Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଦଳ ଛାଡି ରାଜନୀତି ରୁ ସନ୍ୟାସ ନେଲେ ବିଜେଡି ବରିଷ୍ଠ ନେତା ସିମନ୍ତ ହୋତା

41 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଳକର ଟାଣୁଆ ବିଜେଡି ନେତା ସିମନ୍ତ ହୋତା ଆଜି ବିଜେଡି ଦଳ ଛାଡିଥିବା ଘୋଷଣା କରିଛନ୍ତି । ସିମନ୍ତ କହିଛନ୍ତି ଯେ ସେ ଛାତ୍ର ଜିବନରୁ ରାଜନୀତି ସହ ଜଡିତ ହୋଇକିଥିଲେ । ସେ ନିଜର ୩୩ ବର୍ଷ ର ରାଜନୈତିକ ଜୀବନରେ ଛାତ୍ର କଂଗ୍ରେସ ର ରାଜ୍ୟ ପଦପଦବୀ ରେ ଥିବା ସହ ଧନକଉଡା ବ୍ଳକ କଂଗ୍ରେସ କମିଟିର ୮ ବର୍ଷ ଧରି ସଭାପତି ଭାବରେ କାର୍ଯ୍ଯ ମଧ୍ୟ କରିଥିଲେ । ପରେ ସେ ବିଜେଡି ଦଳରେ ଯୋଗଦାନ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଙ୍କ ଅତି ପାଖୁଆ ଲୋକ ହେବା ସହ ଜିଲ୍ଲାର ଜଣେ ବରିଷ୍ଠ ବିଜେଡି ନେତା ଭାବରେ ପରିଚିତ ସୄଷ୍ଠି କରିଥିଲେ ।

ତେବେ ବର୍ତ୍ତମାନ ରାଜନୀତି ରେ ସେ ଆଉ ଆଗକୁ ନ ରହି ଲୋକଙ୍କ ସେବା କରିବାକୁ ନିଷ୍ପତ୍ତି ନେଇ ରାଜନୀତି ରୁ ସନ୍ୟାସ ନେଇଥିବା ଏକ ସାମ୍ବାଦିକ ସମ୍ବିଳନି ରେ ସେ ସୁଚନା ଦେଇଥିଲେ । ତେବେ ଜିଲ୍ଲାରେ ବର୍ତ୍ତମାନ ବିଜେଡି ରାଜନୀତି ରେ ଗୋଷ୍ଠୀ ବିବାଦ ଚର୍ଚ୍ଚା ଲାଗି ରହିଥିବା ବେଳେ ଦଳ ଉପେକ୍ଷା ରୁ ଦଳ ଛାଡିଥିବା ଚର୍ଚ୍ଚା କୁ ସିମନ୍ତ ଖଣ୍ଡନ କରିଛନ୍ତି । ତେବେ ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଧନକଉଡା ଭଲି ଗୁରୁତ୍ୱପୂର୍ଣ୍ଣ ବ୍ଳକର ଟାଣୁଆ ନେତା ସିମନ୍ତ ହୋତାଙ୍କ ରାଜନୀତି ରୁ ଦୁରେଇ ଯିବା ବିଜେଡି ସଂଗଠନ ଉପରେ ବେଶ ପ୍ରଭାବ ପକାଇବା ଆଶା କରାଯାଉଛି ।

Related Post

ପୂର୍ବତନ ଉପ ବାଚସ୍ପତି ପ୍ରହ୍ଲାଦ ଦୋରା ଭୁବନେଶ୍ବର AIIMS ମେଡିକାଲ ରେ ଭର୍ତି

Posted by - August 26, 2021 0
ମାଥିଲି:(ଅବଦୁଲ ଗନି) ୨୫-୦୮ରିଖ ମାଲକାନଗିରି ଜିଲ୍ଲା ବରିଷ୍ଟ ଓକିଲ ତଥା ବରିଷ୍ଟ ଆଦିବାସୀ ନେତା ସହ ଦୁଇ ଦୁଇଥର ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ପ୍ରହ୍ଲାଦ ଦୋରା ଗତ…

ବୌଦ୍ଧରେ କିଶୋର ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା

Posted by - January 11, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଜିଲ୍ଲା ଯୁବ ଡ଼ୁମାଳ ବିକାଶ ପରିଷଦ ଆନୁକୂଲ୍ୟରେ କିଶୋର ମହାନ୍ତିଙ୍କ ଏକାଦଶlହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା…

ଜିଲ୍ଲା ଖାଉଟି ଅଦାଲତରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଧର୍ମଗଡ ଶାଖା ଦଣ୍ଡିତ , ସୁଧ ସହ ଟଙ୍କା ମୂଳ ଆକାଉଣ୍ଟ କୁ ଫେରାଇବାକୁ ନିର୍ଦ୍ଦେଶ

Posted by - September 18, 2022 0
ଧର୍ମଗଡ: (ହେମନ୍ତ କୁମାର ମାଝୀ) ଏକ ଋଣ ଅସୁଲି ମାମଲାର ବିଚାର କରି କଳାହାଣ୍ଡି ଜିଲ୍ଲା ଖାଉଟି ଅଦାଲତ ଧର୍ମଗଡ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ…

କରୋନାରେ ମୃତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ବୌଦ୍ଧ ଥାନା ଅଧିକାରୀଙ୍କ ସହାୟତା

Posted by - November 26, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)କରୋନା ସଂକ୍ରମଣରେ ମୃତ୍ୟୁର ଶୀକାର ହୋଇଥିବା ବୌଦ୍ଧଜିଲାର ଯୁବ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ଶୋକସନ୍ତପ୍ତ ପରିବାରକୁ ବୌଦ୍ଧଜିଲାର ଦୁଇ ମହିଳା ଅଧିକାରୀ ସାକ୍ଷାତ କରି…

କ୍ୟାପିଟାଲ ହସ୍ପିଟାଲରେ ଲାଗୁ ହେଲା ଦରବୃଦ୍ଧି, କ୍ୟାବିନ୍ ସମେତ ଏମ୍‌ସିଏଚ୍‌ କ୍ୟାବିନ୍ ଦର ବଢ଼ିଲା

Posted by - October 2, 2019 0
ଭୁବନେଶ୍ବର: ଆଜିଠାରୁ କ୍ୟାପିଟାଲ ହସ୍ପିଟାଲରେ କ୍ୟାବିନ୍ ଦରବୃଦ୍ଧି ଲାଗୁ ହୋଇଛି। କିଛି ଦିନ ପୂର୍ବରୁ ହସ୍ପିଟାଲର ସାଧାରଣ ପରିଷଦ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ହୋଇଥିଲା। ଫଳରେ…