Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ସିନ୍ଧେକେଲା ଠାରେ ସେବାସମବାୟୁ ସମିତିଲିଃ ପକ୍ଷରୁ ଋଣ ଆଦାୟ ମେଳା ଆୟୋଜିତ

85 0

ବଙ୍ଗୋମୁଣ୍ଡା :- ତା୨୬/୫ (:ଅଭିମନ୍ତୁ ବହିଦାର )ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ସମବାୟ ସମିତି ଲିଃ ଆନୁକୂଲ୍ୟରେ ଆଜି ଗୁରୁବାର ଦିନ ଚାଷୀ ମାନକୁ ଦିଆଯାଇଥିବା ବକିଆ ଋଣ ଅସୁଲି ମେଳା ଆୟୋଜିତ ହୋଇ ଯାଇଛି। ତେବେ୧୧ଟି ସେବାସମ ବାୟୁ ସେମିତି ରୁ ମୋଟା ମୋଟି୮ଲକ୍ଷ୍ୟ ଋଣ ଅସୁଲି ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

ଉକ୍ତ ମେଳାରେ ଉପସ୍ଥିତ ଅଧିକାରୀ ବଙ୍ଗୋମୁଣ୍ଡା ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଅମିତ କୁମାର ସାମନ୍ତରାୟ , ବ୍ୟାଙ୍କ ସୁପରଭାଇଜର ପ୍ରଭୁଲାଲ ସାହୁ, ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ ରୁ ଲୋନ ମେନେଜର ଶ୍ରୀମତୀ ଜ୍ୟୋସ୍ନା ମୟୀ ପ୍ରଧାନ, ସଂଜୀବ କୁମାର ମେହେର ଏକାଉଣ୍ଟ ସେକ୍ସନ ସିନ୍ଧେକେଲା ସମ୍ପାଦକ ଘାସିରାମ ରଣା, ଡି ଇ ଓ ଡମ ପାତ୍ର ପ୍ରମୁଖ ଯୋଗଦେଇ ଋଣ ଅସୁଲି କରିଥିଲେ।

Facebook Notice for EU! You need to login to view and post FB Comments!

Related Post

ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଂଚର ବୈଠକ

Posted by - December 10, 2021 0
ମାଲକାନଗିରି:(ଅବଦୁଲ ଗନି)ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଂଚର ବୈଠକ ମାଲକାନଗିରି ଜିଲ୍ଲା ପ୍ରଶାସନ , ActionAid ଓ UNICEF Odisha ମିଳିତ ଉଦ୍ୟମ ରେ ଜିଲ୍ଲା…

ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୧ ଲକ୍ଷ ୩୭ ହଜାର ଟଙ୍କାର ଚେକ ପ୍ରଦାନ  

Posted by - September 9, 2020 0
ଯାଜପୁର (ଆନନ୍ଦଚନ୍ଦ୍ରସାହୁ)ଯାଜପୁର ଜିଲା ଧର୍ମଶାଳା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ଜିଲାପାଳ ଙ୍କ ମାଧ୍ୟମରେ ୧ ଲକ୍ଷ ୩୭ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଛି ।  ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଜିଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଜୟ କୁମାର ନାୟକ,ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅକ୍ଷୟ କୁମାର ମଲ୍ଲ ପ୍ରମୁଖ ଜିଲାପାଳ ରଂଜନ କୁମାର ଦାସଙ୍କୁ ଏହି ଚେକ ପ୍ରଦାନ କରିଥିଲେ କୋରୋନା ମୁକାବିଲା ପାଇଁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିବା ବେଳେ ଏହି ଅର୍ଥ ଶିକ୍ଷକ ମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । Facebook Notice for EU! You need to login to view and post FB Comments!

ହରଭଙ୍ଗା ମଣ୍ଡଳ (09ନଂ ଜୋନ )ର ବିଜେପି କାର୍ଯ୍ୟକାରିଣୀ ବୈଠକ

Posted by - September 8, 2021 0
ବୌଦ୍ଧ:୭/୯ ( ଚିତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ମଣ୍ଡଳ ସଭାପତି ତପନ ଡାଙ୍ଗ ଙ୍କ ଅଧକ୍ଷତlରେ ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି!ଜିଲ୍ଲା ସାଧାରଣ…

କରୋନା ସଚେତନତା ନେଇ ବଣିକ ସଂଘ ସହ ପୋଲିସ ର ବୈଠକ

Posted by - December 10, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ରେ ସ୍ଥାନୀୟ ବଣିକ ଏବଂ ପୋଲିସ ମଧ୍ୟରେ କରୋନା,ଓମିକ୍ରମ ସଂକ୍ରମଣ କୁ ରୋକିବା ନିମନ୍ତେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ…

ଶେଷ ଦିବସରେ ହରଭଙ୍ଗା ବ୍ଲକରେ ୩୨୨ଟି ନାମାଙ୍କନପତ୍ର ଦାଖଲ

Posted by - January 21, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଈଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସରେ ୩୨୨ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ବ୍ଲକ କାର୍ଯ୍ୟାଳୟ…