ଗାଁ କୁ ରାସ୍ତା ଓ ମାଁ କୁ ସମ୍ମାନ” ଶୁଣିବାକୁ ସୁନ୍ଦର ,କିନ୍ତୁ ବାସ୍ତବିକରେ ବିଫଳ

382 0

ରାୟଗଡା:(ଅଞ୍ଜନ କୁମାର ନାଏକ) ପ୍ରତି ପାଞ୍ଚ ବର୍ଷରେ ସରକାର ବଦଳିଯାଏ, ବିଧାୟକ ବଦଳିଯାଏ, ସରପଞ୍ଚ ବଦଳିଯାଏ ଓ ସରକାରୀ ବାବୁ ମାନେ ମଧ୍ୟ ବଦଳି ଯାଆନ୍ତି |କିନ୍ତୁ ସ୍ୱାଧୀନତାର ୭୫ବର୍ଷ ବିତିଗଲେ ମଧ୍ୟ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସିନ୍ଦୁର ଘାଟି ପଞ୍ଚାୟତ ଅନ୍ତର୍ଗତ ସରମବାଇ ଗ୍ରାମର ଗୌଡ଼ ସାହି କୁ ଯିବାକୁ ହେଲେ ପକ୍କା ସଡ଼କଟିଏ ନାହିଁ |ଉକ୍ତ ସାହି କୁ ଯିବାକୁହେଲେ ଏକ ଛୋଟ ନଦୀ ସହ ନାଳ ମଧ୍ୟ ଦେଇ ଯିବାକୁ ପଡେ |କୋମଳମତି ଛାତ୍ର ଛାତ୍ରୀ ମାନେ ମଧ୍ୟ ନିଜେ ଜୀବନକୁ ବାଜି ଲଗାଇ ନଦୀ ଓ ନାଳ ପାର ହେବାକୁ ପଡୁଛି |କେତେବେଳ ଯେ ବଡ଼ ଅଘଟଣ ହେବ କେହି କହିପାରିବେ ନାହିଁ  |ସେ ରୋଗୀ ହେଉ ବା ଗର୍ଭବତୀ ମାଁ ମାନଙ୍କୁ ମଧ୍ୟ ଉକ୍ତ ସାହି ରୁ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ଆଣିବାକୁ ପଡିଥାଏ |

ଅନେକ ବର୍ଷ ଧରି ଏହି ନଦୀ ଓ ନାଳ ବର୍ଷା ଦିନେ ବଢି ପାଣିରେ ଅଧିକ ସଙ୍କଟ ପୂର୍ଣ ହେଇଥାଏ,ଯଦ୍ୱାରା ବିଦ୍ୟାଳୟ କୁ ଯାଉଥିବା ପିଲାଏ ଏବଂ ଗ୍ରାମବାସୀଙ୍କୁ ବିପଦ ର ସାମ୍ନା କରିବାକୁ ପଡୁଛି ।ସରକାର ତ ବାରମ୍ବାର ଡିଣ୍ଡିମ ପିଟୁଛନ୍ତି ଗାଁ କୁ ରାସ୍ତା ମାଁ କୁ ସମ୍ମାନ କିନ୍ତୁ କାଶୀପୁର ଏକ ଦୁର୍ଗମ ଅଞ୍ଚଳ ହୋଇଥିବାବେଳେ ଏଠି କିପରି ସରକାରଙ୍କ ଜୋଜନା କାର୍ଯ୍ୟକାରୀ ହେଉଛି ବାସ୍ତବରେ ଏହି ଚିତ୍ର ଦେଖିଲେ ଜାଣିପାରୁଥିବେ |ଗୌଡ଼ ସାହିରେ୪୦ରୁ ଉର୍ଦ୍ଧ ପରିବାର ବାସ କରୁଥିବା ବେଳେ ପ୍ରଶାସନ ପାଖରେ ଗୁହାରି କରୁଥିବାବେଳେ କେହି ଶୁଣୁନଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି | ତେବେ ଦେଖିବାର ଅଛି ଏହି ଖବର ପ୍ରଶାରଣ ପରେ ସରକାରଙ୍କ କେବେ ନିଦ ଭାଙ୍ଗୁଛି |

ଏଠାରେ ଭିଡିଓ ଦେଖନ୍ତୁ………

 

Related Post

ଖୁବ୍ ଶିଘ୍ର ଦୁବାଇରୁ ଭୁବନେଶ୍ଵର ଉଡିବ ସିଧାସଳଖ ବିମାନ : ବିଦେଶରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

Posted by - July 1, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବିଦେଶରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ବଡ ଘୋଷଣା l ଖୁବ୍ ଶିଘ୍ର ଦୁବାଇରୁ ଭୁବନେଶ୍ଵର କୁ ସିଧାସଳଖ…

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ଉପରେ ହାଇକୋର୍ଟ ଙ୍କ ନିର୍ଦ୍ଦେଶ, ବିଜ୍ଞପ୍ତି ପ୍ରତ୍ୟାହାର କରିବେ ରାଜ୍ୟ ସରକାର

Posted by - December 23, 2021 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଥିବା…

ସମ୍ବଲପୁର ଠାରେ” ରକ୍ଷକ” ତାଲିମ କାର୍ଯ୍ୟକ୍ରମ

Posted by - November 26, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ରେ ଆରମ୍ଭ ହୋଇଛି ରକ୍ଷକ କାର୍ଯ୍ୟକ୍ରମ।ତାଲିମ ନେଉଛନ୍ତି ରେସପଣ୍ଡର ।ତାଲିମ ଦେଉଛନ୍ତି ତାଲିମପ୍ରାପ୍ତ ପ୍ରଶିକ୍ଷକ। ଦୁର୍ଘଟଣା ହେଲେ କିଭଳି ଭାବରେ ସମସ୍ତ ଦୁର୍ଘଟଣା ଗ୍ରସ୍ତ…

ପାଞ୍ଚଦଫା ଦାବିରେ ସମବାୟ ସମିତି ଓ ଲ୍ୟାମ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ କଳାବ୍ୟାଚ ପରିଧାନ ସହିତ ଧାରଣା

Posted by - November 21, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଓଡିଶା ସରକାରଙ୍କ ପତ୍ର ସଂଖ୍ୟା ୧୪୩୯୩ ତା,୩୦/୯/୨୦୨୧ ରିଖ ମୁଖ୍ୟ କାର୍ଯ୍ୟ ନିର୍ବାହୀ ନିଯୁକ୍ତି ପ୍ରସ୍ତାବ ରଦ୍ଧ କରିବା, ଓଡ଼ିଶାର ୨୭୦୮ ପ୍ରାଥମିକ ସମବାୟ…

ବାଲ୍ୟ ବିବାହ ଆଇନ ସଂପର୍କରେ ଏକ କର୍ମଶାଳା

Posted by - December 5, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ଆଇନ ସଂପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲା ଶିଶୁ ସୁରକ୍ଷା ୟୁନିଟ୍…