JSW -BPSL ପ୍ରେସମିଟ

69 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସ୍ବାଧୀନତାର ୭୫ବର୍ଷ ପାଳନ ଉପଲକ୍ଷେ JSW -BPSL ପକ୍ଷରୁ ଆସନ୍ତା ୧୦ ତାରିଖରେ ସମ୍ବଲପୁର ସହରରେ ଏକ walk – A- Thon କାର୍ଯ୍ୟକ୍ରମ କରାଯିବ । ୧୫ ବର୍ଷ ରୁ ଅଧିକ ପୁରୁଷ ଓ ମହିଳା ବର୍ଗ ଏଥିରେ ସାମିଲ ହେବେ । ସ୍ଥାନୀୟ କମିଶନର କଲୋନୀ ପଡିଆରୁ ଏହି walk-a-thon ଆରମ୍ଭ ହୋଇ ପ୍ରାୟ ୦୬ କିଲୋମିଟର ରାସ୍ତା ଅତିକ୍ରମ କରିବ । ଆନ୍ତର୍ଜାତୀୟ ହକି ଖେଳାଳୀ ନିଳିମା ମିଞ୍ଜ ଏହି କାର୍ଯ୍ୟକ୍ରମ ରେ ସାମିଲ ହେବେ । ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଛନ୍ତି କମ୍ପାନୀ କର୍ତୃପକ୍ଷ l

Related Post

କୂପ ଭିତରୁ ଷଣ୍ଡ ଉଦ୍ଧାର……

Posted by - April 19, 2022 0
ହରଭଙ୍ଗା : (ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ତିଲେଶ୍ୱର ଠାରେ ଏକ କୂଅ ଭିତରୁ ଏକ ଷଣ୍ଢ କୁଅଗ୍ନିଶମ ବାହିନୀ ଉଦ୍ଧାର…

ଶୁଶ୍ରୁତ ଚିକିତ୍ସାଳୟର ବାର୍ଷିକ ଉତ୍ସବ

Posted by - December 2, 2021 0
ଭୁବନେଶ୍ୱର: ୧ା୧୨ : ଫରେଷ୍ଟ ପାର୍କସ୍ଥିତ ଶୁଶ୍ରୁତ ଚିକିତ୍ସାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଶ୍ରୀଜଗନ୍ନାଥ ମନ୍ଦିରର…

ଧରାପଡିଲା ମହିଳାଙ୍କୁ ଧକା ଦେଇ ଚମ୍ପଟ ମାରୁଥିବା ନିଶାଗ୍ରସ୍ତ ଡ୍ରାଏଭର

Posted by - July 12, 2021 0
ମାଥିଲି:(ଅବଦୁଲ ଗନି)ମହିଳାଙ୍କୁ ଧକା ଦେଇ ଚମ୍ପଟ ମାରୁଥିବା ନିଶାଗ୍ରସ୍ତ ଡ୍ରାଏଭର ଓ ଗାଡିକୁ ପୋଲିସ ଙ୍କୁ ହସ୍ତାନ୍ତର କଲେ ସମାଜ ସେବୀ । ମାଲକାନଗିରି ବାଲିମେଳା ରାସ୍ତା…

ଘୁମୁସରର ସ୍ବାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ନାମରେ ଡାକ ଟିକଟ ପ୍ରଚଳନ

Posted by - September 28, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା ) ବହୁତ ଦିନର ଦାବି ପରେ କେନ୍ଦ୍ର ସରକାରଙ୍କ ଭାରତୀୟ ଡାକ ସେବା ତରଫରୁ ଘୁମୁସରର ସ୍ବାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ…

ଅନଗୁଳ ଠାରେ ଜାତିୟ ଭିନ୍ନକ୍ଷମ ଦିବସ ଅନୁଷ୍ଠିତ

Posted by - December 3, 2019 0
ଅନଗୁଳ ଜିଲ୍ଲା ଗ୍ରାମ୍ୟ ଉର୍ନ୍ନୟନ ସମିଳନୀ କକ୍ଷ ଠାରେ ଜାତିୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି .ଉକ୍ତ ଦିବସରେ ଜିଲ୍ଲାପାଳ ମନୋଜ ମହାନ୍ତି ମୁଖ୍ୟ ଅତିଥି ଭାବରେ…