Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ସମାଜସେବୀ ହରେକୃଷ୍ଣ ଦାସ ସ୍ମୃତି ଚାରଣ ଉତ୍ସବ ଅନୁଷ୍ଠିତ

155 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବିଂଝାରପୁର ମାନଧାତା ପାଟଣା ଗାଁ ରେ ସମାଜସେବୀ ହରେକୃଷ୍ଣ ଦାସ ଙ୍କ ସ୍ମୃତି ଚାରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନଳିନୀ ପ୍ରଭା ଦାସ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯାଜପୁର ର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ ଅତିଥି, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସ୍ବର୍ଗତ ଆତ୍ମା ର ସଦଗତି କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗୀତିକାର ଦିନେସ ମଲ୍ଲିକ,ସାହିତ୍ୟିକ ରମାକାନ୍ତ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Related Post

ଓଡିଶା ଡ୍ରାଇଭର ମହାସଂଘ ବୈଠକ

Posted by - July 25, 2021 0
ସୋନପୁର :(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଳା ବିନିକା ବ୍ଲକ ଘାଟିଜାମପାଳି ଠାରେ ରହିଥିବା ତ୍ରାହି ଅଚ୍ୟୁତ ଆଶ୍ରମ ରେ ଆଜି ଓଡିଶା ଡ୍ରାଇଭର ମହାସଂଘ ସୁବର୍ଣ୍ଣପୁର ଜିଲ୍ଲା…

ଜୀବିକା ମିଶନ୍ ଏବଂ ମିଶନ୍ ଶକ୍ତିର ପଞ୍ଚାୟତ ସ୍ତରୀୟ ସଂଘ ଗଠନ

Posted by - November 10, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ମହିଳା ମାନଙ୍କୁ ସ୍ଵାବଲମ୍ବୀ କରାଇବା ଉଦ୍ଦେଶ୍ୟରେ ଓଡ଼ିଶା ଜୀବିକା ମିଶନ୍ ଏବଂ ମିଶନ୍ ଶକ୍ତି ଆନୂକୂଲ୍ଯରେ କ୍ଷତ୍ରିୟବରପୁର ପଞ୍ଚାୟତରେ ଏକ ପଞ୍ଚାୟତ…

ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ଶୋକ ସଭା

Posted by - July 25, 2021 0
ସୋନପୁର :(ଅଜିତ କୁମାର ପୂଜାରୀ)ସହରର କସ୍ତୁରୀ ହୋଟେଲ ସଭାଗୃହରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ବଲାଙ୍ଗୀର ସାଂସଦ ନିତ୍ୟାନନ୍ଦ…

ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ତିନି ଜଣିଆ କମିଟି ସୋନପୁର କଲେଜ ପରିଦର୍ଶନ

Posted by - August 7, 2021 0
ସୋନପୁର :(ଅଜିତ କୁମାର ପୁଝାରୀ)ସୋନପୁର କଲେଜ ର ପାଠ୍ୟ ଖସଡ଼ା, ଭିତ୍ତିଭୂମି, ଅଧ୍ୟାପନା, ପରୀକ୍ଷା ପରିଚାଳନା ସହିତ ଆନୁଷାଙ୍ଗିକ ପ୍ରତ୍ୟକ୍ଷ ନିରୀକ୍ଷଣ କରିବା ପାଇଁ ରାଜେନ୍ଦ୍ର ବିଶ୍ଵ…

ଉତ୍କଳ ସାହିିତ୍ଯ ସଂସଦ ତରଫରୁ ୧୮୦ତମ ଫକୀର ମୋହନ ଜୟନ୍ତୀ ପାଳିତ

Posted by - January 16, 2022 0
ମାଲକାନଗିରି:ମାଲକାନଗିରି ସ୍ଥିତ ମାଲ୍ଯବନ୍ତ ଛାତ୍ରାବାସ ଠାରେ ଉତ୍କଳ ସାହିତ୍ଯ ସଂସଦ ତରଫରୁ ୧୮୦ତମ ବ୍ଯାସକବି ଫକୀର ମୋହନ ସେନାପତିଙ୍କ ୧୮୦ତମ ଜୟନ୍ତୀ ପାଳିତ ହୋଇ ଯାଇଛି I…