ଇନ୍ଦ୍ରାବତୀ ବାମ କେନାଲ ରେ ନବଜାତକ ର ମୃତଦେହ, ମାଛଧରା ଜାଲରେ ପଡିଲା ନବଜାତକ ଶିଶୁ

98 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁସୁମଖୁଣ୍ଟି ନିକଟସ୍ଥ ଇନ୍ଦ୍ରାବତୀ ବାମ କେନାଲ ରୁ ନବଜାତକ ଶିଶୁ ର ମୃତଦେହ ଠାବ ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ସୋମବାର ମଧ୍ୟାହ୍ନ ରେ କୁସୁମଖୁଣ୍ଟି ଗ୍ରାମର କିଛି ଲୋକ କେନାଲ ରେ ଜାଳ ପକାଇ ମାଛ ଧରୁଥିବା ସମୟରେ ମାଛ ଧରା ଜାଳ ରୁ ଏକ ନବଜାତକ ଶିଶୁପୁତ୍ର ର ମୃତଦେହ ଠାବ ହୋଇଥିଲା।

ତେବେ କେଉଁ କାରଣ କୁ ନେଇ ଜନ୍ମିତ ଶିଶୁ କୁ କେହି ଫିଙ୍ଗି ଦେଇଛି ତାର କାରଣ ଅସ୍ପଷ୍ଟ ରହିଥିବା ବେଳେ, ଅବାଞ୍ଛିତ ପ୍ରେମ ସମ୍ପର୍କ କିମ୍ବା କୁମାରୀ ମାତୃତ୍ୱ ର ଲୋକଲଜ୍ଜ୍ୟା ଭୟ ରେ କେହି ଯୁବତୀ, ମହିଳା କିମ୍ବା ତାଙ୍କ ସମ୍ପର୍କୀୟ ହୁଏତ ନବ ଜାତକ କୁ ଫିଙ୍ଗି ଦେଇଥିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।ଘଟଣା ସମ୍ପର୍କରେ ଖବର ପାଇ ମୋଟେର ଫାଣ୍ଡି ଅଧିକାରୀ ଅଜୟ ନାୟକ ସଦଳବଳେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Related Post

ଅନାଥ ପିଲା ଙ୍କୁ ଥଇଥାନ ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସରେ ରଣନୀତି ପ୍ରସ୍ତୁତି

Posted by - June 22, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ଆଗରୁ ଅନେକ ନଜିର ରହିଛି ଯେ ,ଯେତେବେଳେ କୌଣସି ବିପର୍ଯ୍ୟୟ ଆସେ ତାହାର ପରବର୍ତ୍ତୀ ସମୟରେ ଦାଦନ ଓ ବାଲ୍ୟବିବାହ ଭଳି…

ନିଆରା ଢଙ୍ଗରେ ରାଜ ନଅର ରେ ଅନୁଷ୍ଠିତ ହେଲା ରାଜ୍ୟାଭିଷେକର

Posted by - January 29, 2021 0
ନୀଳଗିରି:୨୮/୦୧/୨୦୨୧ (ସୌମ୍ୟାସାଇ ବାରିକ)ପୌସ ପୂର୍ଣ୍ଣିମା ରେ ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ପୁଷ୍ୟାଭିଷେକ ଓ ଜଗନ୍ନାଥ ଙ୍କ ପ୍ରଥମ ସେବକ ନୀଳଗିରି ରାଜା ଙ୍କ ରାଜ୍ୟାଭିଷେକ, ଏକ…

ବାଲିକୁଟି ପଞ୍ଚାୟତ ସଭାଗୃହରେ ମାଛ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Posted by - December 13, 2021 0
ବାଲେଶ୍ଵର: ସରକାର ବେକାରୀ ଯୁବକ ଯୁବତୀ ଏବଂ ସ୍ୱୟଂ ସହାୟକ ମହିଳା ଗୋଷ୍ଠିର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଏହାର…

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ, ଜଳିଗଲା ୫ବଖରା ଘର

Posted by - December 4, 2019 0
ଯାଜପୁର: ( ଆନନ୍ଦ ଚନ୍ଦ୍ର ସାହୁ)ସର୍ଟ ସର୍କିଟ ଯୋଗୁ ଜଳିଗଲା ୫ବଖରା ଘର। ଫଳରେ ସମସ୍ତ ଆସବାବପତ୍ର ପୋଡି ପାଉଁଶ। ଆଜି ଅପରାହ୍ନରେ ଯାଜପୁର ଜିଲ୍ଲା ବରୀ ବ୍ଲକ…