Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ନବରଙ୍ଗପୁର ସହର ର ବିଭିନ୍ନ ସ୍କୁଲ ମାନଙ୍କରେ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

117 0

ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବରଙ୍ଗପୁର ର ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସୁରକ୍ଷା ସପ୍ତାହ ଦିବସ ପାଳନ କରାଯାଇଛି ! ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରିୟା ନାୟକ ଯୋଗଦେଇ ସ୍କୁଲ ଛାତ୍ର, ଛାତ୍ରୀ ମାନଙ୍କୁ ଖରା, ବର୍ଷା, ବନ୍ୟା, ବାତ୍ୟା, ଅଗ୍ନି ରୁ କିପରି ନିଜକୁ ସୁରକ୍ଷା ଦେବା ଏବଂ ଅନ୍ୟ ମାନଙ୍କୁ ମଧ୍ୟ୍ୟ ଏହି ସବୁଠାରୁ ସୁରକ୍ଷା ଦେବା ବୁଜେଇଥିଲେ ! ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ସମସ୍ତ ଶିକ୍ଷକ,ଶିକ୍ଷୟୀତ୍ର ଉପସ୍ଥିତ ରହିଥିଲେ ! ଠିକ ସେହିପରି ନବରଙ୍ଗପୁର ଏକ୍ସ ବୋର୍ଡ ସ୍କୁଲ ରେ ମଧ୍ୟ୍ୟ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା !

ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଇଓ ସୁପ୍ରିୟା ନାୟକ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ନିଜର ସୁରକ୍ଷା କିପରି କରିବେ ଏବଂ ଅନ୍ୟ ମାନଙ୍କୁ କିପରି ସୁରକ୍ଷା ଯୋଗାଇବେ ଓ ସଚେତନତା କୋରାଇବେ ସେ ସମ୍ପର୍କ ରେ କହିଥିଲେ ! ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ପ୍ରଧାନ ଶିକୟତ୍ରୀ ଉଷାରାଣି ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ ! ପରେ ସ୍କୁଲ ଛାତ୍ରୀ ମାନେ ଯେକୌଣସି ଅଘଟନ ରୁ ନିଜକୁ କିପରି ସୁରକ୍ଷା ଦେବେ ଡେମ କରି ଦେଖାଇଥିଲେ !

 

Related Post

୫୭ନଂ ଜାତୀୟ ରାଜପଥ ବଡ଼ବନ୍ଧ ଠାରେ ସ୍କୁଟି ଓ଼ ଦୁଇ ମଟର ସାଇକେଲ ଧକ୍କା

Posted by - February 5, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବଡ଼ବନ୍ଧ ଛକ ଠାରେ ଶୁକ୍ରବାର ଦିନ ୧୨.୪୫ ସମୟରେ ସ୍କୁଟି ଓ ବାଇକ ଧକ୍କା ଜଣକର…

ବିଦ୍ୟୁତ ଆଘାତ ରେ 5ବର୍ଷ ର ଶିଶୁପୁତ୍ର ମୃତ

Posted by - October 5, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ର କଙ୍କଲl ଗ୍ରାମରେ ବିଦ୍ୟୁତ ଆଘାତରେ 5ବର୍ଷ ଶିଶୁପୁତ୍ର ମୃତ ହୋଇଥିବାର ଜଣାପଡିଛି!ସୂଚନା ମତେ କଙ୍କଲା ଗ୍ରାମର ଅରୁଣ…

ନନ୍ଦନକାନନରେ ପଯ୍ୟଟକଙ୍କୁ ଆକ୍ରମଣ ଘଟଣା

Posted by - May 24, 2022 0
ଭୁବନେଶ୍ବର: (ସନ୍ତୋଷ କୁମାର ରାଉତ) ନନ୍ଦନକାନନରେ ପଯ୍ୟଟକଙ୍କୁ ମାରାଣନ୍ତକ ଆକ୍ରମଣ। ପ୍ରକାଶ ଯେ ରବିବାର ଦିନ ଛତିଶଗଡ଼ ରାୟପୂରରୁ ୨୬ ଜଣ ପଯ୍ୟଟକ ବୁଲିବା ପାଇଁ ନନ୍ଦନକାନନ…

କହ୍ନା ପକ୍ଷରୁ ସ୍କର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ

Posted by - May 11, 2022 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ): କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ (କହ୍ନା) ର ପୂର୍ବତନ ସଭାପତି ଦୁର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ କଣ୍ଟାମାଳ ସାମ୍ବାଦିକ ଭବନ…

କୋଇଲିସୂତା ମହିମା ଆଶ୍ରମରେ କାର୍ତ୍ତିକ ଚତୁର୍ଦ୍ଧଶୀ ଅବସରରେ ଅଖଣ୍ଡ ମହାମନ୍ତ୍ର ଯଜ୍ଞ ଅନୁଷ୍ଠିତ

Posted by - November 19, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)କାର୍ତ୍ତିକ ମାସ କୁ ପୁଣ୍ୟ ମାସ ବୋଲି ଓଡିଶା ର ପୁର ପଲ୍ଲୀ, ସହର ବଜାର,ମନ୍ଦିର, ମଠ ସବୁଠି ପାଳିତ ହେବା ସହିତ ସବୁଠି…