ଦୁର୍ନୀତି ହଟାଇ ମୂଲ୍ୟବୋଧଭିତ୍ତିକ ସେବା ଯୋଗାଇ ଦେବା ପାଇଁ ସଚେତନତା କର୍ମଶାଳା ଅନୁଷ୍ଠିତ

3759 456

ଅନୁଗୋଳ – ସମାଜର ପ୍ରତ୍ୟେକ ସ୍ତରରୁ ଦୁର୍ନୀତି ହଟାଇ ଲୋକ ମାନଙ୍କ ମୂଲ୍ୟବୋଧଭିତ୍ତିକ ସେବା ଯୋଗାଇ ଦେବା ପାଇଁ ସରକାର ଓଡିଶା ଲୋକଯୁକ୍ତ ଅଧିନିୟମ ୨୦୧୪କୁ ଗତବର୍ଷ ଜୁଲାଇ ୭ ତାରିଖରେ କାର୍ଯ୍ୟକାରୀ କରିଛନ୍ତି । ଏହି ନୂତନ ଆଇନ ସମ୍ପର୍କରେ ଜଣ ସଚେତନତା ସୃଷ୍ଟି ଉଦ୍ୟେଶରେ ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଗୋଳ ଜିଲ୍ଲାରେ ଆଜି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି ।  ଦୁର୍ନୀତି ଓ ଭ୍ରଷ୍ଟାଚାରର ମୂଳତ୍ପାଟନ ଲକ୍ଷ୍ୟରେ ଏହି ଆଇନ ପ୍ରଣୟନ କରା ଯାଇଛି ।

କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନେ ଏହି ଲୋକାଯୁକ୍ତ କଣ ଓ ଏହା କିପରି କାର୍ଯ୍ୟକାରୀ ହେବା ସହ ସାଧାରଣ ଲୋକ ଏହା ଦ୍ୱାରା କଭଳି ସୁଫଳ ପାଇ ପାରିବେ ସେ ନେଇ ଆଲୋକପାତ କରିଥିଲେ । ମୂଖ୍ୟତଃ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ବିରୁଦ୍ଧରେ ଏହା ବେଶ ସହାୟକ ହେବ । ରାଜ୍ୟରେ ପୂର୍ବରୁ ଭିଜିଲାନ୍ସ , କ୍ରାଇମବ୍ରାଞ୍ଚ ଭଳି ସଂସ୍ଥା ଥିବା ସତ୍ୱେ ଦୁର୍ନୀତି ବଢି ବଢି ଚାଲିଛି । ଏହାକୁ ଆଖି ଆଗରେ ରଖି ଲୋକାଯୁକ୍ତ କାର୍ଯ୍ୟକାରୀ କରା ଯାଇଛି । ଏପରିକି ମୁଖ୍ୟମନ୍ତ୍ରୀ , ମନ୍ତ୍ରୀ , ବିଧାୟକଙ୍କ ସହ ଯେ କୌଣସି ଲୋକ ପ୍ରତିନିଧି ଏହି ଲୋକାଯୁକ୍ତ ମାଧ୍ୟମରେ ତଦନ୍ତ ପରିସରଭୁକ୍ତ ହୋଇ ପାରିବେ । ଓଡ଼ିଶା ଲୋକାୟୁକ୍ତ ଆଇନ ଅନ୍ତର୍ଗତ ଦୁର୍ନୀତି ସଂକ୍ରାନ୍ତ ଅଭିଯୋଗକୁ ଲୋକାଯୁକ୍ତ ଗ୍ରହଣ କରିପାରିବେ ଯାହାକି ଦୁର୍ନୀତି ନିବାରଣ ଆଇନ-୧୯୮୮ରେ ଦଣ୍ଡନୀୟ ହୋଇଥିବ । ଅଭିଯୋଗ ମିଳିବା ପରେ ତା’ର ଯଥାର୍ଥତାକୁ ଉପଲବଧ କରି ଲୋକାୟୁକ୍ତ ନିଜର ତଦନ୍ତାକାରୀ ୱିଙ୍ଗ୍ କିମ୍ବା ଅନ୍ୟ ସଂସ୍ଥା ମାଧ୍ୟମରେ ପ୍ରାଥମିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇପାରିବେ ବୋଲି ଲୋକାୟୁକ୍ତ କହିଛନ୍ତି। ଦୁର୍ନୀତିର ଶିକାର ନହେବା ପାଇଁ ଲୋକାୟୁକ୍ତ ଓଡ଼ିଶାର ଲୋକମାନଙ୍କୁ ଆହ୍ୱାନ କରିଛନ୍ତି.

