ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା ପୋଲ, ବିଭିନ୍ନ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ,

837 0

କେନ୍ଦୁଝର,୮/୯କେନ୍ଦୁଝର ଜିଲ୍ଲା ସରେଇ ଗାଁରୁ ଆନନ୍ଦପୁରକୁ ଯୋଗାଯୋଗ କରୁଥିବା ପୁର୍ତ୍ତ ବିଭାଗ ରାସ୍ତାର ଫାପୁଡ଼ିଆ ନାଳ ଉପରେ ଥିବା ପୋଲଟି ଭୁଶୁଡି ପଡିଛି। ଗତ ୬ ତାରିଖ ରାତିରେ ଲଗାଣ ବର୍ଷା ଯୋଗୁଁ ନାଳରେ ଅଧିକ ଜଳ ପ୍ରବାହିତ ହୋଇଥିଲା ।
ଫଳରେ ପୋଲଟି ଭୁଶୁଡି ପଡିଥିବାର ଜଣାଯାଇଛି।ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ପ୍ରାୟ ୭ ରୁ ୮ଟି ଗାଁ ଲୋକଙ୍କ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଗତରାତିରୁ ପୋଲ ଭୁଶୁଡି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ବିଭାଗୀୟ ଅଧିକାରୀ ପହଞ୍ଚି ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

Related Post

ଖୋର୍ଦ୍ଧା ଓଳସିଁଙ୍ଗ ଗ୍ରାମରେ ହାତୀ ଉପଦ୍ରବ

Posted by - August 4, 2021 0
ଖୋର୍ଦ୍ଧା: ଓଳସିଁଙ୍ଗ ଗ୍ରାମରେ ହାତୀ ଉପଦ୍ରବ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ଓଳସିଙ୍ଗ ଗ୍ରାମପଞ୍ଚାୟତ ର ଓଳସିଙ୍ଗ ଗ୍ରାମରେ ବଣୁଆ ହାତୀ ପଶି ଆତଙ୍କ…

କଣ୍ଟାମାଳ ରେ ନିଯୁକ୍ତି ମେଳା ଅନୁଷ୍ଠିତ

Posted by - April 8, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ରିଖ କଣ୍ଟାମାଲ ବ୍ଲକ ସ୍ଥିତ ପଂଚାୟତ ମହାବିଦ୍ୟାଳୟ, କଣ୍ଟାମାଲ ଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜ଼ିଲ୍ଲା ପ୍ରଶାସନ, ବୌଦ୍ଧ ର ମିଳିତ…

ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତିକୁ ପୁଣି ସ୍ଥାପନ କଲା ଯାଜପୁର ଜିଲା କଂଗ୍ରେସ

Posted by - August 22, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ପଡିରହିଥିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତିକୁ ସ୍ଥାପନ କରିଛି ଯାଜପୁର ଜିଲା କଂଗ୍ରେସ ।…

ଶତାୟୁ ମହିଳାଙ୍କ ପରଲୋକ

Posted by - December 13, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ସ୍ଥିତ ବାଲିଝରି ଗ୍ରାମର ସ୍ବର୍ଗତ ଜଗନାଥ ଦାସ ଙ୍କ ସ୍ତ୍ରୀ ତାରା ଦାସ 107 ବର୍ଷ…

ରାସ୍ତା କଡ଼ରେ ପଡ଼ିରହିଛି ଅପରିଚିତ ବ୍ୟକ୍ତିଙ୍କ ମୃତଦେହ

Posted by - February 9, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ବ୍ଲକ ୫୭ ନମ୍ବର ଜାତୀୟ ରାଜପଥ ନୁଆପାଳି ରାସ୍ତାକଡରେ ଜଣେ ଅପରିଚିତ ବ୍ୟକ୍ତିର ମୃତଦେହ ପଡିରହିଥିବାର ଦେଖିବାକୁ ମିଳିଛି। ମୃତକର ଦେହରେ କ୍ଷତଚିହ୍ନ…

Leave a comment

Your email address will not be published.