ସମ୍ବଲପୁରରେ ପାଳିତ ହେଲା ଇଦ୍ ଉଜ୍ ଜୁହା ପର୍ବ

48 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ଆଜି ହେଉଛି ମୁସଲମାନ ସଂପ୍ରଦାୟର ପବିତ୍ର ଇଦ୍ ଉଜ୍ ଜୁହା ପର୍ବ । ଏହି ପର୍ବ ହେଉଛି ତ୍ୟାଗ ବଳିଦାନ ର ମହାପର୍ବ । ତେବେ ୨ ବର୍ଷ ପରେ ଚଳିତ ବର୍ଷ ବଡ ଧୁମଧାମରେ ସହରର ରହୁଥିବା ମୁସଲିମ ସଂପ୍ରଦାୟର ଲୋକ ପାଳନ କରିଥିଲେ । ସମ୍ବଲପୁର ସହର ଠାରେ ଇଦ୍ ଉଜ୍ ଜୁହା ପର୍ବ ଅବସର ରେ ସହରର ସାକ୍ଷିପଡା ସ୍ଥିତ ଇଦଗାହା ଠାରେ ସମସ୍ତେ ସାମୁହିକ ଭାବରେ ନମାଜ ପାଠ କରିଥିଲେ। ଏଥି ସହିତ ଲୋକେ ନିଜ ନିଜ ଅଞ୍ଚଳରେ ଥିବା ମସଜିଦ ଗୁଡିକ ରେ ଇଦ୍ ଉଜ୍ ଜୁହା ବା ବକରିଦ ର ପାଇଁ ନମାଜ ପାଠ କରି ଆଲ୍ଲାଙ୍କ ଠାରେ ସ୍ୱତନ୍ତ୍ର ପ୍ରାର୍ଥନା କରିଥିଲେ ।

 

Related Post

ଶୁଣ୍ଢିମୁଣ୍ଡା ସ୍କୁଲ ଭିତରେ ଅଜଣା ଯୁବତୀ ଙ୍କ ମୃତଦେହ ଉଦ୍ଧାର

Posted by - December 10, 2021 0
ବଙ୍ଗୋମୁଣ୍ଡା:(ବ୍ୟୁରୋ)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧକେଲା ଥାନା ଗନ୍ଧର୍ଲାପଞ୍ଚାୟତ ଶୁଣ୍ଢିମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପରିତ୍ୟକ୍ତ ଶ୍ରେଣୀକୋଠରି ପରିସରମଧ୍ୟ ରେ  ଅଜଣାକୌଣସି ଜୀବରଙ୍କ ମୃତ ଦେହରୁ ଦୁର୍ଗନ୍ଧ…

ଢୁଲୁଘାଟି ରେ ଘାଇ ଜୟପାଟଣା ନବରଙ୍ଗପୁର ଯୋଗାଯୋଗ ବିଚ୍ଛିନ୍ନ

Posted by - July 14, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲା କୁ ସଂଯୋଗ କରୁଥିବା ଜୟପାଟଣା ନବରଙ୍ଗପୁର ଢୁଲୁଘାଟି ରାସ୍ତା ରେ ଘାଇ ସୃଷ୍ଟି…

ମୁନିଗୁଡା ବ୍ଲକ ର ବିଭିନ୍ନ ସ୍ଥାନରେ ୭୬ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

Posted by - August 18, 2022 0
ମୁନିଗୁଡା:(ରମାକାନ୍ତ ପଡାଲ) ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ର ବିଭିନ୍ନ ସ୍ଥାନରେ 76ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରାଗଲା l ଆମ୍ଳାଭଟ୍ଟା ପଞ୍ଚାୟତ ର ସାମନ୍ତ…

ନୃତ୍ୟ ଶିକ୍ଷକ ଏବଂ ଅନୁଷ୍ଠାନର ମାଲିକ ମାନଙ୍କର ଏକ ବୈଠକ

Posted by - January 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଗାୟତ୍ରୀ ମଣ୍ଡପ ପରିସରରେ ଜିଲାର ନୃତ୍ୟ ଶିକ୍ଷକ ଏବଂ ଅନୁଷ୍ଠାନର ମାଲିକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ସାଂସଦ ଅଂଚଳ ଦାସ, ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ ଏବଂ ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳିକ ଯୋଗ ଦେଇ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହିତ ଛାତ୍ର ଛାତ୍ରୀ ମାନଙ୍କର କଳାର ବିକାଶ ପାଇଁ ନୃତ୍ୟୁ ଗୁରୁ ମାନଙ୍କର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ । ଏହି ଅବସରରେ ମା ବିରଜା ନୃତ୍ୟ ଗୋଷ୍ଠୀ ମାଲିକ ଓ ଶିକ୍ଷକ ସଂଘ ଗଠନ କରାଯାଇଥିଲା,ଏହାର ସଭାପତି ଭାବେ ଦୀପକ ନାୟକ ଏବଂ ସଂପାଦକ ଚନ୍ଦନ କୁମାର ସାହୁ ମନୋନୀତ ହୋଇଥିଲେ । ଏହି ବୈଠକରେ ଜିଲାର ୫୦ରୁ ଉର୍ଦ୍ଧ ନୃତ୍ୟ ଶିକ୍ଷକ ଓ ମାଲିକ ଯୋଗ ଦେଇଥିଲେ ।

ଟ୍ରାକ୍ଟର ଦୁର୍ଘଟଣା ରେ ଜଣେ ମୃତ, ଜଣେ ଗୁରୁତର

Posted by - November 1, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା ଜୟପାଟଣା ରୁ ନବରଙ୍ଗପୁର ଜିଲ୍ଲା କୁ ସଂଯୋଗ କରୁଥିବା ଢୁଲୁଘାଟି ରାସ୍ତା ରେ ଏକ ଟ୍ରାକଟର ଦୁର୍ଘଟଣା ରେ ଡ୍ରାଇଭର ର…