ଏବେବି ବଞ୍ଚିଛି ମାନବିକତା ଭିମସାର ରୁ ସୁସ୍ଥ ରୋଗୀ ଙ୍କୁ ନିଜ ଘରକୁ ପହଞ୍ଚାଇଲେ ସ୍ଵେଚ୍ଛାସେବୀ

47 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ସିଟି ଷ୍ଠେସନ ଠାରେ କିଛି ଦିନ ଆଗରୁ ଅଚେତ ହୋଇ ପଡି ଗୋଡ ଭାଙ୍ଗି ଯିବା ପରେ ବୁର୍ଲା ମେଡ଼ିକାଲ ରେ ଚିକିତ୍ସା ହୋଇଥିବା ବ୍ୟକ୍ତି ଙ୍କୁ ନିଜ ଘରେ ପହଞ୍ଚାଇଲେ ସମାଜସେବୀ ନିହାଲ ସିଂ । ଗତ କିଛି ଦିନ ଆଗରୁ ଟ୍ରେନ ରେ ଯାଉଥିବା ସମୟରେ କୌଣସି ଏକ ପରିସ୍ଥିତିରେ ଅଚେତ ହୋଇ ସିଟି ଷ୍ଠେସନ ଠାରେ ପଡି ଯାଇଥିଲେ ଜିତୁ ସୁନା ।

ତେବେ ପରେ କୌଣସି ମତେ ଭିମସାର କୁ ଯାଇ ସେ ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇଥିଲେ । ତେବେ ନିଜ ଘର ରାୟଗଡା ଜିଲ୍ଲାର ଅମ୍ବାଦଳା ଯିବାକୁ ଅର୍ଥ ସାଜିଥିଲା ପ୍ରତିବନ୍ଧକ । ଏହା ଜାଣିପାରି ଜିଲ୍ଲାର ଅଗ୍ରଣୀ ସମାଜସେବୀ ନିହାଲ ସିଂ ଏହି ରୋଗୀ ଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ପ୍ରଥମେ ନିଜ କାର ରେ ଜିତୁ ସୁନା କୁ ସମ୍ବଲପୁର ରେଲଷ୍ଠେସନ ଓ ପରେ ସେହି ବ୍ୟକ୍ତି ଙ୍କ ଘର ରାୟଗଡା ଜିଲ୍ଲା କୁ ତାକୁ ପହଞ୍ଚାଇବା ରେ ସାହାଯ୍ୟ କରିଥିଲେ ।

ଏହି ମହତ ସେବା କାଯ୍ୟ ସମୟରେ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ ମଧ୍ୟ ଉପସ୍ଥିତ ରହିଥିଲେ । ଏହା ପୁର୍ବରୁ ମଧ୍ୟ ସମାଜସେବୀ ନିହାଲ ସିଂ ଭିମସାର ରୁ ସୁସ୍ଥ ହୋଇଥିବା ବହୁ ଲୋକ ମାନଙ୍କୁ ନିଜ ନିଜ ଘରେ ପହଞ୍ଚାଇ ସାହାଯ୍ୟ କରି ସାରିଛନ୍ତି ।

Related Post

ନୁଆଗାଁ ନିତ୍ୟାନନ୍ଦ ସରସ୍ବତୀ ଶିଶୁମନ୍ଦିରରେ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - November 7, 2021 0
ବାଲିଆପାଳ :(ପ୍ରଭାକର ମଲ୍ଲିକ)ଦୀର୍ଘ୨ ବର୍ଷ ଧରି ସମଗ୍ର ବିଶ୍ବକୁ ମାଡି ଆସିଥିବା କରୋନା ମହାମାରୀ ଆତଙ୍କରେ ଜନସାଧାରଣ ପିଡିତ ଥିବା ବେଳେ ଶ୍ରୀ ସତ୍ୟସାଇ ସେବା ସମିତି,…

ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ ବାବୁଲାଙ୍କୁ ଚିହ୍ନିଲେ ପରିବାର ଲୋକେ,

Posted by - September 13, 2019 316
କେନ୍ଦୁଝର,୧୨/୯କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ସିଲିସୁଆଁ ଗ୍ରାମରୁ କିଛିମାସ ତଳେ ନିଖୋଜ ହୋଇଯାଇଥିବା ବାବୁଲା ମୁଣ୍ତା ବିଶାଖାପାଟଣାରେ ଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ…

ଶିକ୍ଷୟିତ୍ରୀଙ୍କୁ ଜାତୀୟ ସ୍ତରୀୟ ଟ୍ରେନର ରୂପେ ସ୍ୱିକୃତି

Posted by - November 21, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ରସୁଲପୁର ବ୍ଲକ ଅନ୍ତର୍ଗତର ହରିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ଇକୋକ୍ଲବ ଇନ୍ଚାର୍ଜ ଗାୟତ୍ରୀ ନାୟକଙ୍କୁ ଭାରତ ସରକାରଙ୍କ ପରିବେଶ, ଗଙ୍ଗଲ…

ସ୍ତ୍ରୀର ମାଡ ଭୟରେ ମା’କୁ ଆହାର କେନ୍ଦ୍ରରେ ଛାଡି ଚାଲିଗଲା ପୁଅ

Posted by - November 7, 2019 908
ଚାନ୍ଦବାଲି ୭।୧୧: ସ୍ତ୍ରୀ ପାଇଁ ଆହାର କେନ୍ଦ୍ରରେ ୮୫ ବର୍ଷର ବୃଦ୍ଧା ମା’କୁ ଛାଡ଼ି ଚାଲିଯାଇଥିଲେ ପୁଅ। ଚାନ୍ଦବାଲି ମହୁଲିଆ ଅଞ୍ଚଳରେ ବୃଦ୍ଧା କୁନ୍ତଳା ପୋଥାଳଙ୍କ ଘର ।…

ନିଃସ୍ବାର୍ଥପର ସେବାର ଭିନ୍ନଏକ ନାମ ଡା.ରାଜାରାମ ଷଡଙ୍ଗୀ

Posted by - December 17, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମାଜରେ ବିଭିନ୍ନ ପ୍ରକାର ଲୋକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ବାରି ହୋଇଯାନ୍ତି ଅନେକ। ଆଉ ସେମିତି ବାରି ହେଉଥିବା ମଣିଷ ଭିତରେ ଯୁଯୋମୁରା…