ବୌଦ୍ଧ ଏନଏସି ର ପ୍ରତି ୱାର୍ଡ ରେ ମିଶନଶକ୍ତି ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ

207 0

ବୌଦ୍ଧ :(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଏନଏସି ର ପ୍ରତି ୱାର୍ଡ ରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଆଜି କାର୍ଯ୍ୟାଦେଶ ଜାରିହୋଇଛି । ବୌଦ୍ଧ ଏନଏସି ର 13ଗୋଟି ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠି ଙ୍କୁ ପ୍ରତି ୱାର୍ଡ ର ପ୍ରତି ଗୋଷ୍ଠି ରୁ ୧୦ଜଣ ଲେଖାଏଁ ସଭ୍ୟା ଙ୍କୁ ନେଇ ନଗର ପାଳ ଙ୍କଉପସ୍ଥିତ ରେ ବିଜ୍ଞlପିତ ପରିଷଦ କାର୍ଯ୍ୟାଳୟ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଏହି ୧୩ ଗୋଟି ୱାର୍ଡ ରେ ୧୩ ଗୋଟି ମିଶନଶକ୍ତି ଗୃହ ନିର୍ମାଣ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ନଗରପାଳ, କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡା, ଗୋଷ୍ଠି ସଂଗଠିକା ସୁପର୍ଣ୍ଣା ମହାନ୍ତି, ଜୟ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Related Post

୭୩ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

Posted by - January 19, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)୭୩ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଗତ ବର୍ଷ…

ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ହିତାଧିକାରୀଙ୍କ ଆଲୋଚନା ପାଇଁ ପ୍ରସ୍ତୁତି ବୈଠକ

Posted by - May 24, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ଆଗାମୀ ୩୧.୦୫.୨୦୨୨ ରିଖ ଦିବା ୧୦.୩୦ ମିନିଟ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାର ତିନୋଟି ଜିଲ୍ଲା ବୌଦ୍ଧ,ଯାଜପୁର ଓ କୋରାପୁଟ ର ବିଭିନ୍ନ…

ଟିଟିଲାଗଡ ପୂଜକ ବ୍ରହ୍ମ ସମାଜର ନୂତନ କର୍ମକର୍ତ୍ତା ଚୟନ

Posted by - March 10, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସ୍ଥାନୀୟ ସତ୍ୟନାରାୟଣ ମନ୍ଦିର ପ୍ରାଙ୍ଗଣରେ ରାତି ୮ଟା ସମୟରେ ପୂଜକ ବ୍ରହ୍ମ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଦସ୍ୟ ଏବଂ…

କେସିଙ୍ଗା ଗୌରୀ ଶଙ୍କର ମନ୍ଦିରରେ ଧୁମଧାମରେ ପାଳିତ ହେଲା ଜନ୍ମାଷ୍ଟମୀ

Posted by - September 7, 2023 0
କେସିଙ୍ଗା:( ପ୍ରିତେଶ୍ ପଟେଲ୍)କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ଗୌରୀ ଶଙ୍କର ମନ୍ଦୀର ଠାରେ ମହାସମାରୋହର ପାଲିତ ହେଳା ଭଗଵାନ ଶ୍ରୀକୁର୍ଷ୍ଣ ଙ୍କ ଜନ୍ମାଷ୍ଟମୀ। କେସିଙ୍ଗା ଗୌରୀ ଶଙ୍କର…