କେନ୍ଦୁଝର,୨୩/୯କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ ଯିଆଣି ସାହିରେ ଏକ ନାବାଳିକା ର ମୃତ୍ୟୁ କେମିତି ହେଲା ତାହା ଏବେ ସନ୍ଦେହ ଘେରରେ । ସୂଚନା ଅନୁଯାୟୀ ଯିଆଣି ସାହିରେ ପ୍ରମୋଦ ବାରିକ ତାଙ୍କ ପରିବାର ସହିତ ରହନ୍ତି । ତାଙ୍କ ପରିବାରରେ ବାପା ପ୍ରମୋଦ ବାରିକ, ସାବତ ମାଆ ନିରୂପମା ବାରିକ ସହିତ ତିନିପୁଅ ଓ ଗୋଟିଏ ଝିଅ ରହନ୍ତି ଏବଂ ଝିଅ ସଂଧ୍ୟାରାଣୀ ବାରିକ(୧୬) ପଞ୍ଚସଖା ହାଇସ୍କୁଲ, ଆମୁଣି ରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଝିଅ ଅନ୍ୟ କୌଣସି ପୁଅ ସହିତ ପ୍ରେମ ସମ୍ପର୍କ ରଖିଥିବାକୁ ସନ୍ଦେହ କରି ବିଭିନ୍ନ ସମୟରେ ପରିବାର ଲୋକେ ଝିଅକୁ ବାରମ୍ବାର ଶାରିରୀକ ନିର୍ଯାତନା ଦେବା ସହିତ ଗାଲିଗୁଲଜ କରୁଥିବା ଅଭିଯୋଗ ହୋଇଛି ।
ଗତକାଲି ରାତିରେ ପରିବାର ଲୋକେ ଖାଇସାରି ଶୋଇ ଥିଲେ । ସକାଳୁ ଉଠିଲା ବେଳକୁ ଝିଅ ସନ୍ଧ୍ୟା ରାଣୀ ବାରିକ ବେକରେ ଉତରି ଦେଇ ଘର ଭିତରେ ସଙ୍ଗା ରେ ରେ ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା ଏବଂଫାଶି ଦେଇ ଥିବା ସ୍ଥାନରେ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଥିଲା କାହିଁକି ପାଦ ଦୁଇଟି ଭୂଇଁ ଉପରେ ଲାଗିଥିଲା କିନ୍ତୁ କିଛି ଜଣାପଡି ନାହିଁ ଯେ ଏହା ମର୍ଡର କରି ତାକୁ ଏମିତି ଟଙ୍ଗା ଯାଇଥିଲା ନାଁ ସେ ନିଜେ ଆତ୍ମହତ୍ୟା କରିଛି କିଛ କାରଣ ଜଣାପଡ଼ି ନାହିଁ । ଏହି ଘଟଣା ପରେ ସଦର ଥାନାରେ କେସ ନଂ ୫୩ ମାମଲା ରୁଜୁ ହୋଇଛି ତାହାକୁ କେନ୍ଦ୍ର କରି ସଦର ପୋଲିସ ଘଟଣା ସ୍ଥଳକୁ ପହଞ୍ଚିଥିଲେ ଏବଂ ଏ ବାବଦରେ ସଦର ଏସ. ଆଇ କୁ ପଚାରି ବାରୁ ଏହା ପ୍ରେମ ପାଇଁ ଏମିତି ଘଟଣା ଘଟିଛି ବୋଲି କହିଥିଲେ ।ତଦନ୍ତ ପରେ ଜଣା ପଡିବ ବୋଲି କହିଥିଲେ ସଦର ଏସ.ଆଇ ବୁଦୁନି ମିସ୍ ।
Araragi-kun thinks that his grades are on the pass line, so if he can avoid the trouble of not taking the test itself, it can be said that his campus life is confirmed. 온라인카지노
Thanks-a-mundo for the post.Really looking forward to read more. Will read on…
Hey There. I found your blog using msn. This is a very well written article.I will make sure to bookmark it and return to read more ofyour useful info. Thanks for the post. I will certainly return.
Thanks-a-mundo for the blog.Thanks Again. Awesome.
Bardzo interesujący temat, pozdrawiam za wystawienie się chusteczki do rąk dla kobiet.
donepezil hcl side effects of donepezil warnings for donepezil
Great, thanks for sharing this post. Really Great.
wow, awesome article post.Thanks Again. Will read on…
gold rx pharmacy legitimate canadian internet pharmacies
This paragraph is really a fastidious one it assists new internet users,who are wishing in favor of blogging.Here is my blog post teenager smoking
A fascinating discussion is definitely worth comment. I think that you should publish more on this topic, it may not be a taboo subject but typically people do not talk about these topics. To the next! All the best!!
I loved your blog article.Thanks Again. Want more.
Thanks for the update, how can I make is so that I receive an email every time there is a fresh post?
I am so grateful for your article.Much thanks again.
Thanks for sharing, this is a fantastic blog.Much thanks again. Want more.