Related Post

ନବ ଅବତ୍ରିର୍ଣ୍ଣ ରାଜନୀତି ସ୍ୱାଦ କଲା ଆଦର୍ଶ ଗ୍ରାମ୍ୟ ପାର୍କ ନିର୍ମାଣ

Posted by - December 29, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା। ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ବାଣିଭଗାର ପୋଖରୀ ଖୁଡାରେ ଥିବା ପାରିତ୍ୟକ୍ତ।ଜମିରେ ନିର୍ମାଣ କଳା ନବ ଅବତ୍ରୀଣ୍ଣ ରାଜନୀତି ସ୍ୱାଦତେବେ(ଦୃଢ଼ ମନବଲ ଇଚ୍ଛା…

ଖପ୍ରାଖୋଲରେ ବ୍ଲକ ସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ

Posted by - January 27, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ କାର୍ଯ୍ଯାଲୟ ପରିଷରରେ ବ୍ଲକ ସ୍ତରିୟ ଗଣତନ୍ତ୍ର ଦିବସ ବୁଧବାର ପାଳିତ ହୋଇ ଯାଇଛି। କୋଭିଡ କଟକଣା ମଧ୍ଯ ରେ ପାଳିତ…

ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଦ୍ୱୟରେ ‘”ସମ୍ୱଲ୍’ପୁରୀ ଦିନ୍” ପାଳିତ

Posted by - August 3, 2022 0
ସମ୍ୱଲପୁର: :(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ସ୍ଥାନୀୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ବଡ଼ବଜାର ଏବଂ ମୁଦିପଡ଼ା ହାଉସିଂ ବୋର୍ଡ କଲୋନୀ ଉଭୟ ଶିକ୍ଷାକେନ୍ଦ୍ର ପକ୍ଷରୁ ସମ୍ୱଲପୁରୀ ଭାଷା ସାହିତ୍ଯର…

ପୁଵର୍ତନ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜୀବନ ବିନ୍ଦୁ ପାଇଁ ପ୍ରସ୍ତୁତି ବୈଠକ

Posted by - July 19, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଆସନ୍ତା 26 ତାରିଖ ଦିନ ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପୁଵର୍ତନ ଅଧ୍ୟକ୍ଷ ସ୍ୱର୍ଗତ ଅମୂଲ୍ୟ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ…

ଜନ୍ମରୁ ୫ ବର୍ଷ ଦିବ୍ୟଙ୍ଗ ଶିଶୁଙ୍କ ସର୍ବେକ୍ଷେଣ ନିମନ୍ତେ ଅଂଗନୱାଡି କର୍ମୀଙ୍କ ଏକ ଦିବସିୟ ତାଲିମ ଶିବିର

Posted by - August 7, 2021 0
ନବରଂଗପୁର:(ବେଣୁ ଗୋପାଳ ରାଓ)ନବରଂଗପୁର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଷକ୍ତିକରଣ ପଞ୍ଚାୟତ କମିଟି ମିଶି ନବରଙ୍ଗପୁର ପ୍ରଶାସନ ତରଫରୁ ନବରଂଗପୁର ଜିଲ୍ଲା ବ୍ଲକ ଅଫିସ କଂଫୋରାନ୍ସ ହାଲ…

There are 456 comments

  1. Pingback: 2georgie

Leave a comment

Your email address will not be published.