ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁରୀ ପ୍ରସିଦ୍ଧ ହାସ୍ୟ ଅଭିନେତା ଯୋଗେଶ ଯୋଯୋଙ୍କୁ ଆକ୍ରମଣ ଓ ବନ୍ଧୁକ ମୁନରେ ଅପହରଣ ଅଭିଯୋଗ | ୨ଜଣ ବ୍ଯକ୍ତି ପଲସର ମାଧ୍ଯମରେ ଆସି ମୁହଁରେ ଗାମୁଛା ପକାଇଥିଲେ | ପ୍ରଥମେ ମାଡ ମାରିବା ସହ ପରେ ବନ୍ଧୁକ ଦେଖାଇ କୌଣସି ଏକ ଅଜଣା ସ୍ଥାନକୁ ନେଇ ସେଠାରେ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି | ଏନେଇ ସେ ଏକ ଭିଡିଓ ପୋଷ୍ଟ କରି ଜଣାଇଛନ୍ତି | ଯଦି ବଂଚିବାର ଅଛି ଭିଡିଓ ଲାଇନ ଛାଡିଦେ ବୋଲି ଦୁଇ ଜଣ ଦୁବୃର୍ତ୍ତ ଧମକ ଦେଇଥିବା ସେ କହିଛନ୍ତି | ପୂର୍ବରୁ ଘରେ ପତ୍ନୀ ସହିତ ମତାନ୍ତର ହେବାରୁ ଷ୍ଟୁଡିଓରେ ସେ ଶୋଇଥିବା ବେଳେ ଏହି ଘଟଣା ଘଟିଥିବା ସେ ଭିଡିଓରେ ଉଲ୍ଲେଖ କରିଛନ୍ତି |
ଏଠାରେ ଭିଡିଓ ଦେଖନ୍ତୁ…..
Facebook Notice for EU!
You need to login to view and post FB Comments!