ସମ୍ବଲପୁର ରେ ଦାୟିତ୍ୱ ନେଲେ ନୂତନ ଜିଲ୍ଲାପାଳ ଅନନ୍ୟା ଦାସ

45 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଆଜି ସଂଧ୍ୟାରେ ଯୋଗ ଦେଇଛନ୍ତି ଅନନ୍ୟା ଦାସ । ଆଜି ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ସେ ବିଧିବଦ୍ଧ ଭାବରେ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି । ପୁର୍ବରୁ ସେ କଟକ ମହାନଗର ନିଗମ ର କମିସନର ଭାବରେ କାଯ୍ୟ କରିବାର ଅଭିଜ୍ଞତା ମଧ୍ୟ ରହିଛି ।

ତେବେ ସମ୍ବଲପୁର ଜିଲ୍ଲା ରେ ନୂତନ ଜିଲ୍ଲାପାଳ ଭାବରେ ଅନନ୍ୟା ଦାସ ଦାୟିତ୍ୱ ନେବା ପରେ ବହୁ ବର୍ଷ ଧରି ସହର ରେ ସାର୍ଭିସ ଅସମ୍ପୂର୍ଣ୍ଣ କାଯ୍ୟ ପାଇଁ ଉଦଘାଟିତ ହୋଇନଥିବା ଫ୍ଲାଇଓଭର କୁ ସଂପୂର୍ଣ୍ଣ କରିବା ବଡ ଚେଲେଞ୍ଚ ହେବ ।

ଏଥିସହ ସମଲେଇ ଯୋଜନା କୁ ସଠିକ କାର୍ଯ୍ୟକାରୀ କରିବା ସହ ଜିଲ୍ଲାର ବିକାଶଧାରା କୁ ଆଗେଇ ନେବା ରେ ନୂତନ ଜିଲ୍ଲାପାଳ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ଥିବାରୁ ସେ ଉପରେ କିଛି ଆଖିଦୃଶିଆ ପଦକ୍ଷେପ ନୂତନ ଜିଲ୍ଲାପାଳ ନେବେ ବୋଳି ଆଶା କରିଛନ୍ତି ସମ୍ବଲପୁର ଜିଲ୍ଲା ବାସିନ୍ଦା । ସମ୍ବଲପୁରରୁ ଜିଲ୍ଲା ପ୍ରତିନିଧି ରମାକାନ୍ତ ବିଶ୍ବାଳଙ୍କ ରିପୋର୍ଟ।

Related Post

ଅକସ୍ମାତ୍ ନିଆଁ ଲାଗି ଜଳି ଗଲା ଘର

Posted by - March 30, 2021 0
ନୀଳଗିରି :(ସୌମ୍ୟା ସାଇ ବାରିକ୍ପ୍ର)ଚଣ୍ଡ ଖରା ରେ ଅଗ୍ନି ବୃଷ୍ଠି ହେଉଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅକସ୍ମାତ୍ ନିଆଁ ଲାଗି ଏକ ଆଦିବାସୀ ପରିବାର ସର୍ବସ୍ୱାନ୍ତ…

ସିନ୍ଧେକେଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ୭ଦିନ ହେଲା ପାନୀୟ ଜଳ ବ୍ୟବସ୍ଥା ଅପହଞ୍ଚ

Posted by - January 7, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବାଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଉପାନ୍ତ ଇଲାକା ସିନ୍ଧେକେଲା ଥିବା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜିକୁ ଦୀର୍ଘ ୭ଦିନ ହେଲାଣି ପାନୀୟ ଜଳ ଯୋଗାଣ…

ବିପର୍ଯ୍ୟୟ ଏଡାଇବାକୁ ସମ୍ବଲପୁର ରେ ମକଡ୍ରିଲ

Posted by - June 20, 2022 0
ସମ୍ବଲପୁରରୁ :(ରମାକାନ୍ତ ବିଶ୍ବାଳ)ଆଗକୁ ଆସୁଛି ବର୍ଷା ରୁତୁ ଏଥିପାଇଁ ସବୁ ଦିଗରେ ପ୍ରସ୍ତୁତ ରହିବା ସହ ବିପର୍ଯ୍ୟୟ ଏଡାଇବାକୁ ସବୁ ପ୍ରକାର ପଦକ୍ଷେପ ନେଉଛି ସମ୍ବଲପୁର ଜିଲ୍ଲା…

ଜଳ ସଙ୍କଟରେ ଜଳ ଭଣ୍ଡାର, ବିଦ୍ୟୁତ ଉତ୍ପାଦନ ବ୍ୟାହତ

Posted by - December 5, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଏସିଆର ଏକ ବୃହତ୍ତମ ଜଳ ବିଦ୍ୟୁତ ପ୍ରକଳ୍ପ ଭାବେ ସୁ ପରିଚିତ ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଦେଖାଦେଇଛି ଜଳ ଅଭାବ। ଏଥିଯୋଗୁଁ ବିଦ୍ୟୁତ ଉତ୍ପାଦନ…

ବନ୍ଧା ହେଲେ କୁବେର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ : ଆୟଠାରୁ ୩୬୫% ଅଧିକ ସମ୍ପତ୍ତି ଠାବ

Posted by - May 7, 2022 0
ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କୁ  ଗିରଫ କରିଛି। ଶୁକ୍ରବାର…