ଭଵ ପ୍ରସାଦ ଦାସ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ।

Related Post

ଭୈରବୀ ଡିଗ୍ରୀ କଲେଜରେ ଭୋଟର ସଚେତନତା ଓ ସମ୍ବିଧାନ ଦିବସ ପାଳିତ

Posted by - November 27, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳରେ ଜାତୀୟ ସେବା ଯୋଜନା ଓ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ମିଳିତ ଅନୁକୁକୁଲ୍ୟରେ ଭୋଟର…

ରୋଟାରୀ କ୍ଲବ ତରଫରୁ ଜାତୀୟ ଡାକ୍ତର ଦିବସ ପାଳିତ ଓ ବୃକ୍ଷ ରୋପଣ

Posted by - July 1, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଜାତୀୟ ଡାକ୍ତର ଦିବସ ଅବସରରେ ଭଞ୍ଜନଗର ରୋଟାରୀ କ୍ଲବ ତରଫରୁ ବେଲଗୁଣ୍ଠାଠାରେ ଜାତୀୟ ହା ଡାକ୍ତର ଦିବସ ପାଳିତ ହେବ ସହିତ ବୃକ୍ଷରୋପଣ…

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ଏସି ,ଡି,ସି ବୈଠକ ଅନୁଷ୍ଠିତ

Posted by - December 20, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ର ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ମନ୍ଦିର ପରିସର ରେତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଚରଣବିଧି ଲାଗୁନ ହେବା…

କୋରେସା ବିବିଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ

Posted by - July 16, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର କୁସୁମା ରେସ୍ତୋରାଁଟ  ମାଲିକ କୋରେସା ବିବିଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। କୁସୁମା ଠାରେ ବିକାଶ ମୂଳକ ଅନେକ…

ରାଜ୍ୟ ସ୍ତରୀୟ ଜୁନିୟର ରେଡ କ୍ରସ ପରାମର୍ଶଦାତା ତାଲିମ ଶିବିର ଉଦଘାଟିତ

Posted by - March 14, 2021 0
ଯାଜପୁର ଅଫିସ :ରାଜ୍ୟ ସ୍ତରୀୟ ଜୁନିୟର ରେଡ କ୍ରସ ପରାମର୍ଶଦାତା ତାଲିମ ଶିବିର ଯାଜପୁର ଜିଲ୍ଲା ଜୁନିଅର ରେଡ କ୍ରଶ୍ ସମିତି ସହାୟତାରେ ୧୨ତାରିଖ୍ ଅପରାହ୍ନ ୪ଘଟିକା…