Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ସମ୍ବଲପୁରୀ ପ୍ରସିଦ୍ଧ ହାସ୍ୟ ଅଭିନେତା ଯୋଗେଶ ଯୋଯୋଙ୍କୁ ବନ୍ଧୁକ ମୁନରେ ଅପହରଣ ଓ ଆକ୍ରମଣ ଅଭିଯୋଗ

53 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁରୀ ପ୍ରସିଦ୍ଧ ହାସ୍ୟ ଅଭିନେତା ଯୋଗେଶ ଯୋଯୋଙ୍କୁ ଆକ୍ରମଣ ଓ ବନ୍ଧୁକ ମୁନରେ ଅପହରଣ ଅଭିଯୋଗ | ୨ଜଣ ବ୍ଯକ୍ତି ପଲସର ମାଧ୍ଯମରେ ଆସି ମୁହଁରେ ଗାମୁଛା ପକାଇଥିଲେ | ପ୍ରଥମେ ମାଡ ମାରିବା ସହ ପରେ ବନ୍ଧୁକ ଦେଖାଇ କୌଣସି ଏକ ଅଜଣା ସ୍ଥାନକୁ ନେଇ ସେଠାରେ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି | ଏନେଇ ସେ ଏକ ଭିଡିଓ ପୋଷ୍ଟ କରି ଜଣାଇଛନ୍ତି | ଯଦି ବଂଚିବାର ଅଛି ଭିଡିଓ ଲାଇନ ଛାଡିଦେ ବୋଲି ଦୁଇ ଜଣ ଦୁବୃର୍ତ୍ତ ଧମକ ଦେଇଥିବା ସେ କହିଛନ୍ତି | ପୂର୍ବରୁ ଘରେ ପତ୍ନୀ ସହିତ ମତାନ୍ତର ହେବାରୁ ଷ୍ଟୁଡିଓରେ ସେ ଶୋଇଥିବା ବେଳେ ଏହି ଘଟଣା ଘଟିଥିବା ସେ ଭିଡିଓରେ ଉଲ୍ଲେଖ କରିଛନ୍ତି |

 

ଏଠାରେ ଭିଡିଓ ଦେଖନ୍ତୁ…..

Facebook Notice for EU! You need to login to view and post FB Comments!

Related Post

ସୁଶାନ୍ତ ପରିବାରଙ୍କୁ ସରକାରୀ ଯୋଜନା ସାତ ସପନ,ଘର ନାହିଁ କି ରାସନ କାର୍ଡ ନାହିଁ

Posted by - January 6, 2022 0
ବୌଦ୍ଧ: (ଚିତରଞ୍ଜନ ସିଂ) ସରକାରଙ୍କ ଯୋଜନା ଉପରେ ଯୋଜନା, ମାଲ ମାଲ ଯୋଜନା ଥିଲେ ମଧ୍ୟ ସବୁ ଯେମିତି ଫେଲ ମାରିଥିବା ଭଳି ଦୃଶ୍ୟ ଦେଖିବା କୁ…

ହରଭଙ୍ଗା ବ୍ଲକର ୯ନଂ ଜିଲ୍ଳାପରିଷଦ ଜୋନ୍‌,ବିଜେଡି-ବିଜେପି ମଧ୍ଯରେ କଡ଼ା ଟକ୍କର

Posted by - February 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀର ହରଭଙ୍ଗା ବ୍ଲକର ୯ନଂ ଜିଲ୍ଲାପରିଷଦ ଜୋନ୍ ଏଥର ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାର ସମ୍ଭାବନା ରହିଛି।ଚଳିତ…

କରୋନା କଟକଣା ମଧ୍ୟରେ ଗଞ୍ଜାମରେ ଦଣ୍ଡନାଚକୁ ପ୍ରଶାସନର ଅନୁମତି

Posted by - March 15, 2021 0
ବ୍ରହ୍ମପୁର: ଗଞ୍ଜାମରେ ଦଣ୍ଡନାଚ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି । କରୋନା କଟକଣା ଭିତରେ ଦଣ୍ଡଯାତ୍ରା ପାଳନକୁ ଅନୁମତି ପ୍ରଦାନ କରାଯାଇଛି । କେବଳ ସ୍ଥାନୀୟ କଳାକାରଙ୍କୁ…

ଖରସ୍ରୋତା ନଦୀ ବିପଦ ସଂକେତ ପାର,ଲୋକ ଙ୍କ ପାଖରେ ପହଞ୍ଚିଲେ ବିଞ୍ଝାରପୁର ବିଧାୟିକା

Posted by - August 29, 2020 0
ବିଞ୍ଝାରପୁର:ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁ ପଞ୍ଚାୟତ ର ବଡ଼ମଲ୍ଲିପୁର ଗ୍ରାମ ରେ ଖରସ୍ରୋତ ।  ନଦୀରେ ବଢୁଛି ଜଳସ୍ଥର ନଦୀ ବନ୍ଦ ବାଙ୍ଗି ୨୦ଫୁଟ ଘାଇ…

ନବୀନ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

Posted by - June 2, 2020 0
ନୂଆଦିଲ୍ଲୀ: ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। IANS -C VOTER ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ସର୍ବାଗ୍ରେ ରହିଛନ୍ତି ନବୀନ…