Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ସାଧୁ ଆନ୍ତୁନି କାପୁଚିୟାନ ଆଶ୍ରମର ଶୁଭାରମ୍ବ

249 0

ଆମ୍ବଦଳା :(ରମାକାନ୍ତ ପାଡଲ) ରାୟଗଡା ଜ଼ିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଅନ୍ତର୍ଗତ ଫାଟକପଡା ଠାରେ କାପୁଚି୍ୟାନ ସଙ୍ଗ ତରଫରୁ ସାଧୁ ଆନ୍ତୁନିଙ୍କ ନାମରେ ଆଶ୍ରମର ଶୁଭାଆରମ୍ବ କରିବା ନିମନ୍ତେ ରାୟଗଡା ଧର୍ମପ୍ରଦେଶର ମହାମାନ୍ୟବର ବିଷପ ଆପ୍ଲିନାର ସେନାପତି, କାପୁଚି୍ୟାନ ସଙ୍ଗ ପ୍ରବିନସାଲ ଫାଦେର କରୁଣାକର କାସୁ ଯୋଗଦେଇ ଶୁଭ।ରମ୍ବ କରିଥିଲେ l

ଉକ୍ତ କାର୍ଯକ୍ରମରେ ରାୟଗଡା ଧର୍ମପ୍ରଦେଶର ଭବାନୀପାଟଣା, ଧର୍ମଗଡ଼, ଗୁଡାରି, ଚନ୍ଦ୍ରପୁର ଓ ବିଭିନ୍ନ ଧର୍ମାଞ୍ଚଳର ଫାଦେର , ସିଷ୍ଟର ମାନେ ଯୋଗଦେଇ ଶୁଭଆରମ୍ବ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅମ୍ବାଦଳା ଧର୍ମାଞ୍ଚଳର ମୁଖ୍ୟ ଧର୍ମ ଯାଜକ ଫାଦେର ଜୟନ୍ତ ସିଂ ପରିଚାଳନା କରି ଉପସ୍ଥିତ ବିଷପ, ଫାଦେର, ସିଷ୍ଟର ଓ ଅମ୍ବାଦଳା ଅଞ୍ଚଳର ଅନ୍ୟାନ୍ୟ ଖ୍ରୀଷ୍ଟିଆନ ବିଶ୍ୱାସୀ ବିଶ୍ୱାସ୍ୱିନୀ ମାନଙ୍କୁ ଧନ୍ୟବାଦ ଦେଇ ଥିଲେ l

 

Related Post

ଗଣ୍ଡା ସମାଜ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

Posted by - August 1, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା  ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ରାଧାନଗର୍ ପଂଚାୟତ ର ଗାନ୍ଧିନଗର ଠାରେ ୫୦ ଟି ଆମ୍ବ…

ଭୂଲିଆ ସମାଜ ତରଫରୁ ବିବାହ ପାଇଁ ଆର୍ଥିକ ସହାୟତା

Posted by - May 11, 2022 0
ଭାଲୁମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗ୍ରାମ ରେ ମେହେର ସମାଜ (ଭୂଲିଆ) ତରଫରୁ ଏକ ବିବାହ ପାଇ ଆର୍ଥିକ ଟଙ୍କା ସହାୟତା…

ବରୀ ବ୍ଲକ୍‌ରେ ନୂତନ ବିଡିଓଙ୍କ ଯୋଗଦାନ

Posted by - August 7, 2020 0
ଯାଜପୁର ଅଫିସ:ବରୀ ବ୍ଲକ୍ କାର୍ଯ୍ୟାଳୟରେ ବୁଧବାର ନୂତନ ବିଡିଓ ଶିବାନନ୍ଦ ସ୍ୱାଇଁ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଗୁରୁବାର ଷ୍ଟାଫ୍ ମିଟିଙ୍ଗ କରାଯାଇ ସମସ୍ତ କର୍ମଚାରୀଙ୍କ ସହିତ…

ପ୍ରଥମ ନୋଡାଲ ବୈଠକ

Posted by - September 3, 2021 0
ମାଥିଲି ::(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମାଥିଲି ଗ୍ରାମପଂଚାୟତ ସରପଞ୍ଚ ଗୌରୀ ବଟେ ଙ୍କ ସଭାପତିତ୍ୱରେ ମାଥିଲି ଗ୍ରାମପଂଚାୟତ ର 15ଟି ୱାର୍ଡରେ ଥିବା ସମସ୍ତ…

ଯାଜପୁର ଜିଲ୍ଲାରେ ସୁସ୍ଥତା ହାର ୭୬.୭ : କରୋନା ସମୀକ୍ଷା କଲେ ପର୍ଯ୍ୟବେକ୍ଷକ

Posted by - August 18, 2020 0
ଯାଜପୁର ଅଫିସ:ଜିଲ୍ଲାରେ ଅଧିକ ଟେଷ୍ଟିଂ କରାଯିବା ଏକ ସୁନ୍ଦର ପଦକ୍ଷେପ । ଏହାଦ୍ୱାରା ଆମର ଟ୍ରାକିଂ ଓ ଟ୍ରିଟମେଣ୍ଟ ସହଜ ହୋଇପାରିବ ବୋଲି ଶିଳ୍ପ ବିଭାଗର ପ୍ରମୁଖ…