ପିଆଜ ସପ୍ତାହେ ତଳେ କିଲୋ ୨୦ରୁ ୨୫ ଟଙ୍କା ଏବେ ୩୫ଟଙ୍କା

1095 13

ଭୁବନେଶ୍ୱର:  ବଢ଼ି ଚାଲିଛି ପିଆଜ ଦର। ଯେଉଁ ପିଆଜ ସପ୍ତାହେ ତଳେ କିଲୋ ପିଛା ୨୦ରୁ ୨୫ ଟଙ୍କାରେ ବିକ୍ରି ହେଉଥିଲା ଏବେ ତାହା ୩୫ଟଙ୍କା ଛୁଇଁଲାଣି। ପିଆଜ ଦର ଏବେ ଅହେତୁକ ବୃଦ୍ଧି ପାଇଛି,ରାଜ୍ୟ ସରକାର ପିଆଜ ଦର ନିୟନ୍ତ୍ରଣ ନେଇ ନିଦାବିଷ୍ଣୁ ହୋଇ ବସିଥିବାବେଳେ ତେଣେ ବେକାବୁ ପିଆଜ ଦର ଉପରେ ଲଗାମ୍ ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି।ପିଆଜ ଦର ବୃଦ୍ଧି ପାଇବା ପରେ ସରକାର କେନ୍ଦ୍ର ସରକାର ଦର ନିୟନ୍ତ୍ରଣ ପାଇଁ କେତକ ପଦକ୍ଷେପ ଗ୍ରହଣ କରିଛନ୍ତି ।ପିଆଜକୁ କଳାବଜରୀ ରୋକିବା ପାଇଁ  ଲାଭଖୋର ବ୍ୟବସାୟୀଙ୍କ ଉପରେ ନିୟନ୍ତ୍ରଣ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଲାଭ ଆଶାରେ ବ୍ୟବସାୟୀମାନେ ଯେପରି ପିଆଜ ହୋର୍ଡିଂ କରିପାରିବେନାହିଁ ସେ ପ୍ରତି ଦୃଷ୍ଟି ରଖାଯାଇଛି ।ଏହାର ହୋର୍ଡିଂ କରୁଥିବା ବ୍ୟବସାୟୀଙ୍କ ନାମରେ ମାମଲା ରୁଜି କରିବା ପାଇଁ ନିର୍ଦେଶ ଦିଆଯାଇଛି.

ରାଜଧାନୀ ଦିଲ୍ଲୀରେ ପିଆଜ ଦର ସ୍ଥିତି ଉପରେ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିଭାଗୀୟ ସଚିବ ଅବିନାଶ କେ. ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନାଫେଟ୍ ଓ ଏନ୍ସିସିଏଫ୍‌ର ପରିଚାଳନା ନିର୍ଦ୍ଦେଶକମାନେ ମଧ୍ୟ ଯୋଗ ଦେଇଥିଲେ। ଯେଉଁଥିରେ ସଫଲ ଆଉଟଲେଟ୍‌ରେ ପିଆଜ କିଲୋ ଯେପରି ୨୩ ଟଙ୍କା ୯୦ ପଇସା ଟପିବ ନାହିଁ ବୋଲି ସେ ନେଇ ନିଷ୍ପତ୍ତି ହୋଇଛି।

Related Post

ପୁରାଣ ପ୍ରସିଦ୍ଧ ବାରୁଣୀ ମେଳା କୋରୋନା କଟକଣା ପାଇଁ ସଂପୁର୍ଣ୍ଣ ବନ୍ଦ 

Posted by - April 9, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଆଜି ହେବାକୁ ଥିବା ଯାଜପୁର ଜିଲାର ପୁରାଣ ପ୍ରସିଦ୍ଧ ବାରୁଣୀ ମେଳା କୋରୋନା କଟକଣା ପାଇଁ  ସଂପୁର୍ଣ୍ଣ ବନ୍ଦ କରାଯାଇଛି,ଜିଲା ପ୍ରଶାସନ ପକ୍ଷରୁ ବୈତରଣୀ ନଦୀ, ଦଶାଶ୍ୱମେଧ ଘାଟ ଓଏହାର ଆଖପାଖ ଅଂଚଳରେ୧୪୪ ଧାରା ଜାରି କରାଯାଇଛି । ଏଠାରେ ବୁଡ଼ ପକାଇବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାନ୍ତା । କିନ୍ତୁ ରାଜ୍ୟ ସରକାର ଙ୍କ କୋଭିଡ ଗାଇଡ଼ ଲାଇନ ଯୋଗୁଁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି,ଚଳିତ ଏପ୍ରିଲ ମାସରେ ରାଜ୍ୟ ସରକାର କୋରୋନା କଟକଣାକୁ କଡାକଡି ଭାବେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତି ହୋଇଛି,ଏହି ୧୪୪ ଧାରା ନିୟମକୁ ଉଲଙ୍ଘନ କଲେ ଆଇନ ଅନୁଯାୟୀ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଛନ୍ତି । ସେପଟେ ପ୍ରଶାସନ ନେଇଥିବା ନିଷ୍ପତିକୁ ବ୍ରାହ୍ମଣ ମାନେ ବିରୋଧ କରିଛନ୍ତି ।

