ବାଲ୍ୟବିବାହ ଅଭିଯୋଗରେ ପୋଲିସ ଓ ଜିଲ୍ଲା ପ୍ରଶାସନ ର ଚଢ଼ାଉ

48 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସିତାବରଡି ପଡାରେ ଏକ ବାଲ୍ୟ ବିବାହ ଚାଲିଥିବା ଖବର ପାଇ ଭବାନୀପାଟଣା ଟାଉନ ଥାନା, କଳାହାଣ୍ଡି ଚାଇଲଡ଼ ଲାଇନ ଓ ପ୍ରଶାସନ ପକ୍ଷରୁ ବିବାହ ମଣ୍ଡପରେ ଚଢ଼ାଉ କରାଯାଇଛି ।

ସୂଚନା ଅନୁଯାୟୀ ଜଣେ ୧୪ ବର୍ଷର ନାବାଳିକା କୁ ଜୈନିକ ଯୁବକ ସହ ବରଘରର ବିନା ପରାମର୍ଶରେ ବିବାହ କରାଯାଉଥିବା ଖବର ପାଇ ପୁଲିସ ଓ ଜିଲ୍ଲା ପ୍ରଶାସନ ଚଢ଼ାଉ କରିଛି ଏବଂ ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି ।

Facebook Notice for EU! You need to login to view and post FB Comments!

Related Post

ଅଧିକାଂଶ କରୋନା ଆକ୍ରାନ୍ତ ସୂର୍ଯ୍ୟନଗର ଓ ବମିଖାଲର ପ୍ରଥମ ସଂକ୍ରମଣ ସହ ସମ୍ପୃକ୍ତ, ବମିଖାଲର ସମସ୍ତେ ଗୋଟିଏ ପରିବାରର

Posted by - April 6, 2020 0
ଭୁବନେଶ୍ୱର ୦୬।୦୪: ଭୁବନେଶ୍ବରରେ କରୋନା ସଂକ୍ରମଣ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା  ମିଳିଛି । ଭୁବନେଶ୍ୱରରେ ପ୍ରାୟ ୩୦ଟି ସକ୍ରିୟ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ…

ମରଣ ଜନ୍ତା ପାଲଟିଛି ମୁନିଗୁଡା ରୁ ଅମ୍ବାଦଳା ରାଜ୍ୟ ରାଜପଥ

Posted by - June 15, 2022 0
ମୁନିଗୁଡା :(ରମାକାନ୍ତ ପୋଢାଳ)ମୃତ୍ୟୁ କୁ ଡାକୁଛି ରାଜ୍ୟ ରାଜପଥ ର ଏହି ରାସ୍ତା । ମରଣ ଯନ୍ତା ପାଲଟିଛି ରାୟଗଡ଼ା ରୁ ଭବାନୀ ପାଟଣା ରାଜ୍ୟ ରାଜପଥ…

ଝରଣୀଗାଁ ରେ ପହଁଞ୍ଚିଲେ ବିଜେପି କେନ୍ଦ୍ରୀୟ ତିନି ଜଣିଆ ଦଳ

Posted by - October 30, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ରେ ଅଧ୍ୟକ୍ଷତା କରୁଥିବା ବଲାଙ୍ଗୀର…

ଓଡିଶାରୁ ହାଇଦ୍ରାବାଦ ଯାଉଥିବା ବସ୍ କୁ ନିଆଁ ଲଗାଇ ପୋଡ଼ିଦେଲେ ନକ୍ସଲ

Posted by - April 25, 2022 0
ମାଲକାନଗିରି : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ମାଲକାନଗିରି ଅଞ୍ଚଳରେ ପୁଣି ମାଓବାଦୀ ସଂଗଠନ ସକ୍ରିୟ ଥିବା ଜଣାପଡିଛି । ନକ୍ସଲ ସଂଗଠନ ବନ୍ଦ…

କଂଗ୍ରେସ ଦଳର ବନ୍ଦ ଡ଼ାକରା,ଜନସାଧାରଣ ଙ୍କ ଅଭୂତପୂର୍ବ ସମର୍ଥନ

Posted by - November 13, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ରାଜ୍ୟବ୍ୟାପୀ ମଶାଧିକ କାଳ…