ରେଳ ବିଭାଗ ପକ୍ଷରୁ ନୂଆ ଷ୍ଟାର୍ଟଅଫ ମାନଙ୍କୁ ଆହ୍ୱାନ

108 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ସ୍ଥିତ ଇଷ୍ଟକୋଷ୍ଟ ରେଲୱେ ର ସମ୍ବଲପୁର ଡିଭିଜନ ଡିଆରଏମ ଙ୍କ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସାମ୍ବାଦିକ ସମ୍ମିଳନୀ ରେ ଭାରତୀୟ ରେଲୱେ ର “ଷ୍ଟାର୍ଟଅପ ଫର ରେଲୱେସ” କାର୍ଯ୍ୟକ୍ରମ ଉପରେ ସମ୍ବଲପୁର ଡିଆରଏମ ପ୍ରଦୀପ କୁମାର ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି l ରେଳ ବିଭାଗ ଏବେ ନୂତନ ଷ୍ଟାର୍ଟଅପ ମାନଙ୍କ ପାଇଁ ଅନେକ ପ୍ରକାର ସୁଯୋଗ ଆଣିଦେଇଛି l

ଯେଉଁମାନେ ନୁଆଁ ନୁଆଁ ଷ୍ଟାର୍ଟଅପ ଉଦଭାବନ କରୁଛନ୍ତି ସେମାନଙ୍କ ସହ ରେଳ ବିଭାଗ ମିଶି କାମ କରିବା ପାଇଁ ଆରମ୍ଭ କରିଛି ଏକ ନୂଆ ଯୋଜନା l ବିଭିନ୍ନ ସମୟରେ ରେଳ ବିଭାଗ ଅନେକ ଯାନ୍ତ୍ରିକ ସମସ୍ୟା ଦେଇ ଗତି କରିଥାଏ l ତେବେ ସେହି ସମସ୍ୟାର କିପରି ଭାବେ ସମାଧାନ କରିହେବ ସେନେଇ ନୂତନ ଷ୍ଟାର୍ଟଅପ ମାନଙ୍କ ଇନୋଗ୍ରେଟିଭ ଟେକ୍ନୋଲୋଜି ଗୁଡିକ ବ୍ୟବହାର କରିବ ରେଳ ବିଭାଗ l

ଆଉ ଏହି ଟେକ୍ନୋଲୋଜି ଯଦି ରେଳବିଭାଗର କାମରେ ଆସେ ବା ହେଉଥିବା ସମସ୍ୟାର ସମାଧାନ ଶୀଘ୍ର ହୁଏ ତା ହେଲେ ତାକୁ ରେଳ ବିଭାଗ ଗ୍ରହଣ କରିବ l ଏଥିପାଇଁ ଅନଲାଇନ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇଯାଇଛି l ଆଉ ଏହାକୁ ନେଇ ନୂତନ ଷ୍ଟାର୍ଟଅପ ତିଆରି କରୁଥିବା ଯୁବ ପିଢ଼ି ତଥା ଛାତ୍ର ଛାତ୍ରୀ ମାନେ ମଧ୍ୟ ବେଶ ଉତ୍ସାହିତ ହୋଇ ପଡ଼ିଇଛନ୍ତି l

Related Post

ପ୍ରେମିକ ସାଜିଲା କଂସେଇ : ହତ୍ୟାକାରୀ ପ୍ରେମିକକୁ ଗିରଫ କଲା ପୋଲିସ .

Posted by - September 3, 2020 0
ଅନୁଗୁଳ:ଅନୁଗୁଳ ଜିଲ୍ଲା କିଆକଟା ଥାନା ଟୁସର ପଞ୍ଚାୟତ ଓରଡା ନାଳରେ ଗତ ୩୧ ତାରିଖ ଦିନ ସକାଳ ସମୟରେ ଏକ ଯୁବତୀଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା…

ଜାତୀୟ ପତାକା କୁ ଅଣଦେଖା ,ଦୁଇଦିନ ପରେ ମଧ୍ୟ ସ୍କୁଲ ରେ ଉଡୁଛି ତ୍ରିରଙ୍ଗା

Posted by - January 27, 2022 0
ମୁନିଗୁଡା :(ରମାକାନ୍ତ ପଡ଼ାଲ)ଜାତୀୟ ପତାକା କୁ ଅଣଦେଖା କରି , ମୁନିଗୁଡା ବ୍ଲକ ର ଘମାଟଗୁଡା ପଂଚାୟତ ର ଡଙ୍ଗର ବୋରି ସ୍କୁଲ। ଶିକ୍ଷକ ନିଜ ରାଜନୈତିକ…

ଭୟଙ୍କର ପରିସ୍ଥିତି,ପ୍ରତି ୧୦୦ ନମୂନାରୁ ୨୦ରୁ ଅଧିକ ପଜିଟିଭ୍,ବୃଦ୍ଧି ପାଉଛି କରୋନା ମୃତ୍ୟୁ

Posted by - May 26, 2021 0
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୈନିକ ୧୧ହଜାର ଅତିକ୍ରମ କରୁଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦ ଟପୁଛି। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୫…

୫ ଲକ୍ଷ ଟଙ୍କା ର କାମ ମାଟି ରେ ମିଶିଲା

Posted by - September 16, 2021 0
ବରଗଡ;ବରଗଡ ଜ଼ିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅଧିନସ୍ଥ ଧୂମାଭଟା ଗ୍ରାମ ରେ ଥିବା ଏକମାତ୍ର ବ୍ୟବହୃତ ପୋଖରୀ ର ମାଟିକାମ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ…

କଳାହାଣ୍ଡି ଜିଲ୍ଲା ରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ, କର୍ଲାମୁଣ୍ଡା ରେ ସର୍ବାଧିକ।କଳାହାଣ୍ଡି ପୋଲିସ ର ପ୍ରଶଂସନୀୟ କାର୍ଯ୍ୟ

Posted by - February 20, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ଉପଖଣ୍ଡ ର ମଦନପୁର ରାମପୁର, କର୍ଲାମୁଣ୍ଡା, ନର୍ଲା ବ୍ଲକ…