ଚଳିତ ଖରିଫ୍ ଚାଷ ପାଇଁ ଇନ୍ଦ୍ରାବତୀ ପ୍ରକଲ୍ପରୁ ଛଡାଗଲା ପାଣି : ଜଳସେଚିତ ହେବ ସାତଟି ବ୍ଲକ୍ ର ୧ ଲକ୍ଷ ୧୨ ହଜାର ହେକ୍ଟର ଚାଷ ଜମି

85 0

ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଚଳିତ ବର୍ଷ ର ଖରିଫ୍ ଚାଷ ପାଇଁ କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଲ୍ପ ରୁ ପ୍ରଥମ ପାଣି ଛଡା ଯାଇଥିବା ସୁଚନା ମିଲିଛି l ମଙ୍ଗଲପୁର ବ୍ୟାରେଜ ର ବାମ କେନାଲ ଜରିଆରେ ୫ କ୍ୟୁସେକ୍ ପାଣି ଓ ଦକ୍ଷିଣ କେନାଲ ରେ ୭ କ୍ୟୁସେକ୍ ପାଣି ଛଡା ଯାଇଛି l ଏଥିରେ କଳାହାଣ୍ଡି ଜିଲ୍ଲାର ୭ ଟି ବ୍ଲକର ୧ ଲକ୍ଷ ୧୨ ହଜାର ୮୬୬ ହେକ୍ଟର ଜମିରେ ଜଳ ସେଚନ ର ସୁବିଧା ହୋଇପାରିବ l ତେବେ,ଜଳ ସେଚନ ପାଇଁ ଆସନ୍ତା ଜୁଲାଇ ମାସ ୧୦ ତାରିଖ ଦିନ ମେଗା ଲିଫ୍ଟ କେନାଲରେ ପାଣି ଛଡା ଯିବ ବୋଲି ମୁଖ୍ୟ ନିର୍ମାଣ ଜନ୍ତ୍ରି ଅନିଲ ପାଣିଗ୍ରାହି ସୁଚନା ଦେଇଛନ୍ତି l

Related Post

ଶେଷ ଦିବସରେ ହରଭଙ୍ଗା ବ୍ଲକରେ ୩୨୨ଟି ନାମାଙ୍କନପତ୍ର ଦାଖଲ

Posted by - January 21, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଈଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସରେ ୩୨୨ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ବ୍ଲକ କାର୍ଯ୍ୟାଳୟ…

ପୋଲିସର ବନ୍ଧୁକ ଚାଳନା ପ୍ରଶିକ୍ଷଣ ସମୟରେ ଗୁଳି ବାଜି ଜଣେ ମହିଳା ଆହତ

Posted by - May 11, 2020 0
ଅନୁଗୋଳ:(ମହେଶ ଭୋମରାଜ)ପୋଲିସର ବନ୍ଧୁକ ଚାଳନା ପ୍ରଶିକ୍ଷଣ ସମୟରେ ଗୁଳି ବାଜି ଜଣେ ମହିଳା ଆହତ ହୋଇଛନ୍ତି । ମହିଳା ଜଣଙ୍କ ହେଲେ ଶରଧାପୁର ଗାଁର ପୁଷ୍ପଳତା ନାଏକ…

ଲାଞ୍ଚ ନେବା ଅଭିଯୋଗରେ CDPO ଗିରଫ

Posted by - October 25, 2021 0
ଜୈନିକ ବ୍ୟକ୍ତିଙ୍କ ସ୍ତ୍ରୀ ଙ୍କୁ ଅଙ୍ଗନବାଡି କର୍ମୀ ଚାକିରି କରାଇଦେବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଥୁଆମୂଳ ରାମପୁର ଶିଶୁ ବିକାଶ ପ୍ରକଳ୍ପ…

ବଣିକ ସଂଘ ପକ୍ଷରୁ ଆମାଜୋନ ବିରୋଧ ରେ ବିକ୍ଷୋଭ ପଦର୍ଶନ ଓ ଦାବିପତ୍ର ପ୍ରଦାନ

Posted by - November 25, 2021 0
ବଙ୍ଗୋମୁଣ୍ଡା, ତା୨୪/୧୧(ଅଭିମନ୍ୟୁ ବହିଦାର)  – ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାବ୍ଲକଅନ୍ତର୍ଗତସିନ୍ଧେକେଲା ସୋସିଏଲ ମାର୍କେଟ କମ୍ପାନି ଆମାଜୋନ୍ ବିରୁଦ୍ଧରେ ସାରା ଭାରତରେ ବ୍ୟବସାୟୀ ମାନଙ୍କ ତରଫରୁ ବିରୋଧ ପ୍ରଦର୍ଶନ କରାଯାଇଛି…

ବିରୁପା ନଦୀକୁ ଗାଧେଇବାକୁ ଯାଇ ବିଏସଏଫ ଯବାନଙ୍କର ମୃତ୍ୟୁ

Posted by - June 8, 2020 35
ଯାଜପୁର/ବରୀ:ବରୀ ଧାରପୁର ପଞ୍ଚାୟତର ପାଟଣା ଗ୍ରାମର BSF ଯବାନ ଭାବେ କାର୍ଯ୍ୟରତ ବିକାଶ ପଣ୍ଡାଙ୍କ(୩୬) ଅକାଳ ବିୟୋଗ ହୋଇଛି। ସେ ବଡଚଣା ବ୍ଲକର ତାଳୁଆ ବାଲିକୁଦା ନଦୀରେ…