Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

୨୦୨୨ ଫେମିନା ମିସ୍ ଇଣ୍ଡିଆ ହେଲେ କର୍ଣାଟକ ସୁନ୍ଦରୀ ସିନି ସେଟ୍ଟୀ

138 0

ଭୁବନେଶ୍ଵର ବ୍ଯୁରୋ :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମୁମ୍ବାଇର ଜିଓ ୱାର୍ଲଡ କନଭେନସନ ସେଣ୍ଟର ରେ ଅନୁଷ୍ଠିତ ଫେମିନା ମିସ୍ ଇଣ୍ଡିଆ ୨୦୨୨ ର ଗ୍ରାଣ୍ଡ୍ ଫିନାଲେ ପ୍ରତିଯୋଗିତାରେ କର୍ଣାଟକ ର ସୁନ୍ଦରୀ ସିନି ସେଟ୍ଟୀ ବିଜେତା ହେବା ସହ ମିସ୍ ଇଣ୍ଡିଆ ୨୦୨୨ ମୁକୁଟ ପିନ୍ଧିଛନ୍ତି l ଏହି ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ୩୧ ଜଣ ପ୍ରତିଯୋଗି ଙ୍କୁ ପଛରେ ପକାଇ କର୍ଣାଟକର ଝିଅ ସିନି ଏହି ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି l

ଅନ୍ୟପକ୍ଷରେ ରାଜସ୍ଥାନର ରୁବଲ ଶେଖାୱତ ମିସ୍ ଇଣ୍ଡିଆ ୨୦୨୨ ର ପ୍ରଥମ ରନର୍ସ ଅପ୍ ଓ ଉତ୍ତରପ୍ରଦେଶ ର ସିନାତା ଚୌହାନ ଦ୍ଵିତିୟ ରନର୍ସ୍ ଅପ୍ ହୋଇଛନ୍ତି l ଏହି ମିସ୍ ଇଣ୍ଡିଆ ପ୍ରତିଯୋଗିତା ରେ ଜଜ୍ ଭାବେ ମଲାଇକା ଆରୋରା ,ନେହା ଧୁପିଆ ,ଦିନୋ ମୋରିଆ ,ରାହୁଲ ଖାନ୍ନା ,ରୋହିତ ଗାନ୍ଧୀ ତଥା ଭାରତିୟ ମହିଳା କ୍ରିକେଟ ଦଳ ର ପୁର୍ବତନ କ୍ୟାପଟେନ୍ ମିତାଲି ରାଜ୍ ପ୍ରମୁଖ ଉପସ୍ଥିତ ଥିଲେ l

Related Post

ରାଷ୍ଟ୍ରପତି ନିର୍ବାଚନ, ଆଂଚଳିକ ଦଳ ନେବେ ନିର୍ଣ୍ଣାୟକ ଭୂମିକା

Posted by - May 28, 2022 0
ଭୁବନେଶ୍ବର(ବ୍ଯୁରୋ) :ଆଗାମୀ ଜୁଲାଇ ୨୫ ତାରିଖ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି। ନୂତନ ରାଷ୍ଟ୍ରପତି ନିର୍ବାଚନ କୁ ନେଇ ଦିଲ୍ଲୀ…

ନିଖୋଜ ବିମାନ ଏଏନ-୩୨ରେ ଥିବା ୧୩ ଜଣ ସଦସ୍ୟଙ୍କୁ ମୃତ ଘୋଷଣା କଲା ବାୟୁସେନା

Posted by - June 13, 2019 0
ଜୋରହାଟ ୧୩/୬ : ବାୟୁସେନାର ସର୍ଚ୍ଚ ଟିମ ଆଜି ସକାଳେ AN-୩୨ ବିମାନ ଧ୍ବଂସ ସ୍ଥଳୀରେ ପହଞ୍ଚିଥିଲା । କେହି ମଧ୍ୟ ତାଙ୍କୁ ଜୀବିତ ମିଳିନଥିଲେ ।…

ଦିଲ୍ଲୀ ରେ ମଦର ହୋମ୍‌ ଡେଲିଭରି ଆରମ୍ଭ ,ଓଡିଶା ରେ ମଧ୍ୟ ଯୋଜନା

Posted by - May 21, 2020 76
ନୂଆଦିଲ୍ଲୀ /ଭୁବନେଶ୍ବର : ଓଡ଼ିଶାରେ ଲକଡାଉନ ସମୟରେ ମଦ ହୋମ ଡେଲିଭରି କରିବାକୁ ଯୋଜନା କରାଯାଉଛି। ଅବକାରୀ ବିଭାଗ ଏନେଇ ଯୋଜନା କରୁଥିବାବେଳେ ଚଳିତ ସପ୍ତାହରେ ଏ…

ଗିରଫ ହେଲେ ଚିଦାମ୍ବରମ,ସଦଳବଳେ ଆସି ଘରୁ ଉଠାଇ ନେଲା ସିବିଆଇ

Posted by - August 21, 2019 0
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍‌ଙ୍କୁ ସିବିଆଇ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଗିରଫ କରିଛି। ଏହି ଗିରଫ ସହିତ ଦୁଇ ଦିନ…

ଦେଶର ସର୍ବବୃହତ୍ତ ଅଶୋକ ଚକ୍ର

Posted by - January 4, 2019 114
ହରିୟାଣାର ଯମୁନାନଗର ଜିଲ୍ଲାର ଗ୍ରାମ ଟୋପରା କଲାନ୍‌ରେ ଜାନୁଆରି ୫ ତାରିଖରେ ଦେଶର ସର୍ବବୃହତ୍ତ ଅଶୋକ ଚକ୍ର ଉଦ୍‌ଘାଟନ ହେବାକୁ ଯାଉଛି। ଏହି ଅଶୋକ ଚକ୍ରର ଓଜନ…