Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ପେଟ୍ରୋଲ ଡିଜେଲ ଦର ହ୍ରାସ, ଆର୍ଥିକ ସଙ୍କଟରେ ପେଟ୍ରୋଲିଅମ ଡିଲର

53 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ଏକକାଳୀନ ପେଟ୍ରୋଲ ଡିଜେଲ ଦର ହ୍ରାସ ର ଆର୍ଥିକ କ୍ଷତିପୂରଣ ଦାବି ପାଇଁ ସମ୍ବଲପୁର ପେଟ୍ରୋଲିୟମ ଡିଲରସ ଏସୋସିଏସନ ର ସାମ୍ବାଦିକ ସମ୍ମିଳନୀ।କେନ୍ଦ୍ର ସରକାରଙ୍କ ର ଏକକାଳୀନ ପେଟ୍ରୋଲ ରେ ୯ ଟଙ୍କା ୫୦ ପଇସା ଏବଂ ଡିଜେଲ ରେ ୭ ଟଙ୍କା ୫୦ ପଇସା ଦର ହ୍ରାସ କୁ ନେଇ ସମ୍ବଲପୁର ପେଟ୍ରୋଲିଅମ ସଙ୍ଘ ତରଫରୁ ବିରୋଧ କରାଯାଇଛି।କେନ୍ଦ୍ର ପେଟ୍ରୋଲିୟମ ସଂସ୍ଥା ସହ ୨୦୧୭ ଚୁକ୍ତି ଅନୁଯାୟୀ ଯେବେ ବି ତୈଳ ଦର ବୃଦ୍ଧି ହେବ କିମ୍ବା କମିବ ତାହା ଖୁବ କମ କମ ଟଙ୍କା ଆକାର ରେ ହେବ ବୋଲି ଚୁକ୍ତି କରାଯାଇଥଲା।

କିନ୍ତୁ ସେହି ନିୟମ କୁ କେନ୍ଦ୍ର ସରକାର ଉଲଂଘନ  କରିଥିବା ର ଅଭିଯୋଗ କରିଛି ସମ୍ବଲପୁର ପେଟ୍ରୋଲିଅମ ସଙ୍ଘ।ଗତ ୨୧ ତାରିଖରେ କେନ୍ଦ୍ର ସରକାର ଏକକାଳୀନ 9 ଟଙ୍କା ୫୦  ଓ ୭ ଟଙ୍କା ୫୦ ପଇସା ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଛନ୍ତି।ଖାଉଟି ଙ୍କୁ ଏହା ସୁହାଇଥିବା ବେଳେ ପେଟ୍ରୋଲ ପମ୍ପ ମାଲିକ ଙ୍କୁ ଏହା ବହୁତ ପରିମାଣରେ ଆର୍ଥିକ କ୍ଷତିଗ୍ରସ୍ତ କରିଛି ବୋଲି ଅଭିଯୋଗ କରାଯାଇଛି।

ଜଣେ ପେଟ୍ରୋଲ ପମ୍ପ ମାଲିକ ୪ ଦିନ ପାଇଁ ଷ୍ଟକ ରଖିଥାଏ,କିନ୍ତୁ ଶନିବାର ଦିନ ତେଲ ଦର କମିଥିବାରୁ ଚାରିଦିନ ର ଟଙ୍କା ଯାହା ଏକ୍ସାଇଜ ଡିଉଟି ପେଟ୍ରୋଲ ପମ୍ପ ମାଲିକ ଲକ୍ଷ ଲକ୍ଷ ଟଂକା ସରକାର ଙ୍କୁ ଦେଇଥିବା ବେଳେ କ୍ଷତି ସହିଥିବାର ଅଭିଯୋଗ କରିଛି।ତୁରନ୍ତ ତାଙ୍କୁ କ୍ଷତିପୂରଣ ଟଙ୍କା ଫେରସ୍ତ ଦେବା ପାଇଁ ଦାବି କରିଛି ସମ୍ବଲପୁର ପେଟ୍ରୋଲ ସଙ୍ଘ। ୨୦୧୭ ଚୁକ୍ତି ଅନୁଯାୟୀ ଆଜି ପର୍ଯ୍ୟନ୍ତ ତୈଳ ଦର କମିଶନ ରେ ବୃଦ୍ଧି ଘଟି ନ ଥିବାରୁ କ୍ଷୋଭ ପ୍ରକାଶ କରିଛି ସଙ୍ଘ ଏବଂ ସମସ୍ତ ଜିନିଷ ର ଦରବୃଦ୍ଧି ଘଟିଥିବା ବେଳେ ତାଙ୍କର କାହିଁକି କମିଶନ ଟଙ୍କା ବୃଦ୍ଧି ପାଉ ନାହିଁ ବୋଲି ଅଭିଯୋଗ କରାଯାଇଛି।

ଶୁଣନ୍ତୁ କଣ କହୁଛନ୍ତି ଅଶୋକ କେଡ଼ିଆ(ସମ୍ବଲପୁର ପେଟ୍ରୋଲିଅମ ଡିଲରସ ଏସୋସିଏସନ)

 

 

Facebook Notice for EU! You need to login to view and post FB Comments!

