Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

“ନଈ ଆରପାରି ଜହ୍ନ ” କବିତା ପୁସ୍ତକ ଉନ୍ମୋଚିତ

197 0

ଯାଜପୁର ବ୍ୟୁରେ।: ମଙ୍ଗଳପୁର ନୀରୀଗାଁ ଚନ୍ଦନଶ୍ରୀକ୍ଷେତ୍ର ସ୍ଥିତ ଜଗନ୍ନାଥ ସେବାସଂସ୍ଥା ପକ୍ଷରୁ ଏକ ସାରସ୍ୱତ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଡ଼କ୍ଟର ଶଶଧର ମେଦିନୀସିଂ ମହାପାତ୍ର ଙ୍କ କବିତା ପୁସ୍ତକ ‘ନଈ ଆରପାରି ଜହ୍ନ ‘ଉନ୍ମୋଚିତ ହୋଇଯାଇଛି। ଏହି ଉଛବ ରେ ସାହିତ୍ୟିକ ଅଧ୍ୟାପକ ଦାମୋଦର ବେହେରା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ପ୍ରାଣ ସଂସ୍କୃତି ଅନୁରାଗୀ ବିଜୟ କୁମାର ସାହୁ ଯୋଗଦାନ କରି ଗ୍ରାମାଞ୍ଚଳ ସାହିତ୍ୟ ମଧ୍ୟ ବିଶ୍ୱ ପାଇଁ ବୃହତ ବାର୍ତା ପ୍ରଦାନ କରିପାରିବ ବୋଲି ମତବେକ୍ତ କରିଛନ୍ତି । କାର୍ଯ୍ୟକ୍ରମ ରେ ଜୁଣଭଦ୍ରା ମହାବିଦ୍ୟାଳୟ ର ପ୍ରାକ୍ତନ ଅଧକ୍ଷ ସୁବାଷ ଚନ୍ଦ୍ର ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଏହି ଉଛବ ରେ କବି ଡ଼କ୍ଟର ଆଲୋକ ରାୟ,ସୁଲେଖିକା ଅନିତା ରାୟ,ଅଧ୍ୟାପକ ଦାମୋଦର ବେହେରା ଙ୍କୁ ଉପଢ଼ୋକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଅଛି । ଅନ୍ୟପକ୍ଷରେ ନିର୍ଭିକ ସାମ୍ବାଦିକତା ତଥା ସମାଜମଙ୍ଗଳ ର ବିଭିନ୍ନ କ୍ଷେତ୍ର ରେ ସମର୍ପିତ ହୋଇ କାର୍ଯ୍ୟକରୁଥିବା ଉତ୍କଳ ସାମ୍ବାଦିକ ସଂଘ ର ଯାଜପୁର ଜିଲ୍ଲା ସଭାପତି ତଥା ମା ବିରଜା ଟିଭି ର ମୁଖ୍ୟ ସମ୍ପାଦକ ହରିହର ସ୍ୱାଇଁ ଓ ମାନବାଧିକାର କର୍ମୀ ତଥା ସମାଜସେବୀ ଅଭିଜିତ ଦୀକ୍ଷିତ ଙ୍କୁ ଏହି ସମାରୋହ ରେ ଅତିଥି ଭାବେ ଯୋଗଦେବା ସହିତ ସମ୍ବର୍ଦ୍ଧିତ କରାଯାଇଅଛି । କାର୍ଯ୍ୟକ୍ରମ ରେ ଜଗନ୍ନାଥ ସେବାସଂସ୍ଥା ର ସଭାପତି ପ୍ରମୋଦ କୁମାର ସ୍ୱାଇଁ ବକ୍ତବ୍ୟ ରଖିବା ସହିତ ଆଇନୀଜୀବୀ ସନ୍ତୋଷ କୁମାର ଦାସ,ଅମୀୟ ଧଳ ପ୍ରମୁଖ ଉଛବ ର ପରିଚାଳନା ରେ ସହଯୋଗ କରିଥିଲେ । ଶେଷ ରେ ଅନୁଷ୍ଠାନ ର ସଭାପତି ଶ୍ରୀ ସ୍ୱାଇଁ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Related Post

ଟିଟିଲାଗଡ଼ ଏସ ସି ଡ଼ି ସେଣ୍ଟରରେ ବିଶ୍ବବ୍ୟାପୀ ସଙ୍କେତ ଦିବସ ପାଳିତ

Posted by - September 24, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ନେହେରୁ ନଗର ସ୍ଥିତ ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟରେ ସମସ୍ତ ଛାତ୍ର-ଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ସମସ୍ତ ସହକର୍ମୀଙ୍କ ସହଯୋଗ ଦ୍ୱାରା “ବିଶ୍ଵବ୍ୟାପି…

ଚାଟିକୋଣା ପଞ୍ଚାଯତରେ CWS ତରଫରୁ ସରକାରୀ ସ୍ତରୀୟ କାର୍ମଶାଳା

Posted by - September 16, 2022 0
ମୁନିଗୁଡା:(ରମାକାନ୍ତ ପଡାଲ)ଚାଟିକୋଣା ପଞ୍ଚଜୟତ ଠାରେ CWS ତରଫରୁ ସରକାରୀ ସ୍ତରୟ ଅଫିସର ଉପସ୍ଥିତ ରେ କୃଷିଅଧିକାରୀ ଶ୍ରୀ ବଲରାମ ପାତ୍ର ଏବଂ ଉଦ୍ୟାନ ବିଭାଗ ଶ୍ରୀ ପୂନ୍ନନନ୍ଦ…

ବୌଦ୍ଧ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

Posted by - June 20, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ )ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମା ରୁଦ୍ରକାଳୀ ତୃତୀୟ ଲିଙ୍ଗୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା ରାଶି ଯୋଗାଇ ଦିଆଯାଇଛି…

୧୬ନଂ ଜାତୀୟ ରାଜପଥରେ ଟ୍ରକ ଓ କାର ମଧ୍ୟରେ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ

Posted by - October 22, 2020 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ର ମକୁନ୍ଦବିନ୍ଧା ନିକଟରେ ଟ୍ରକ ଓ କାର ମଧ୍ୟରେ…

ବିହାରୀ ସମ୍ପ୍ରଦାୟର ଲୋକ ମାନଙ୍କ ଦ୍ୱାରା ଛଟ ପୂଜା ପାଳିତ

Posted by - November 13, 2021 0
ମୁନିଗୁଡା:(ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ବିହାରୀ ସମ୍ପ୍ରଦାୟର ଲୋକ ମାନଙ୍କ ଦ୍ୱାରା ପବିତ୍ର ଛଟ ପୂଜା ମହା ଆଡମ୍ବରର ସହ ପାଳିତ ହୋଇଯାଇଛି l ଏହି…