Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଯାଜପୁରରରେ ପବିତ୍ର ପର୍ବ ଇଦ୍‌-ଉଲ-ଫିତର ପର୍ବ ପାଳିତ

175 0

ଯାଜପୁରରରେ ପବିତ୍ର ପର୍ବ ଇଦ୍ଉଲଫିତର ପର୍ବ ପାଳିତ ହୋଇଯାଇଛି  ଏକ ମାସ ଧରି ପବିତ୍ର ରମଜାନ ମାସ ରେ ଉପବାସ ରହି ଭକ୍ତି  ଶ୍ରଦ୍ଧାର ସହ ନମାଜ ପାଠ କରିଥିଲେ  ଆଜିର ଇଦ୍ଉଲ ଫିତର ଉପଲକ୍ଷେ ମୁସଲମାନ ଭାଇ  ଭଉଣି ମାନେ ଏହି ଅବସରରେ ନବବସ୍ତ୍ର ପରିଧାନ କରି ସ୍ଥାନୀୟ ସାହି ମସଜିଦ୍ ସମେତ ବିଭିନ୍ନ ସ୍ଥାନରେ ଥିବା ଇଦଗା

 ମସଜିଦ୍ ଠାରେ ସମୁହ ନମାଜ ପାଠ କରିବା ସହିତ ଦାନ ଧର୍ମ କାର୍ଯ୍ୟ ସମ୍ପାଦନ କରିଛନ୍ତି ପରେ ଘରକୁ ଯାଇ ପରିବାର  ସାହି ବସ୍ତିରେ ପରସ୍ପର ମଧ୍ୟରେ ଆଲିଙ୍ଗନ କରି ଶୁବେଛା ଜ୍ଞାପନ କରିବା ସହ ବନ୍ଧୁମିଳନ କାର୍ଯ୍ୟ ମଧ୍ୟ କରିଛନ୍ତି 

 ଗତ ଦୁଇ ବର୍ଷ ହେଲା କୋରନା କଟକଣା ପାଇଁ ଏହି ପର୍ବ କୁ ସମୂହ ଭାବେ ପାଳନ କରାଯାଉନଥିଲା ଚଳିତ ବର୍ଷ କୌଣସି କଟକଣା ନଥିବାରୁ ମୁସଲମାନ ଧର୍ମାବଲମ୍ବୀ ଙ୍କ ମଧ୍ୟରେ  ବେଶ ଖୁସି ଦେଖିବାକୁ ମିଳିଛି   ଏହି ଇଦ ପର୍ବରେ ନମାଜ ପାଠ କରିବା ପରେ ଦୁଃଖୀ ଦରିଦ୍ରଙ୍କୁ ଦାନ କରିବାର ପରମ୍ପରା ରହିଛି 

ଯାଜପୁରରରେ ଥିବା ସାହି ମଦଜିତ୍ ରେ ସମୁହ ନିମାଜପାଠ ପୂର୍ବାହ୍ନ ୯ଟାରେ ଆରମ୍ଭ ହୋଇ .୪୦ରେ ଶେଷ ହୋଇଥିଲା ଏହି ନମାଜପାଠରେ ଅନ୍ୟୁନ ହଜାରୁ ଉର୍ଦ୍ଧ ମୁସଲମାନ ଭାଇମାନେ ନମାଜ ପାଠକରି ଦାନଧର୍ମ  କରିଥିଲେ 

Related Post

ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ,ରକ୍ତ ଓ ପ୍ଲାଜମା ଦାନ କରିବାକୁ ଅନୁରୋଧ

Posted by - October 15, 2020 0
ଭୁବନେଶ୍ବର :କୋଭିଡ଼ ସକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ବାସୀଙ୍କ ଭଲ…

ଯାଜପୁର ଜିଲାପାଳଙ୍କ ବିରୋଧରେ ମାନ୍ୟବର ହାଇକୋର୍ଟଙ୍କ ଅଦାଲତ ଅବମାନନା ଅଭିଯୋଗ

Posted by - October 31, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାପାଳଙ୍କ ବିରୋଧରେ ମାନ୍ୟବର ହାଇକୋର୍ଟଙ୍କ ଅଦାଲତ ଅବମାନନା ଅଭିଯୋଗ । ଧର୍ମଶାଳାର ସୂଚନାଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ପକ୍ଷରୁ ଆଗତ ଏକ…

ଚିକିତ୍ସା ଆଶା କରି ଜିଲା ମୁଖ୍ୟ ଡାକ୍ତର ଖାନା କୁ ଆସିଥିବା ରୋଗୀ ନିରାଶ

Posted by - March 5, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଆବଶ୍ୟକ ଭିତ୍ତିଭୂମିନ ଥିବା ଏକ ସାଧାରଣ ଘଟଣା ହୋଇଥିବା ବେଳେ ଏଭଳି ସମସ୍ୟା ଖୋଦ…

ଅସହ୍ୟ ହେଲାଣି ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଟ୍ରା‌ଫିକ୍ ଯନ୍ତ୍ରଣା : ଆଉ କେତେ ମୁଣ୍ଡ ଗଡ଼ିବାକୁ ଅପେକ୍ଷା?

Posted by - February 8, 2021 0
ଚନ୍ଦ୍ରଶେଖରପୁର : ମାସେ କି ବର୍ଷେ ନୁହେଁ; ବରଂ ଦୀର୍ଘ ୫ ବର୍ଷ ହେଲା ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍‌ ଯନ୍ତ୍ରଣାରେ ପେଷି ହେଉଛନ୍ତି ଲକ୍ଷ…

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଯାଜପୁର ନିର୍ବାଚନ ମଣ୍ଡଳୀ ଗସ୍ତ

Posted by - April 23, 2019 0
ଯାଜପୁର:ଚଳିତ ନିର୍ବାଚନ ପାଇଁ ଯାଜପୁରରେ ରାଜନୈତିକ ସରଗରମ । ବିଜେପି ପକ୍ଷରୁ ପ୍ରଚାର ଜୋରଦାର । ଆଜି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର…