ନାବାଳିକାକୁ ବଳାତ୍କାର; କାଉଡ଼ିଆ ଗିରଫ

1004 0

ଆଳି : କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ସୋମବାର ଜଣେ କାଉଡ଼ିଆର କଳାକାରନାମା ଦେଖିବାକୁ ମିଳିଛି। ଜଣେ କାଉଡ଼ିଆ ମନ୍ଦିରକୁ ପାଣି ଢାଳିବାକୁ ଯିବା ବାଟରେ ଜନୈକା ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ଅଭିଯୁକ୍ତ କାଉଡ଼ିଆକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ କାଉଡ଼ିଆ ଜଣକ ଅହମ୍ମଦପୁର ଗ୍ରାମର ହୋଇଥିବା ସୂଚନା ମିଳିଛି।

Related Post

କରୋନା ସଙ୍କଟ ସମୟରେ ଓଡିଶା ପାଇଁ ବାତ୍ୟା ଭୟ,

Posted by - May 14, 2020 515
ଭୁବନେଶ୍ବର :ବଙ୍ଗୋପସାଗରରେ ଏକ ଟ୍ରପିକାଲ୍  ସ୍ୟକ୍ଲୋନ ନିମ୍ନ ବିକାଶରେ ମନ୍ଥର ଗତି କରୁଥିବାବେଳେ ଆଗାମୀ ଦିନରେ ଏହା ଆହୁରି ବଳବାନ ହେବ ବୋଲି ଆଶା କରାଯାଉଛି।ଗତ ସପ୍ତାହରୁ…

ଚାଷୀଙ୍କ ଅଭିନବ ପ୍ରତିବାଦ

Posted by - July 6, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ଚାଷୀ ନିଜର ରବି ରୁତୁରେ ଅମଳ କରିଥିବା ଧାନକୁ ବିକ୍ରି କରି ନ ପାରିବାରୁ ତାହାର ପ୍ରତିବାଦ କରିଥିଲେ l ହେଲେ ପ୍ରଶାସନ…

ନେଉଳ ଖାଉଥିବା ଅବସ୍ତାରେ ନବଜାତ ଶିଶୁ ପୁତ୍ର ଉଦ୍ଧାର କଲେ ଗ୍ରାମ ବାସୀ

Posted by - May 2, 2021 0
ବାରଙ୍ଗ:(ସନ୍ତୋଷ ରାଉତ ) ନେଉଳ ଖାଉଥିବା ଅବସ୍ତାରେ ନବଜାତ ଶିଶୁ ପୁତ୍ର କୁ ଉଦ୍ଧାର କଲେ ଗ୍ରାମ ବାସୀ, ଆଜି ସକାଳ ୮ ସମୟରେ, କଳାରାହାଙ୍ଗ ଗ୍ରାମର ଜଳେଶ୍ବର…

5T ସଚିବ ଭିକେ ପାଣ୍ଡିଆନ ଗସ୍ତ କଲେ ବେଲଖଣ୍ଡି ଶିବ ମନ୍ଦିର

Posted by - May 19, 2023 0
କେସିଙ୍ଗା:(ପ୍ରିତେଶ ପଟେଲ୍)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ଶିବ ମନ୍ଦିର ର ସୌନ୍ଦ୍ଧର୍ଯ୍ୟ କରଣ ଓ ଉନ୍ନତି ନେଇଁ ଶୁକ୍ରବାର ଦିନ ପରିଦର୍ଶନ କରିଛନ୍ତି 5t ସଚିବ…

ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

Posted by - March 16, 2020 115
ଭୁବନେଶ୍ୱର:  ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ରକ୍ତ ଓ ସ୍ୱାବ୍‌ ନମୁନା ପରୀକ୍ଷାରୁ…

Leave a comment

Your email address will not be published.