Related Post

ଯାଜପୁର:ବେପରୁଆ ଢଙ୍ଗରେ ବାଇକ ଚଳାଉଥିବା ଚାଳକକୁ ମାଡ ମାରିବା ସହ ବାଇକ୍ ଜାଳିଦେଲେ ଗ୍ରାମବାସୀ

Posted by - December 3, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ରାସ୍ତାରେ ଦ୍ରୁତ ଗତିରେ ବାଇକ ଚଳାଇ 3 ଜଣ ଶ୍ରମିକଙ୍କୁ ଗୁରୁତର ଆହତ କରିଥିବା ଚାଳକ ଜଣଙ୍କୁ ମାଡ ମାରି ଲହୁ ଲୁହାଣ କରିଛନ୍ତି…

ହାଡ଼ଭଙ୍ଗା ଶୀତର ପ୍ରକୋପ ପରେ ବର୍ଷା ହେବାର ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ

Posted by - December 28, 2021 0
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସମଗ୍ର ଦେଶରେ ହାଡ଼ଭଙ୍ଗା ଶୀତର ଲହରୀ ଜାରି ରହିଥିବାବେଳେ ଭାରତୀୟ ପାଣିପାଗ ବିଭାଗ ରାଜଧାନୀ ଦିଲ୍ଲୀ ସମେତ କିଛି…

ଅନଶନ କାରୀ ଚିକିତ୍ସା ପାଇଁ ଡାକ୍ତର ଖାନା ରେ ଭର୍ତ୍ତି 

Posted by - October 12, 2021 0
ଯାଜପୁର ଜିଲା ବିଂଝାରପୁର ବ୍ଲକ ବାଙ୍ଗରା ଓ ପଂତେପୁର ପଂଚାୟତରେ ଦୁର୍ନିତି ଘଟଣାର ତଦନ୍ତ ଦାବୀରେ ଜାରି ରହିଛି ଗ୍ରାମବାସୀଙ୍କ ଅନଶନ ।ଦୁର୍ନିତିର ତଦନ୍ତ ସହିତ ଦୁର୍ନିତିଗ୍ରସ୍ତ ଅଧିକାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଅନଶନରେ ବସିଛନ୍ତି ଗ୍ରାମବାସୀ ଏହି ଆମରଣ ଅନଶନକାରୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଯାଜପୁର ଜିଲା ବିଜେପି ସଭାପତି ଗୌତମ ରାୟ । ବାଙ୍ଗରା ରେ  ଚାଲିଥିବା ଅନଶନରେ ସାମିଲ ଥିବା ଯୁବକ ଜ୍ଞାନରଂଜନ ଜେନା ଙ୍କୁ ଅସୁସ୍ଥ ଅବସ୍ଥାରେ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି I ଜିଲା ପ୍ରଶାସନର ଦୁର୍ନିତିର ତଦନ୍ତ ହେବା ସହିତ କାର୍ଯ୍ୟାନୁଷ୍ଠାନ ନିଆନଗଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । Facebook Notice for EU! You need to login to view and post FB Comments!

ମାଁ ହିଙ୍ଗୁଳା ଦେବୀ ଙ୍କ ଝାଞ୍ଜିମଡା ଯାତ୍ରା ମହୋତ୍ସବ ପାଳିତ

Posted by - May 14, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଧୋବେନପଡା ଠାରେ ମହାସମାରୋହର ସହ ପାରମ୍ପରିକ ରୀତି ନୀତି ମତେ ମାଁ ହିଙ୍ଗୁଳା ଦେବୀ…

ବାହାର ରାଜ୍ୟରୁ ଆସୁଥିବା ଆଗନ୍ତୁକଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ-ଯାଜପୁର ଜିଲ୍ଲା ପ୍ରଶାସନ

Posted by - April 26, 2020 0
ଭୁବନେଶ୍ବର: ୨୬ା୪ : କରୋନା ମହାମାରୀ (ଉଙଠଓଊ-୧୯) ଭଳି ମାରାତ୍ମକ ଦୁର୍ବିପାକର ସଠିକ୍ ମୁକାବିଲା ନିମନ୍ତେ :ଯାଜପୁର ଜିଲ୍ଲାପାଳ ଶ୍ରୀ ରଂଜନ କୁମାର ଦାସ ରାଜ୍ୟ ସରକାରଙ୍କ…