ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ସଢୁ ଙ୍କ ମୃତ୍ୟୁ

118 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବ୍ୟାପକ ସଚେତନତା ଓ ଧରପଗଡ଼ ସ୍ଵତ୍ତ୍ଵେ ଜିଲ୍ଲାରେ ଦୁର୍ଘଟଣା ବୃଦ୍ଧିପାଇବାରେ ଲାଗିଛି । ଏହିଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି ଥୁଆମୂଳ ରାମପୁର ଥାନା ଅଞ୍ଚଳରେ। ସୂଚନା ରୁ ଜଣାଯାଏ ଯେ ଗୋପାଲପୁର ପଞ୍ଚାୟତ ନିକଟବର୍ତ୍ତି ପାଡେଲଗୁଡା ଗ୍ରାମର ପ୍ରକାଶ ମାଝୀ ଓ ପେଙ୍ଗଢୁସି ଗ୍ରାମର କୃଷ୍ଣଚନ୍ଦ୍ର ମାଝୀ ବେନ୍ଦା ଝୋଲା ଗ୍ରାମରୁ ଗୋଦ୍ରାମସ୍କା ଗ୍ରାମକୁ ଏକ ମୋଟର ସାଇକେଲ ଯୋଗେ ଯାଉଥିବା ସମୟରେ ପାଳଜୋର ଛକ ନିକଟରେ ଭାରସାମ୍ଯ ହରାଇ ପଡିଯାଇ ଥିଲେ। ଘଟଣା ସ୍ଥଳରେ କୃଷ୍ଣ ଚନ୍ଦ୍ର ମାଝୀ (୧୮)ଙ୍କ ମୃତ୍ୟୁ ହୋଇଥିବା ବେଳେ ସୁବାସ ମାଝୀ (୩୦)ଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଥୁଆମୂଳ ରାମପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Related Post

ସବଡ଼ିଭିଜନ ସ୍ତରୀୟ ୱେବମିଡ଼ିଆ ସଙ୍ଘ ଗଠନ ଲାଗି ବୈଠକ

Posted by - August 5, 2021 0
l ନବରଙ୍ଗପୁର:( ବେଣୁ ଗୋପାଳ ରାଓ) ଉମେରକୋଟ ସବଡ଼ିଭିଜନ ସ୍ତରୀୟ ୱେବମିଡ଼ିଆ ସଙ୍ଘ ଗଠନ ଲାଗି ଉମରକୋଟ ଝରୀଗାଁ ଡାବୁଗାଁ ରାଇଘର ଏବଂ ଚନ୍ଦାହାଣ୍ଡି ବ୍ଲକର ୱେବମିଡ଼ିଆ…

ହରଭଙ୍ଗା ବ୍ଲକ ରେ ସୌରପମ୍ପ ଶୀଘ୍ର ସ୍ଥାପନ ପାଇଁ ଚାଷୀ ଙ୍କ ଜିଲ୍ଲା ପ୍ରଶାସନ କୁ ଅଭିଯୋଗ

Posted by - September 9, 2021 0
ବୌଦ୍ଧ: ୮/୯(ଚିତ ରଂଜନ ସିଂ)ଓଡିଶା ଅକ୍ଷୟ ଶକ୍ତି ବିକାଶ (OREDA)ନିୟମ ଅନୁଯାଇ ଆବେଦନ କାରୀଙ୍କ ନିର୍ଧାରିତ କୂପରେ କାର୍ଯ୍ୟlଦେଶର ୪୫ ଦିନ ମଧ୍ୟରେ ସୋଲାର ପମ୍ପ ସ୍ଥାପନ…

ବରୀ ରେ ବିଶ୍ୱ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Posted by - June 23, 2020 0
ଯାଜପୁର ଅଫିସ:ବରୀ ବାଲିବିଲିରେ ସାମାଜିକ ଦୂରତା ଏବଂ ସରକାର ନିୟମ ଅବଲମ୍ବନକରି ବିଶ୍ୱ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବରୀ ଅଞ୍ଚଳର…

ଚାଉଳବାଞ୍ଜି ରେ ଜଙ୍ଗଲ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ,ବନସୁରକ୍ଷା ସମିତି କୁ ଟେଣ୍ଟ ସାମଗ୍ରି ବଣ୍ଟନ

Posted by - June 3, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଚାଉଳବାଞ୍ଜି ଠାରେ ଜଙ୍ଗଲ ବିଭାଗ ତରଫରୁ ଆମ ଜଙ୍ଗଲ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ…