ନାବାଳିକାକୁ ବଳାତ୍କାର; କାଉଡ଼ିଆ ଗିରଫ

878 0

ଆଳି : କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ସୋମବାର ଜଣେ କାଉଡ଼ିଆର କଳାକାରନାମା ଦେଖିବାକୁ ମିଳିଛି। ଜଣେ କାଉଡ଼ିଆ ମନ୍ଦିରକୁ ପାଣି ଢାଳିବାକୁ ଯିବା ବାଟରେ ଜନୈକା ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ଅଭିଯୁକ୍ତ କାଉଡ଼ିଆକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ କାଉଡ଼ିଆ ଜଣକ ଅହମ୍ମଦପୁର ଗ୍ରାମର ହୋଇଥିବା ସୂଚନା ମିଳିଛି।

Related Post

ପୁରୀ: ଭକ୍ତିମୟ ପରିବେଶରେ ଭଗବାନଙ୍କୁ ପାଇବେ ଭକ୍ତ

Posted by - December 30, 2019 0
ପୁରୀ୩୦/୧୨: ଶ୍ରୀକ୍ଷେତ୍ର ପୁରୀରେ ବର୍ତ୍ତମାନ ଯେଉଁଭଳି ସୌନ୍ଦର୍ଯ୍ୟକରଣ ଚାଲିଛି ଏବେ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ରହିଛି ପୁରୀ। ଆଉ ଏସବୁକୁ ଦେଖି ଶ୍ରୀମନ୍ଦିରକୁ ବି ନବବର୍ଷ…

ନୀଳଗିରି ର ପ୍ରମୂଖ ସମସ୍ୟା:ନୀଳଗିରି କୁ ଦ୍ଵିତୀୟ ୩୩ କେ. ବି. ଲାଇନ୍ ସଂଯୋଗ ଏବଂ ନୀଳଗିରି ଷ୍ଟେସନ ସାହି ରୁ ବାଲେଶ୍ଵର କୁ ଦ୍ଵିତୀୟ ରାସ୍ତା ନିର୍ମାଣ

Posted by - August 3, 2020 0
ନୀଳଗିରି:(ସୌମ୍ୟାସାଇ ବାରିକ୍)ବାଲେଶ୍ଵର, ନୀଳଗିରି ଉପଖଣ୍ଡ ରେ, ଦୀର୍ଘ ଦିନ ର ଦୁଇ ପ୍ରମୁଖ ସମସ୍ୟା ନୀଳଗିରି ବାସୀ ଙ୍କୁ ବିଚଳିତ କରିଛି। ଏଥିପାଇଁ ଏପର୍ଯ୍ୟନ୍ତ ବହୁ ଚେଷ୍ଟା,…

ରୋମରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ: ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପ୍ ଙ୍କୁ ଭେଟିବେ

Posted by - June 22, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ବିଦେଶ ଗସ୍ତରେ ଯାଇ ସୋମବାର ଇଟାଲି ରେ ପହଞ୍ଚିଛନ୍ତି l ରୋମ ରେ ମୁଖ୍ୟମନ୍ତ୍ରୀ…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୪ ତମ ଶ୍ରାଦ୍ଧ ଦିବସ ପାଳିତ

Posted by - April 17, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି ର ବିଭିନ୍ନ ସ୍ଥାନ ରେ ବିଜୁ ବାବୁ ଙ୍କ ୨୪ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।୧୯୯୭ ମସିହା ଏପ୍ରିଲ ୧୭ ତାରିଖ ଆଜିର…

Leave a comment

Your email address will not be published.