ସାବିତ୍ରୀ ବ୍ରତ ପାଇଁ ଫଳ ମୂଳ ଦୋକାନରେ ଜମିଛି ଭିଡ଼ ଫଳ ମୂଳ ଆକାଶ ଛୁଆଁ ଦର

128 0

ବଙ୍ଗୋମୁଣ୍ଡା::(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସିନ୍ଧେକେଲା ବଙ୍ଗୋମୁଣ୍ଡା ଅଞ୍ଚଳରେ ସାବେତ୍ରୀ ବ୍ରତ ପାଇଁ ଫଳ ମୂଳ କିଣା ବିକା ଦୋକାନ ମାନଙ୍କରେ ଭିଡ଼ ଫଳ ମୂଳ ଦର ଆକାଶ ଛୁଆ, କଦଳୀ କିଲୋ ପ୍ରତି ୬୦ ରୁ ୫୦ ଶିଓ କିଲୋ ପ୍ରତି ଦର,୨୪୦ରୁ ୩୦୦ ରୁ ଥିବା ବେଳେ ଅଙ୍ଗୁର ୨୦୦ ସପୁରୀ ଗୋଟା ୩୦ରୁ ୪୦ଓ ତରଭୁଜ କିଲୋ ରୁ ଅଧିକ ୩୦ ରୁ ୫୦ ଟଙ୍କା ଅନୁପାତ ରେ ବିକିରି ବଟା ହୋଇଥିବା ଦେଖିବାକୁ ମିଳିଛି ପୂଜା ପାର୍ବଣ ସମାଚାର।

Related Post

ନାଳରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

Posted by - June 27, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଯଉଁରାଭଉଁରା ନିକଟ ବାକି ନାଳରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ…

ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା M. ରୋହିଣୀ ରାଣୀଙ୍କ ରାଜନୀତି ବିଜ୍ଞାନରେ Ph. D ଲାଭ

Posted by - February 8, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)Dr.M. ରୋହିଣୀ ରାଣୀ, ରାଜନୀତି ବିଜ୍ଞାନ ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରୁ Ph. D ଉପାଧି ଲାଭ କରିଛନ୍ତି l se Dr. Roshni…

ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ସେତୁ କାର୍ଯ୍ୟକ୍ରମ ଶୁଭାରମ୍ଭ

Posted by - July 23, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ସେତୁ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି l ସୋନପୁର ମଝିପଡ଼ା ସରକାରୀ…

ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ କୁଦୋପାଲି ଗାଁରେ ହାତୀ ଆତଙ୍କ

Posted by - November 22, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ କୁଦୋପାଲି ଗାଁରେ ଦେଖା ଦେଇଛି ହାତୀ ଆତଙ୍କ। ଗତକାଲି ବିଳମ୍ବିତ ରାତି ରେ 34 ଟିକିଆ ହାତୀପଲ…

ସିହିନି ଗ୍ରାମରେ ଏସସିଡି ଚକ୍ଷୁ ଚିକିତ୍ସାଳୟ ଏବଂ ଲାୟନ୍ସ କ୍ଲବର ମିଳିତ ଆନୁକୁଲ୍ୟରେ ଚକ୍ଷୁ ସଚେତନତା ଓ ପରିକ୍ଷଣ କ୍ୟାମ୍ପ ଅନୁଷ୍ଠିତ

Posted by - October 12, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ମଣିଷ ଶରୀରରେ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଏବଂ ପାଞ୍ଚୋଟି ଇନ୍ଦ୍ରିୟ ପାଈଁ ମଣିଷ ନିଜର ସବୁ କିଛି କାର୍ଯ୍ୟ ସମ୍ପାଦନ…