ନାବାଳିକା ର ଝୁଲନ୍ତା ମୃତଦେହ ଉଦ୍ଧାର ଆତ୍ମହତ୍ୟା ସନ୍ଦେହ,

776 15

କେନ୍ଦୁଝର,୨୩/୯କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ ଯିଆଣି ସାହିରେ ଏକ ନାବାଳିକା ର ମୃତ୍ୟୁ କେମିତି ହେଲା ତାହା ଏବେ ସନ୍ଦେହ ଘେରରେ । ସୂଚନା ଅନୁଯାୟୀ ଯିଆଣି ସାହିରେ ପ୍ରମୋଦ ବାରିକ ତାଙ୍କ ପରିବାର ସହିତ ରହନ୍ତି । ତାଙ୍କ ପରିବାରରେ ବାପା ପ୍ରମୋଦ ବାରିକ, ସାବତ ମାଆ ନିରୂପମା ବାରିକ ସହିତ ତିନିପୁଅ ଓ ଗୋଟିଏ ଝିଅ ରହନ୍ତି ଏବଂ ଝିଅ ସଂଧ୍ୟାରାଣୀ ବାରିକ(୧୬) ପଞ୍ଚସଖା ହାଇସ୍କୁଲ, ଆମୁଣି ରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଝିଅ ଅନ୍ୟ କୌଣସି ପୁଅ ସହିତ ପ୍ରେମ ସମ୍ପର୍କ ରଖିଥିବାକୁ ସନ୍ଦେହ କରି ବିଭିନ୍ନ ସମୟରେ ପରିବାର ଲୋକେ ଝିଅକୁ ବାରମ୍ବାର ଶାରିରୀକ ନିର୍ଯାତନା ଦେବା ସହିତ ଗାଲିଗୁଲଜ କରୁଥିବା ଅଭିଯୋଗ ହୋଇଛି ।

ଗତକାଲି ରାତିରେ ପରିବାର ଲୋକେ ଖାଇସାରି ଶୋଇ ଥିଲେ । ସକାଳୁ ଉଠିଲା ବେଳକୁ ଝିଅ ସନ୍ଧ୍ୟା ରାଣୀ ବାରିକ ବେକରେ ଉତରି ଦେଇ ଘର ଭିତରେ ସଙ୍ଗା ରେ ରେ ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା ଏବଂଫାଶି ଦେଇ ଥିବା ସ୍ଥାନରେ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଥିଲା କାହିଁକି ପାଦ ଦୁଇଟି ଭୂଇଁ ଉପରେ ଲାଗିଥିଲା କିନ୍ତୁ କିଛି ଜଣାପଡି ନାହିଁ ଯେ ଏହା ମର୍ଡର କରି ତାକୁ ଏମିତି ଟଙ୍ଗା ଯାଇଥିଲା ନାଁ ସେ ନିଜେ ଆତ୍ମହତ୍ୟା କରିଛି କିଛ କାରଣ ଜଣାପଡ଼ି ନାହିଁ । ଏହି ଘଟଣା ପରେ ସଦର ଥାନାରେ କେସ ନଂ ୫୩ ମାମଲା ରୁଜୁ ହୋଇଛି ତାହାକୁ କେନ୍ଦ୍ର କରି ସଦର ପୋଲିସ ଘଟଣା ସ୍ଥଳକୁ ପହଞ୍ଚିଥିଲେ ଏବଂ ଏ ବାବଦରେ ସଦର ଏସ. ଆଇ କୁ ପଚାରି ବାରୁ ଏହା ପ୍ରେମ ପାଇଁ ଏମିତି ଘଟଣା ଘଟିଛି ବୋଲି କହିଥିଲେ ।ତଦନ୍ତ ପରେ ଜଣା ପଡିବ ବୋଲି କହିଥିଲେ ସଦର ଏସ.ଆଇ ବୁଦୁନି ମିସ୍ ।

Facebook Notice for EU! You need to login to view and post FB Comments!

Related Post

ସରକାରୀ ବେସରକାରୀ ସ୍ତରରେ ବେଆଇନ ଜାଲ ବିସ୍ତାର କରିଥିବା କାହ୍ନୁ ଏବେ ଫସିଲା ପୋଲିସ ଜାଲରେ

Posted by - November 12, 2020 0
ଚାନ୍ଦପୁର:ସରକାରୀ ବେସରକାରୀ ସ୍ତରରେ ବେଆଇନ ଜାଲ ବିସ୍ତାର କରିଥିବା କାହ୍ନୁ ଏବେ ଫସିଲା ପୋଲିସ ଜାଲରେ । ପୁର୍ବରୁ ନୟାଗଡ଼ ଜିଲ୍ଲାରେ ଦଲାଲ ଗିରି , ଟାଉଟରି…

ବୌଦ୍ଧ ଜିଲ୍ଲା ରେ ସେକ୍ସ ରାକେଟ ଠାବ, ଧରା ପଡିଲେ ଦେହଜୀବୀ ଓ ଗ୍ରାହକ

Posted by - August 13, 2021 0
ବୌଦ୍ଧ:( ଚିତ୍ତରଂଜନସିଂ )ବୌଦ୍ଧ ଜିଲ୍ଲା ର କଣ୍ଟାମାଳ ବ୍ଲକ ରୁଣ୍ଡି ମହୁଲ ଅଂଚଳ ରେ ସେକ୍ସ ରାକେଟ ଚlଳୁଥିବା ନେଇ ଗତକାଲି ରାତ୍ର ରେ ରାକେଟ ଠାବ…

ଗୋଟାଏ ପିସ୍ତଲ ଓ ୫ଟି ମୋବାଇଲ ଜବତ ସହିତ ୫ ଜଣ ଡକାୟତ ଗିରଫ

Posted by - July 26, 2021 0
ଖୋର୍ଦ୍ଧା:(ଶୁଭଲକ୍ଷ୍ମୀ ସାମନ୍ତରା)ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସକୁ ଦୀର୍ଘଦିନ ପରେ ମିଳିଛି ବଡ ସଫଳତା । ଏକ ବଡ଼ ଡକାୟତ ଗ୍ୟାଙ୍ଗର ପର୍ଦାଫାଶ କରିବାରେ ପୋଲିସ ସଫଳ ହୋଇଛି…

There are 15 comments

  1. Araragi-kun thinks that his grades are on the pass line, so if he can avoid the trouble of not taking the test itself, it can be said that his campus life is confirmed. 온라인카지노

Leave a comment

Your email address will not be published.