ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ୬୪ତମ ଶ୍ରାଦ୍ଧୋତ୍ସବ ପାଳିତ

285 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବରୀ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ୬୪ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ଅଧକ୍ଷ ବିଷ୍ଣୁଚରଣ ମିଶ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ।

ଅନ୍ୟତମ ଅତିଥିଭାବେ ବିଧାୟିକା ସୁନନ୍ଦା ଦାସ ଯୋଗଦେଇ ଗୋପବନ୍ଧୁ ଚୌଧୁରୀ ଙ୍କ ବ୍ୟକ୍ତିତ୍ୱ ସମ୍ପର୍କ ରେ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା

Related Post

ଔଷଧ ଦୋକାନୀ ଙ୍କ ଚିକତ୍ସା ରେ ନାବାଳିକାର ମୃତ୍ୟୁ

Posted by - July 20, 2021 0
ମାଲକାନଗିରି:( ଅବଦୁଲ ଗନି) ଔଷଧ ଦୋକାନୀ ଙ୍କ ଚିକତ୍ସା ରେ ନାବାଳିକାର ମୃତ୍ୟୁ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଆମ୍ବଗୁଡ଼ା ଗ୍ରାମପଂଚାୟତ ମାଡକାମିଗୁଡା ଗ୍ରାମର ରାମଚନ୍ଦ୍ର…

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଦଲାଲର ଆଖ୍ୟା ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁଶ ପୁତ୍ତଳିକା ଦାହ କଲା ଜିଲ୍ଲା କନ୍ଧ ଯୁବ ସମାଜ

Posted by - June 17, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆଦିବାସି ନେତା ନିରଞ୍ଜନ ବିଶିଙ୍କୁ ବିଜେଡ଼ି ଦଳ ରାଜ୍ୟସଭା ସାଂସଦ ରୂପେ ଦିଲ୍ଲୀକୁ ପଠାଇବା ପରେ ଏବେ ଆଦିବାସୀ ସଂଘରେ ନିରଞ୍ଜନ ବିଶିଙ୍କୁ ଦଲାଲର…

ଜେ ଇ ମେନ ପରିକ୍ଷା ପାଇଁ ବସ ଯୋଗେ ଯାତ୍ରା ଆରମ୍ଭ କଲେ ଛାତ୍ର ଛାତ୍ରୀ.

Posted by - September 1, 2020 0
ଅନଗୁଳ :ଏକ ତାରିଖ ଠାରୁ ୬ ତାରିଖ ମଧ୍ୟରେ ଭୁବନେଶ୍ବର, କଟକ ଓ ଢେଙ୍କାନାଳ ସେଣ୍ଟରରେ ଅନୁଷ୍ଠିତ ହେଉଥିବା ଜେ ଇ ମେନ ପରିକ୍ଷା ପାଇଁ ଆଜି…

ସ୍ଵାଧୀନତା ସଂଗ୍ରାମୀ ଓ ସମାଜ ସେବୀ ଙ୍କ ପରଲୋକ

Posted by - May 17, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ ଆରଙ୍ଗକ୍ଷବାଦ ପଞ୍ଚାୟତ ର ସ୍ଵାଧୀନତା ସଂଗ୍ରାମୀ ଅନନ୍ତ ଚରଣ ଧଳ କର ଆଜି ଅପରାହ୍ନରେ ମୃତୁ ଘଟିଛି । ସେ…

ଆଦିବାସୀ ଭୋଟ୍ ବ୍ୟାଙ୍କ ଉପରେ ନବୀନଙ୍କ ଆଖି,ଆଦିବାସୀଙ୍କୁ ନେଇ ରାଜ୍ୟ ବିଜେପିକୁ ବିଜେଡିର ଟାର୍ଗେଟ

Posted by - February 27, 2019 308
ଭୁବନେଶ୍ୱର:ସାଧାରଣ ନିର୍ବାଚନ ପୂର୍ବରୁ ଫୋକସରେ ଜନଜାତି ଭୋଟ୍। ଟାର୍ଗେଟ୍‌ରେ ୩୩ ବିଧାନସଭା ସିଟ୍। ମହିଳା, ଚାଷୀ ଓ ଯୁବକ ପରେ ଆଦିବାସୀ ଭୋଟ୍ ହାତେଇବାକୁ ଜୋରଦାର କସରତ।…