କେନ୍ଦ୍ର ଆଦିବାସୀ ଜନ ଜାତି ମନ୍ତ୍ରୀଙ୍କ ୨ ଦିନିଆ କଳାହାଣ୍ଡି ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା

228 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କେନ୍ଦ୍ର ଆଦିବାସୀ ଜନଜାତି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ସରକାର ଙ୍କ ଆକାଂକ୍ଷା ଜିଲ୍ଲା କଳାହାଣ୍ଡି କୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି। ଆଜି ବିମାନ ଯୋଗେ ଉତ୍କେଲା ବିମାନ ବନ୍ଦର ରେ ପହଞ୍ଚିବା ପରେ ଜିଲ୍ଲାର କେସିଙ୍ଗା ଆଦର୍ଶ କଲୋନୀ, ଟ୍ରାନ୍ସଫରରମେସନ ଯୋଜନା ରେ ହୋଇଥିବା କେସିଙ୍ଗା ଉଚ୍ଚ ବିଦ୍ୟାଳୟ, ହସ୍ପିଟାଲ ପରିଦର୍ଶନ କରିଥିଲେ।

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।ମୋଦୀ ସରକାର ଙ୍କ ବିଭିନ୍ନ ଯୋଜନା ସଫଳ ଭାବରେ ରୂପାୟନ ହୋଇଥିବା କହିଥିଲେ ବି ରାଜ୍ୟ ସରକାର ଙ୍କ ବିରୁଦ୍ଧରେ କିଛି କହି ନ ଥିଲେ।

ସାଂସଦ ବସନ୍ତ ପଣ୍ଡା ଙ୍କ ସମେତ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ । ଆସନ୍ତା କାଲି ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିବା ସହ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିବେ କେନ୍ଦ୍ର ମନ୍ତ୍ରୀ ।

Related Post

ଆନ୍ତ ଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ୍ : ଫେରିବାଲା ବେଶରେ ଆସି କରୁଥିଲେ ଲୁଟ୍ ପାଟ

Posted by - September 8, 2022 0
ଭବାନିପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ରେ ଚୋରି ଡକାୟତି ଉଦବେଗଜନକ ଭାବେ ବୃଦ୍ଧି ପାଇଥିବା ବେଳେ ଫେରିବାଲା ବେଶରେ ଆସି ଲୁଟ୍ ପାଟ…

ରାଜ୍ୟସଭା ପ୍ରାର୍ଥୀ ତାଲିକା ରେ ସୁପ୍ରିମୋଙ୍କ ମୋହର, ବିଜେଡ଼ି ର ଚମତ୍କାର ଗୋଟି ଚାଳନା

Posted by - May 29, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡି ଦଳ ୪ ଜଣ ରାଜ୍ୟସଭା ପ୍ରାର୍ଥୀ ଙ୍କ ନାମ ଘୋଷଣା…

ପାରିବାରିକ କଳହରୁ ସ୍ବାମୀର ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ମୃତ, ପରେ ଗଛରେ ରସି ଲଗାଇ ସ୍ୱାମୀର ଆତ୍ମହତ୍ୟା

Posted by - August 24, 2022 0
ପାଟଣାଗଡ : ( ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ବେଳପଡା ଥାନା ଡେବ୍ରିପାଲି ଗାଁରେ ସ୍ୱାମୀର ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ମୃତ ହେବା ପରେ…

ବାଘ ପାଳିରେ ବାଘ ମୃତ୍ୟୁ ୩ ଅଟକ

Posted by - September 16, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବାଘପାଲିରେ ବାଘ ଶିକାର ଘଟଣା ରେ ୩ ଜଣ ଅଟକ। ମିଳୁନି ବାଘ ନଖ, ଉଲୁଣ୍ଡା ବନାଂଚଳ ପିପଲକଟା ବିଟ୍ ବାଘପାଲି…