ପିଆଜ ସପ୍ତାହେ ତଳେ କିଲୋ ୨୦ରୁ ୨୫ ଟଙ୍କା ଏବେ ୩୫ଟଙ୍କା

900 0

ଭୁବନେଶ୍ୱର:  ବଢ଼ି ଚାଲିଛି ପିଆଜ ଦର। ଯେଉଁ ପିଆଜ ସପ୍ତାହେ ତଳେ କିଲୋ ପିଛା ୨୦ରୁ ୨୫ ଟଙ୍କାରେ ବିକ୍ରି ହେଉଥିଲା ଏବେ ତାହା ୩୫ଟଙ୍କା ଛୁଇଁଲାଣି। ପିଆଜ ଦର ଏବେ ଅହେତୁକ ବୃଦ୍ଧି ପାଇଛି,ରାଜ୍ୟ ସରକାର ପିଆଜ ଦର ନିୟନ୍ତ୍ରଣ ନେଇ ନିଦାବିଷ୍ଣୁ ହୋଇ ବସିଥିବାବେଳେ ତେଣେ ବେକାବୁ ପିଆଜ ଦର ଉପରେ ଲଗାମ୍ ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି।ପିଆଜ ଦର ବୃଦ୍ଧି ପାଇବା ପରେ ସରକାର କେନ୍ଦ୍ର ସରକାର ଦର ନିୟନ୍ତ୍ରଣ ପାଇଁ କେତକ ପଦକ୍ଷେପ ଗ୍ରହଣ କରିଛନ୍ତି ।ପିଆଜକୁ କଳାବଜରୀ ରୋକିବା ପାଇଁ  ଲାଭଖୋର ବ୍ୟବସାୟୀଙ୍କ ଉପରେ ନିୟନ୍ତ୍ରଣ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଲାଭ ଆଶାରେ ବ୍ୟବସାୟୀମାନେ ଯେପରି ପିଆଜ ହୋର୍ଡିଂ କରିପାରିବେନାହିଁ ସେ ପ୍ରତି ଦୃଷ୍ଟି ରଖାଯାଇଛି ।ଏହାର ହୋର୍ଡିଂ କରୁଥିବା ବ୍ୟବସାୟୀଙ୍କ ନାମରେ ମାମଲା ରୁଜି କରିବା ପାଇଁ ନିର୍ଦେଶ ଦିଆଯାଇଛି.

ରାଜଧାନୀ ଦିଲ୍ଲୀରେ ପିଆଜ ଦର ସ୍ଥିତି ଉପରେ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିଭାଗୀୟ ସଚିବ ଅବିନାଶ କେ. ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନାଫେଟ୍ ଓ ଏନ୍ସିସିଏଫ୍‌ର ପରିଚାଳନା ନିର୍ଦ୍ଦେଶକମାନେ ମଧ୍ୟ ଯୋଗ ଦେଇଥିଲେ। ଯେଉଁଥିରେ ସଫଲ ଆଉଟଲେଟ୍‌ରେ ପିଆଜ କିଲୋ ଯେପରି ୨୩ ଟଙ୍କା ୯୦ ପଇସା ଟପିବ ନାହିଁ ବୋଲି ସେ ନେଇ ନିଷ୍ପତ୍ତି ହୋଇଛି।

Related Post

ବ୍ୟକ୍ତିଗତ ବାସଗୃହ ରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

Posted by - May 26, 2022 0
ବୋରିଗୁମ୍ମା:(ଏସ ସୁନ୍ଦରମ )କୁନି କୁନି ଶିଶୁଙ୍କ ପାଠ ପଢା ପାଇଁ ସରକାର ଅଙ୍ଗନବାଡି କେନ୍ଦ୍ର ଖୋଲିଛନ୍ତି। କିନ୍ତୁ ଆମ ରାଜ୍ୟରେ ଅନେକ ଗାଁ ଅଛି ଯେଉଁଠାରେ ଅଙ୍ଗନବାଡି…

ସରକାରୀ ସଂଗରୋଧ କେନ୍ଦ୍ରରେ ଯୁବତୀ ଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା, ପୀଡିତା ନ୍ୟାୟ ଭିକ୍ଷା କଲେ

Posted by - June 8, 2020 596
ନୀଳଗିରି:୦୮/୦୬(ସୌମ୍ୟାସାଇ ବାରିକ୍)ମାନବିକତା ର ମୃତ୍ୟୁ ଘଟିଲେ ପାଶବିକତା ଓ ରାକ୍ଷସ ପ୍ରକୃତି ର ଜନ୍ମ ଘଟେ। ସେହି ଭଲି ଏକ ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ…

ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

Posted by - September 24, 2021 0
ଭୂବନେଶ୍ୱର: ଆଜି ସକାଳୁ ମହାନଦୀ ମୁଣ୍ଡଳି  ବ୍ୟାରେଜ ନିକଟରେ ଫସି ରହିଥିବା ଦନ୍ତାକୁ ଉଦ୍ଧାର ବେଳେ ଓଡ୍ରାଫ୍ ବୋଟ୍ ଓଲଟି ପଡ଼ିଥିଲା।  ହାତୀକୁ କୂଳକୁ ଘଉଡ଼ାଇବା ବେଳେ ପାଣି…

ପାରମ୍ପରିକ ରିତି ନିତିରେ ସମ୍ପନ୍ନ ହେଲା ମା ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଜାତ୍ରା : ରକ୍ତ ରଞ୍ଜିତ ହେଲା ଭବାନୀପାଟଣା ରାଜପଥ

Posted by - October 4, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ଇଷ୍ଟ ଓ ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଜାତ୍ରା ମହାଆଡମ୍ବରରେ ଅନୁଷ୍ଠିତ…

ସପ୍ତମ ବେତନ କମିଶନ ବାବଦ ବକେୟା ୨୦% ଅର୍ଥ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

Posted by - March 28, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସରକାରୀ ଚାକିରିଆ ଙ୍କ ପାଇଁ ଖୁସି ଖବର।ସପ୍ତମ ବେତନ କମିଶନ ବାବଦ ଆଉ ବକେୟା ୨୦%ଅର୍ଥ ପ୍ରଦାନ ସକାଶେ…

Leave a comment

Your email address will not be published.