ଅଣ୍ଡାମାଡ଼ ପାଇଁ କ୍ଷମା ମାଗୁ ବିଜେପି:-ପ୍ରଣବ ପ୍ରକାଶ ଦାସ

Posted by - November 25, 2021 0
ଭୁବନେଶ୍ବର :ସବୁବେଳେ ହିନ୍ଦୁମାନେ ସଂସ୍କାର ଓ ସଂସ୍କୃତି ବିଷୟରେ ଗୁରୁତ୍ୱ ଦେଇ ଆସିଛି। ଜଗନ୍ନାଥ ସଂସ୍କୃତି ହେଉଛି ଓଡିଆ ଜାତିର ପରିଚୟ। ମହାପ୍ରଭୁଙ୍କ ସେବା କରି ଆସିଥିବା…

ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ଉଦ୍ୟୋଗୀ ସପ୍ତାହ ପାଳନ ଅବସରରେ ଏକ ସାମ୍ବାଦିକ ସମ୍ବିଳନୀ

Posted by - March 3, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ଉଦ୍ୟୋଗୀ ସପ୍ତାହ ପାଳନ ଅବସରରେ ଏକ ସାମ୍ବାଦିକ ସମ୍ବିଳନୀ ଡି ଆର ଡି ଏ ସଭା ଗୃହ…

ରାସନ ରୁ ବଞ୍ଚିତ ପ୍ରକୃତ ହିତାଧିକାରୀ

Posted by - September 5, 2023 0
ହରଭଙ୍ଗା:୪/୯ (ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ୍ ହରଭଙ୍ଗା ପଞ୍ଚାୟତ ଶୁରୁଣ୍ଡି ଗ୍ରାମରେ ପହଞ୍ଚି ପାରୁନି ସରକାରୀ ଯୋଜନା। ଜଣେ ଜଣାଶୁଣା ଦୁଗ୍ଧ ଚାଷୀ ଭାବେ ପରିଚିତ ଶ୍ରୀଯୁକ୍ତ ପ୍ରକାଶ…

ନାବାଳିକାଙ୍କୁ ବ୍ଲେକମେଲ ସହ ବର୍ଷାଧିକ କାଳ ବଳାତ୍କାର, ଦୁଇ ଜଣ ଅଭିଯୁକ୍ତ ଗିରଫ

Posted by - May 26, 2022 0
ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ) ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ବର୍ଷାଧିକ କାଳ ଗଣ ବଳାତ୍କାର କରାଯାଇଥିବା ଘଟଣା ସମ୍ବଲପୁର ଜିଲ୍ଲା ରେ ଚାଂଚଲ୍ୟ ସୃଷ୍ଟି କରିଛି ।ଏଭଳି ନାରକୀୟ…

There are 13 comments

  1. Currently it appears like WordPress is the best blogging
    platform available right now. (from what I’ve read) Is that what you are
    using on your blog?

  2. I blog frequently and I seriously thank you for your content. The article has really peaked my interest. I will book mark your blog and keep checking for new information about once a week. I opted in for your Feed as well.

  3. I’m extremely impressed with your writing talents as smartly as with the
    format for your weblog. Is that this a paid topic
    or did you customize it yourself? Either way stay up the nice
    quality writing, it is uncommon to see a nice weblog like this one today..

  4. Everything is very open with a really clear description of the challenges. It was truly informative. Your website is extremely helpful. Thank you for sharing!

  5. Greate pieces. Keep posting such kind of information on your page.
    Im really impressed by it.
    Hi there, You have done a great job. I’ll definitely digg it
    and in my opinion recommend to my friends. I am confident they will be benefited
    from this site.

  6. Hi there friends, how is the whole thing, and what you desire to say regarding this article, in my view its in fact awesome
    in favor of me.

  7. I’m extremely impressed with your writing skills as well as with the layout on your weblog.

    Is this a paid theme or did you customize it yourself?
    Anyway keep up the excellent quality writing, it’s rare to see a nice blog like this one today.

  8. I’m not sure exactly why but this blog is loading very slow for me.

    Is anyone else having this problem or is it a issue on my end?

    I’ll check back later on and see if the problem still
    exists.

  9. Spot on with this write-up, I truly believe that this website needs a lot more attention. I’ll probably be returning to read through more, thanks for the advice!

  10. Fantastic site. Lots of useful info here.
    I’m sending it to several friends ans additionally
    sharing in delicious. And of course, thank you for your sweat!

  11. I know this site offers quality depending articles or reviews and extra stuff, is there any other web page which offers such information in quality?

Leave a comment

Your email address will not be published.