ରାଜଧାନୀ ଭୁବନେଶ୍ୱରରେ ଡ୍ରୋନ୍ କ୍ୟାମେରା ଜଗିବ ଟ୍ରାଫିକ୍‌

3703 319

ଭୁବନେଶ୍ୱର: ଏଣିକି ରାଜଧାନୀ ଭୁବନେଶ୍ୱରରେ ଡ୍ରୋନ୍ କ୍ୟାମେରା ଜଗିବ ଟ୍ରାଫିକ୍‌। ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ଛକ ଯାଏ ଡ୍ରୋନ୍ କ୍ୟାମେରା ଜଗିବା ସହ ଏହି ରାସ୍ତାକୁ ନୋ ଓଭରଟେକିଂ ଜୋନ୍ ଭାବେ ବିବେଚନା କରାଯିବ। ଏଥିସହ ଲେନ୍ ଡ୍ରାଇଭିଂ ପାଇଁ ଚାଳକଙ୍କୁ କଡ଼ା ତାଗିଦ କରାଯିବ।ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ଛକ ଯାଏଁ ଏହି କଟକଣା ଲାଗୁ ହେବ ବୋଲି ଟୁଇନ ସିଟି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ସୋମବାର ସୂଚନା ଦେଇଛନ୍ତି। ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତାକୁ ନୋ ଓଭରଟେକିଂ ଜୋନ ଭାବେ ବିବେଚନା କରାଯିବ। ଏଥିସହ ଲେନ ଡ଼୍ରାଇଭିଂ ପାଇଁ ଚାଳକଙ୍କୁ କଡ଼ା ତାଗିଦ ମଧ୍ୟ କରାଯିବ। ଯେଉଁ ବ୍ୟକ୍ତି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବେ ତାଙ୍କ ଉପରେ ଜରିମାନା ମଧ୍ୟ କରାଯିବ।

Related Post

ଟ୍ରକ୍‌ରୁ ୫୬୨ କିଲୋର ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୬ ଲକ୍ଷ ୪୫ ହଜାର ଟଙ୍କା

Posted by - September 25, 2020 0
ସୁରତ/ଆସିକା: ବିଶେଷ ସୂତ୍ରରୁ ଖବର ପାଇ ଗୁଜରାଟର ସୁରତ କ୍ରାଇମ୍‌ବ୍ରାଞ୍ଚ୍‌ ପୂର୍ଣ୍ଣା ଗାଁ ସରୋଲି ରୋଡ୍‌ ନେଚର୍‌ ଭ୍ୟାଲି ହୋମ୍ସ ନିକଟରୁ ବିପୁଳ ପରିମାଣ ଗଞ୍ଜେଇ ଜବତ…

ଡ୍ରେନ ପାଇଁ ଡ୍ରମ ଖାଲି , ୫ ବର୍ଷରେ ୧୫ ଥର ନିର୍ମାଣ ଓସାର କରିବା ନାଁ ରେ ଚାଲିଛି ନିମ୍ନ ମାନର କାର୍ଯ୍ୟ ନିମ୍ନମାନର କାର୍ଯ୍ୟକୁ ବାସିନ୍ଦାଙ୍କ ବିରୋଧ

Posted by - January 8, 2020 19
ଭୁବନେଶ୍ୱର:ବର୍ଷ ଶେଷ ଟଙ୍କା ସରିବ ଦରକାର ସେଥି ପାଇଁ ଚାଲିଛି ତଳ ଠୁ ଉପର ପର୍ଯ୍ୟନ୍ତ ଗୁପ୍ତ ମନ୍ତ୍ରଣା ଯାହାର ପ୍ରମୁଖ ମାଧ୍ୟମ ପାଲଟିଛ ଭଲ ଡ୍ରେନ…

ଏ ବର୍ଷ ହେବନି ଐତିହାସିକ ବାଲିଯାତ୍ରା : କଟକ ଜିଲ୍ଲାପାଳ

Posted by - October 31, 2020 0
କଟକ: ଚଳିତବର୍ଷ ହେବନି ଐତିହାସିକ ବାଲିଯାତ୍ରା। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏବର୍ଷ ବାଲିଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ। କୌଣସି ପରିସ୍ଥିତିରେ…

ମହିଳା ମହାବିଦ୍ୟାଳୟ ଛାତ୍ରୀ ପିଉଛନ୍ତି ମଦ – ଭିଡିଓ ହେଲା ଭାଇରାଲ.

Posted by - February 2, 2020 0
ତାଳଚେର -(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ତାଳଚେର ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ମଦ ପିଇବା ଭିଡିଓ ସୋସିଆଲ ମେଡିଆରେ ହେଲା ଭାଇରାଲ । ଯାହାକୁ ନେଇ ଏବେ ତାଳଚେର…

ଟ୍ରାନ୍ସଫର୍ମର ଅନ୍ତର୍ଦ୍ଧାନ, ସୌଭାଗ୍ୟ ଯୋଜନାର ହିତାଧିକାରୀ ଲୋ ଭୋଲ୍ଟେଜ୍ ସମସ୍ୟାରେ ଅତିଷ୍ଠ

Posted by - July 18, 2021 0
ବୌଦ୍ଧ:( ଚିତ୍ତରଞ୍ଜନ ସିଁ )ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ବୈଦ୍ୟନାଥ ପୁର୍ ଗ୍ରାମରେ ବସିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଅନ୍ତର୍ଦ୍ଧାନ ହୋଇ ଯାଇଥିବାରୁ ଲୋକେ ନାହିଁ ନଥିବା…

There are 319 comments

  1. excellent issues altogether, you simply received a brand new reader.What would you suggest in regards to your post that you just made a few days ago?Any certain?

  2. When I originally commented I clicked the “Notify me when new comments are added” checkbox and now each time a comment is added I get several emails with the same comment.Is there any way you can remove me from that service?Appreciate it!

  3. Hello there! I could have sworn I’ve been tothis blog before but after checking through some of the post I realized it’s new to me.Anyways, I’m definitely delighted I found it and I’ll be bookmarking and checking back frequently!

  4. Thanks for ones marvelous posting! I seriously enjoyed reading it, you may be a great author.I will ensure that I bookmark your blog and will often come back sometime soon. I want to encourage you to continue your great work, have a nice evening!

  5. I’d like to thank you for the efforts you’ve put in writing this blog. I’m hoping to view the same high-grade content by you in the future as well. In fact, your creative writing abilities has inspired me to get my own blog now 😉

  6. Having read this I thought it was very informative. I appreciate you finding the time and effort to put this article together. I once again find myself spending way too much time both reading and posting comments. But so what, it was still worth it!

  7. I do trust all the ideas you’ve introduced to your post.They are really convincing and will certainly work. Nonetheless, the posts are too brief for starters.May you please lengthen them a little from subsequent time?Thanks for the post.

Leave a comment

Your email address will not be published.