ବୌଦ୍ଧ ରଥଯାତ୍ରା ପ୍ରସ୍ତୁତି ତଦାରଖ କଲେ ପ୍ରଶାସନିକ ଅଧିକାରୀ

367 0

ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ର ରଥଯାତ୍ରା ପାଇଁ ଆଜି ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ଉପଜିଲ୍ଲାପାଳ ସନତ କୁମାର ନାଏକ,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ, ବରିଷ୍ଠ ରାଜସ୍ୱ ସହାୟକ ସର୍ବେଶ୍ୱର ଦାନୀ, କର୍ମଚାରୀ ପ୍ରଦୀପ୍ତ କୁମାର ନାୟକ, ବରିଷ୍ଠ ରାଜସ୍ୱ ସହାୟକ ତହସିଲ କାର୍ଯ୍ୟାଳୟ ଦେବ ରଞ୍ଜନ ମିଶ୍ର ପରିଚାଳନା କମିଟି ର ସଭ୍ୟ ବିଜୟ କୁମାର ମିଶ୍ର, ପୂଜକ ବିଭୁ ରଞ୍ଜନ ପଣ୍ଡା, ଉପ -ଜ଼ିଲ୍ଲାପାଳ ସନତ କୁମାର ନାୟକ ପ୍ରମୁଖ ଜଗନ୍ନାଥ ମନ୍ଦିର ଏବଂ ମାଉସୀ ମା ମନ୍ଦିର ପରିସର, ରଥ ମରାମତି କାର୍ଯ୍ୟ ନିରୀକ୍ଷଣ କରିଥିଲେ l ରଥ ମରାମତି କାର୍ଯ୍ୟ ଶେଷ ପର୍ଯ୍ୟl ୟ ରେ ପହଂଚି ବା ବେଳେ ପ୍ରଶାସନିକ କାର୍ଯ୍ୟ ରେ ମଧ୍ୟ ତତ୍ପରତା ଦେଖାଇଛନ୍ତି ସମସ୍ତ ଅଧିକାରୀ ଏବଂ କର୍ମଚାରୀ l

Related Post

ଲୋକକଳା ଗ୍ରାମ ନାରାୟଣନଗରର ତୃତୀୟ ବାର୍ଷିକ ମହୋତ୍ସବ

Posted by - October 3, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ଗ୍ରାମ ପଂଚାୟତ ନାରାୟଣନଗର ହାଟପଦାଠାରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକକଳା ତୃତୀୟ ବାର୍ଷିକ ମହୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି l ସକାଳ…

ଭୁବନେଶ୍ୱର ରେ ମହିଳା ସାମ୍ବାଦିକାଙ୍କ ଉପରେ ହୋଇଥିବା ଆକ୍ରମଣ କୁ ଯାଜପୁରରେ ବିରୋଧ

Posted by - December 30, 2019 0
ଯାଜପୁର:( ଆନନ୍ଦ ଚନ୍ଦ୍ର  ସାହୁ) ଭୁବନେଶ୍ୱର ରେ ମହିଳା ସାମ୍ବାଦିକାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଯାଜପୁରରେ ବିରୋଧବିଭିନ୍ନ ସାମ୍ବାଦିକ ପ୍ରତିନିଧି ମାନଙ୍କ ପାକ୍ଷରୁ ଗାନ୍ଧିଛକ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ଆକ୍ରମଣକାରୀଙ୍କୁ ଗିରପଂ କରିବା ସହିତ ରାଜ୍ୟରେ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ  କରିବା ପାଇଁ ନାରା ଦିଆଯାଇଥିଲାଏହି ପ୍ରତିବାଦ ଶୋଭାଯାତ୍ରା ଯାଜପୁର ଜିଲାପାଳ ଅପିଂସ ରେ ପହଂଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲାରାଜ୍ୟରେ ବାରମ୍ବାର ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏ ନେଇ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦାବୀ କରାଯାଇଥିଲା ।

ବୌଦ୍ଧ ରେ ସାମାଜିକ ସଦଭାବନା ବୈଠକ

Posted by - September 18, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ ), ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନଗର ସଂଯୋଜକ ଧରଣୀଧର ପରିଡ଼ା ଙ୍କ ଅଧ୍ୟକ୍ଷତାରେ ସହର ର ସମସ୍ତ ସମାଜ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - February 20, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ…