ସ୍ୱାୟତ ଶାସନ ଅବସରରେ ଯାଜପୁର ପୌରପାଳିକା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

1012 85

ଆଜି ସ୍ୱାୟତ ଶାସନ ଅବସରରେ ଯାଜପୁର ପୌରପାଳିକା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଜିଲାପାଳ ରଂଜନ କୁମାର ଦାସ ଜାତୀୟ ପତାକା ଉତୋଳନ କରିଥିଲେ । ପରେ ଗାନ୍ଧୀ ମୂର୍ତିରେ ମାଲ୍ୟାର୍ପଣ କରିବା ପରେ ବୃକ୍ଷରୋପଣ କରାଯାଇଥିଲା ।

କୁସୁମା ହ୍ରଦ ନିକଟସ୍ଥ ବିଜୁ ପଟ୍ଟନାୟକ ମାର୍ଗରେ ଏକ ପଲିଥିନ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଜିଲାପାଳ,ଉପଜିଲାପାଳ,ଡିଆରଡିଏର ପ୍ରକଳ୍ପ ସଂଯୋଜକ ପ୍ରମୁଖ ଯୋଗ ଦେଇ ସହରକୁ ସବୁଜ ସୁନ୍ଦର କରିବା ପାଇଁ କେବଳ ପଲିଥିନ ମୁକ୍ତ କରିବାକୁ ହେବ ବୋଲି ମତ ଦେଇଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀ ପ୍ଲା କାର୍ଡ ଧରି ସମଗ୍ର ସହର ପରିକ୍ରମା କରିଥିଲେ । \n

Related Post

ସ୍ୱଚ୍ଛତା ପାଇଁ ବକୃତା ପ୍ରତିଯୋଗିତା

Posted by - March 10, 2022 0
ସୋନପୁର:( ଅଜିତ କୁମାର ପୂଝlରୀ)ନାରାୟଣ ପଂଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ ଭାରତ – ସ୍ୱଚ୍ଛ ବିଦ୍ୟାଳୟ…

ବିଧାୟକଙ୍କ ଦ୍ୱାରା ଅନାଥ ଓ ଦିବ୍ୟାଙ୍ଗ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

Posted by - May 21, 2022 0
କୋରାପୁଟ :(ଏସ୍ ସୁନ୍ଦରମ୍) କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ଦୋରା କଲ୍ୟାଣ ମଣ୍ଡପ ଠାରେ ୱାର୍ଲର୍ଡ ଭିଜନ ଏନଜିଓ ତରଫରୁ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

ଭରଷା ପରିବାର ର ଅସହାୟଙ୍କୁ ସାହାଯ୍ୟ ସହ ସମାଜସେବୀ ଙ୍କୁ ସମ୍ମାନ

Posted by - October 17, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଠାରେ ଅସହାୟ ବୄଦ୍ଧ ବୄଦ୍ଧା ଓ ମହିଳା ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ଭରଷା ପରିବାର । ସମ୍ବଲପୁର ସହର ଠାରେ…

ବୌଦ୍ଧରେ କିଶୋର ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା

Posted by - January 11, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଜିଲ୍ଲା ଯୁବ ଡ଼ୁମାଳ ବିକାଶ ପରିଷଦ ଆନୁକୂଲ୍ୟରେ କିଶୋର ମହାନ୍ତିଙ୍କ ଏକାଦଶlହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା…

There are 85 comments

Leave a comment

Your email address will not be published.