ସମାଜସେବୀ ଶ୍ରୀ ଚକ୍ରଧର ସାହୁ ରଥ କାରିଗର ମାନଙ୍କୁ ସମ୍ମାନିତ କରିଛନ୍ତି

44 0

ନବରଙ୍ଗପୁର ର ସମାଜ ସେବୀ ଶ୍ରୀ ଚକ୍ରଧର ସାହୁ ନବରଙ୍ଗପୁର ରଥ କାରିଗର ମାନଙ୍କୁ ପୁଲତଡା, ରେଇନ କଟ, ଛତା,ମିଠା ଦେଇ ସମ୍ମାନିତ କରିଛନ୍ତି ! ରଥ କାରିଗର ଦୀର୍ଘ ୪୭ ବର୍ଷ ହେବ ରଥ କାର୍ଯ୍ୟରେ ନିୟଜିତ ରହି ରଥ ନିର୍ମାଣ କରୁଛନ୍ତି ! ଆଜି ସମାଜସେବୀ ଶ୍ରୀ ଚକ୍ରଧର ସାହୁ ରଥ କାରିଗର ମାନଙ୍କୁ ସମ୍ମାନିତ କରିଛନ୍ତି !

Related Post

ଅତିରିକ୍ତ ଗୋଦାମ ଗୃହ ଉଦଘାଟନ.. ବହୁଦିନର ଦାବୀ ପୂରଣ ହେଲା :ଜିଲ୍ଲାପାଳ

Posted by - May 20, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ଅନ୍ତର୍ଗତ ସଂକୁଲୋଇ ପଂଚାୟତର ବୁଲୁରା ଗ୍ରାମରେ ଆଜି ଅତିରିକ୍ତ ଗୋଦାମ ଗୃହ ଉଦଘାଟିତ ହୋଇଯାଇଛି।ପ୍ରକାଶ ଥାଉକି ସଂକୁଲୋଇ ପଂଚାୟତ ୧୩ଟି…

କୋରୋନା ମୁକାବିଲା ପାଇଁ ହିତାଧିକାରୀ ମାନଙ୍କୁ ଆଗୁଆ ୩ ମାସର ରେସନ ସାମଗ୍ରୀ ବଂଟନ

Posted by - April 2, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ମୁକାବିଲା ପାଇଁ ରାଜ୍ୟସରକାର ହିତାଧିକାରୀ ମାନଙ୍କୁ ଆଗୁଆ ରେସନ ସାମଗ୍ରୀ ବଂଟନ କରିବାକୁ ଘୋଷଣା କରିଥିଲେ । ଏହି କ୍ରମରେ ଆଜି…

ପୁଣି ଅଲୋଡା ହେଲା ଶିଶୁକନ୍ୟା

Posted by - December 16, 2019 0
ମୟୁରଭଞ୍ଜ:ପୁଣି ଅଲୋଡା ହେଲା ଶିଶୁକନ୍ୟା । ଏପରି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ। ଆଜି ଅପରାହ୍ନରେ…

ହୃଦଘାତ ରେ ଚାଷୀ ଙ୍କ ମୃତ୍ୟୁ

Posted by - November 19, 2021 0
ବସ୍ତା:(ପ୍ରଭାକର ମଲ୍ଲିକ)ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବେଲା ଗ୍ରାମ ର ଚାଷୀ ପଦାରବିନ୍ଦ ସାହୁ (୬୩) ଗୁରୁବାର ହୃଦଘାତ ରେ ପ୍ରାଣ ହରାଇଛନ୍ତି l ସବୁଦିନ…